ଟେକ୍ସାସ୍ ଭଳି ଅଗ୍ରଣୀ ସହରରେ ଜଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।
ମହିଳା ପୋଲିସଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କେମିତି ଧମକ୍ ଦେଉଛନ୍ତି ଶୁଣନ୍ତୁ.. ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହିଲେ ଛି.. ଛି..
ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି।
ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।
ବିପଦ ସଂକୁଳ ଅବସ୍ଥାରେ ୫ଶହରୁ ଅଧିକ ପରିବାର
ମହିଳାଙ୍କ ଚପଲ ଆଣିବାକୁ ଟ୍ରେନ୍କୁ ଚଢ଼ିଥିଲେ ଯୁବକ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଗଲା ।
ନିଖୋଜର ୩ ଦିନ ପରେ କାର୍ ଭିତରୁ ମିଳିଲା ମୃତଦେହ। ଲକ୍ କାର୍ ଭିତରୁ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅନ୍ଲାଇନ୍ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।
ଚାର୍ଜିଂ ବେଳେ ଫୋନ୍ରୁ ଅତ୍ୟଧିକ ହିଟ୍ ବାହାରିଥାଏ। ତେଣୁ ଏହି ସମୟରେ ଫୋନ୍ ବ୍ୟବହାର କରିବା ଦ୍ୱାରା ଓଭର ହିଟ୍ ଯୋଗୁ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି।
ବାଇକ୍ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍ଠୋକ୍ ମନା କରିଦେଲେ ଯୁବତୀ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍ମେଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି।
ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି?
ନୂଆବର୍ଷରୁ ସୁନା-ରୂପା ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। MCXରେ ସୁନା ଦର କେତେବେଳେ ହ୍ରାସ ପାଉଛି ତ ଆଉ କେତେବେଳେ ବୃଦ୍ଧି ପାଉଛି।
ଏଣିକି ବିନା ଇଣ୍ଟରନେଟ୍ରେ ମଧ୍ୟ ଆପଣ ହ୍ୱାଟ୍ସଆପ୍ ଅପରେଟ୍ କରିପାରିବେ। ଅର୍ଥାତ୍ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଇବା ସହ ମେସେଜ୍ ରିସିଭ୍ ମଧ୍ୟ କରିପାରିବେ।
ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।
କାର୍ ଡୋର୍ରେ ବାଇକ୍ ଚାଳକ ପିଟି ହେବା ଯୋଗୁ ଟ୍ରକ୍ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମନ୍ଦିର ଉପରେ ଖସି ପଡ଼ିଥିଲା। ଏଥିରେ ଜଣେ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି।
ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍ ଦେଇଥିଲେ।
୨୦୦ ମିଲିୟନରୁ ଅଧିକ ଟ୍ୱିଟର ୟୁଜର୍ସଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍ ହୋଇଥିବା ସୂଚନା ମିଳିଛି। ଏହିସବୁ ଇ-ମେଲ୍ ଆଡ୍ରେସ୍କୁ ଚୋରି କରି ହ୍ୟାକର୍ସମାନେ ଏହାକୁ ଅନ୍ଲାଇନ୍ ହ୍ୟାକିଂ ଫୋରମ୍ରେ ପୋଷ୍ଟ କରିଥିବା ଜଣେ ସିକ୍ୟୁରିଟି ରିସର୍ଚ୍ଚର କହିଛନ୍ତି।
ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।
ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।