ଭିଡିଓରେ ଦେଖିବାକୁ ମିଳିଛି ଏକ ନଦୀ ମଝିରେ ଦମ୍ପତି ରହିଛନ୍ତି । ହାତରେ କିଛି ଖାଦ୍ୟ ଧରି କୁମ୍ଭୀରକୁ ଦେବାକୁ ଡାକୁଛନ୍ତି । ପରେ ପରେ କୁମ୍ଭୀରଟି ଖାଦ୍ୟ ଖାଇବାକୁ ତାଙ୍କ ନିକଟକୁ ଆସୁଛି ।