ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛି ଶୁଆ । ଯାହାକୁ ନେଇ ଏବେ ସୁବଆଡ଼େ ଚର୍ଚ୍ଚା । ଏଭଳି ଘଟଣା ଘଟିଛି ତାମିଲନାଡୁର କୁଡାଲୋର ଅଞ୍ଚଳରେ ।
ଶୁଆ ସାଙ୍ଗରେ ଫିଭର୍ ଶଦ୍ଦଟା କାହିଁକି ଲାଗିଛି ! ପ୍ରକୃତରେ ଶୁଆ କଣ ଏହି ଫିଭରର ବାହକ ? କାହିଁକି ଆଉ କେମିତି ହୋଇଥାଏ ଏ ଫିଭର୍ ?
୧୫ ବର୍ଷର ପାଳିତ ଶୁଆ ଡାକୁଥିଲା ମାମୁଁ, ମାଇଁ । ଆଉ ଏବେ ତା ପରଲୋକରେ ଭାଙ୍ଗି ପଡ଼ିଛନ୍ତି ଏହି ବ୍ୟକ୍ତି ଜଣଙ୍କ।
୨୦୧୪, ଫେବୃଆରୀ ୨୦ରେ ଏକ ପ୍ରମୁଖ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ଓ ପତ୍ନୀ ନୀଲମ ଶର୍ମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘରେ ପୁଅ କିମ୍ବା ବୋହୂ ନଥିବା ବେଳେ ଦୁର୍ବୃତ୍ତ ରଚିଥିଲେ ଭୟଙ୍କର କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହୋଇଥିଲା । ଘଟଣାର ତଦନ୍ତ କରି କିଛି ଗୁଣ୍ଡାଙ୍କୁ ବାନ୍ଧିଥିଲା ପୋଲିସ୍ । ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ କାରଣରୁ ସେମାନେ ଦୋଷୀ ସାବ୍ୟସ୍ତ ହୋଇନଥିଲେ
ମୁଣ୍ଡରେ ବସୁଛି, କାନ୍ଧରେ ବସୁଛି। ମିଟୁ ମିଟୁ ଡାକୁଛି। ସାଙ୍ଗରେ ସ୍କୁଲ୍ ଯାଉଛି। ଛୁଆ ଦେଖି ଖାଲି କୁରୁକୁରୁ ହୋଇ ହସୁଛନ୍ତି।
ସାଙ୍ଗ ସାଥିଙ୍କ ସହ ସ୍କୁଲ୍ ଯାଉଛି ଶୁଆ। ମିଟୁ ଡାକ ଡାକି କେବେ ସାଙ୍ଗର ମୁଣ୍ଡ ଉପରେ ତ ପୁଣି କେବେ ସାଙ୍ଗର କାନ୍ଧ ଉପରେ ବସୁଛି ଶୁଆ। ସମୟରେ ସ୍କୁଲ୍ ଯାଉଛି ଆଉ ଛୁଟି ହେଲେ ଫେରୁଛି। ସ୍କୁଲ୍ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା ବି ଜାଣିଛି ଏହି ଶୁଆ।