• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

suicide
ସିବିଆଇ ସ୍କାନରରେ ଥିଲେ ଇଡି ଅଧିକାରୀ; ଗିରଫ ଭୟରେ ହାରିଲେ ଜୀବନ !

ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

 Maharashtra teacher
ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ । 

Government Hospitals
ସରକାରୀ ହସ୍ପିଟାଲର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

ସରକାରୀ ହସ୍ପିଟାଲରେ ସୁରକ୍ଷା ପ୍ରୋଟକଲ୍ ସମ୍ପର୍କିତ ୧୧ଟି ବିନ୍ଦୁ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

Bharat Bandh
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ପ୍ରଭାବ...

ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦ ପ୍ରଭାବ।

Supreme Court
କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଗୁରୁବାର ସୁଦ୍ଧା ରିପୋର୍ଟ ଦେବାକୁ CBIକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ କଲେ 10 ଜଣିଆ ଟାସ୍କଫୋର୍ସ ।

  • Tuesday, 20 August 2024
UPSC Lateral Entry
UPSC ଲେଟେରାଲ ଏଣ୍ଟ୍ରି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ୟୁଟର୍ଣ୍ଣ

ଯୁଗ୍ମ ସଚିବ ଓ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଳାୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ନେଇ UPSC ପକ୍ଷରୁ ବାହାରିଥିଲା ବିଜ୍ଞପ୍ତି ।

Biker Attacks Car
ଭିତରେ ଛୁଆ ଅଛି ଆମକୁ ଛାଡ଼ିଦିଅ..ଦମ୍ପତ୍ତିଙ୍କ ଗୁହାରି ଶୁଣିଲେନି ବାଇକ୍ ଚାଳକ

କାର୍ ଭିତରେ ଥିବା ଦମ୍ପତ୍ତି ଗୁହାରି କରୁଛନ୍ତି କିନ୍ତୁ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଆକ୍ରମଣ କରିବାରେ ଲାଗିଛନ୍ତି ।

SIM Box racket
ରାଞ୍ଚିକୁ ଲମ୍ବିଛି ସିମବକ୍ସ ଚେର, କମିଶନରେଟ୍ ପୋଲିସକୁ ମିଳିଲା ତୃତୀୟ ସିମବକ୍ସ

କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରୁ ମିଳିଲା ସିମବକ୍ସ । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୋଲିସ୍ ।

Protests at Badlapur railway station
ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣା ପରେ ତାତିଲେ ଲୋକେ । ମହାରାଷ୍ଟ୍ରର ବଦଲାପୁର ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ ।

Kolkata Doctor Case
କୋଲକାତା ଡାକ୍ତର ମର୍ଡର କେସ୍; ଖପ୍ପା ହେଲେ ସର୍ବୋଚ୍ଚ ଅଦାଲତ, କହିଲେ ...

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି ।

Earth Quake
ଦୁଇ ଦୁଇଟି ଝଟ୍‌କାରେ ଥରିଲା ଜାମ୍ମୁ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ...

ଆଜି ସକାଳେ ଜାମ୍ମୁ-କାଶ୍ନୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସକାଳେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ରିକ୍ଟର ସ୍କେଲ୍‌ରେ ୪.୯ ଏବଂ ୪.୮ ତୀବ୍ରତାର ଦୁଇଟି ଲଗାତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

Mpox
ଡରାଇଲାଣି ମଙ୍କିପକ୍ସ.. ସବୁ ବିମାନ ବନ୍ଦରକୁ ଆଲର୍ଟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି

ଘାତକ ସାଜିଥିବା ମଙ୍କିପକ୍ସ ପାଇଁ ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ କରାଯାଇଛି ।

  • Tuesday, 20 August 2024
  • Health
Polygraph Test
ଆଜି ହୋଇପାରେ ପଲିଗ୍ରାଫ୍ ଟେଷ୍ଟ!! ସିବିଆଇକୁ ଅନୁମତି ଦେଇଛନ୍ତି କୋଲକତା ହାଇକୋର୍ଟ

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ ।

Crime Against Women
କେଉଁଠି ବିଚ୍ ବଜାରରେ ଫାଶି ଦିଆଯାଏ । କେଉଁଠି କରିଦିଆଯାଏ ନପୁଂସକ !

କଣ କହୁଛି ଭାରତୀୟ ଆଇନ ବ୍ୟବସ୍ଥା ? ଭାରତୀୟ ନ୍ୟାୟ ସଂହିତାରେ ରହିଛି କେଉଁ ଦଣ୍ଡବିଧାନ ?

  • Monday, 19 August 2024
Crime Against Women
‘ହତ୍ୟାଠୁ ବି ଜଘନ୍ୟ ଅପରାଧ ହେଉଛି ଦୁଷ୍କର୍ମ, ପୀଡ଼ିତାଙ୍କ ଆତ୍ମାକୁ ମାରିଦିଏ ଦୁଷ୍କର୍ମ କାଣ୍ଡ’

କୋଲକାତା ଅଭୟା କାଣ୍ଡ ପରେ, ସବୁଠି ଚର୍ଚ୍ଚା ହେଉଛି ଯେ, ଭାରତରେ ନିର୍ମମ ଶାସ୍ତି ମିଳିଲେ ଅଟକିବ କି ଦୁଷ୍କର୍ମ ?

Kolkata Murder Case
ସାମ୍ନାକୁ ଆସିବ ସତ! ! ଅଭିଯୁକ୍ତର ହେବ ପଲିଗ୍ରାଫ୍ ଟେଷ୍ଟ, ହାଇକୋର୍ଟ ଦେଲେ ଅନୁମତି

ଆଜି ତୃତୀୟ ଦିନରେ RG କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ।

Kolkata Rape Murder Case
ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟା । ଫଳରେ ଶରୀରର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି ।

Bengal Minister
‘ମମତା ବାନାର୍ଜୀଙ୍କୁ ବିରୋଧ କଲେ ଆଙ୍ଗୁଠି ଭାଙ୍ଗି ଦେବୁ’

ଡାକ୍ତରମାନଙ୍କ ପ୍ରତିବାଦ, ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମମତା ସରକାରଙ୍କ ଉପରେ ଲଗାତାର ପ୍ରଶ୍ନ ଉଠୁଛି । ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମନ୍ତ୍ରୀ ଉଦୟାନ ଗୁହା ବଡ଼ ବୟାନ ଦେଇଛନ୍ତି । 

Mamata Banerjee
Special Story: ସାଧାରଣ ଜନତାଙ୍କ ଆନ୍ଦୋଳନ, ଡାକ୍ତରଙ୍କ ପ୍ରତିବାଦ; ମମତା ଆଣିବେ ‘ରାତିର ସାଥୀ’...

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା ଆଣିଛନ୍ତି ମମତା ଦିଦି । ଯାହାର ନାଁ ‘ରାତିର ସାଥୀ’ ରଖାଯାଇଛି । ଡେରିରେ ହେଉ ପଛେ ଏବେ ମମତା ଦିଦିଙ୍କ ଚେତା ପଶିଛି । 

Mamata Banerjee
ସରକାର ଭାଙ୍ଗିବା ଭୟ ! ମମତା ଆଣିବେ ‘ରାତିର ସାଥୀ’

ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି ।

Champai Soren
ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ବିଜେପିରେ ମିଶିବେ ଚମ୍ପାଇ ସୋରେନ୍ !

ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ବନିଥିଲେ ଜେଏମ୍ଏମ୍‌ରର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ।

Supreme Court
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ସୁପ୍ରିମକୋର୍ଟରେ ହେବ ଶୁଣାଣି

ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। 

Kolkata Rape-Murder
Special Story: କୋଲକାତା ଦୁଷ୍କର୍ମ ଘଟଣା; ଖୋଲୁଛି ନର ରାକ୍ଷସ ପାପର ପେଡ଼ି...

କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଏ କେବଳ ରାକ୍ଷସ ନୁହେଁ । ନର ରାକ୍ଷସ । ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ ।

Indian Coast Guard
କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ

କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ। ହୃଦଘାତରେ ଚେନ୍ନାଇରେ ଆଖି ବୁଜିଛନ୍ତି  ରାକେଶ ପାଲ୍। 

Kolkata
ବିଳମ୍ବିତ ନ୍ୟାୟ ନା ଦୁର୍ବଳ ଆଇନ ? ଦୁଷ୍କର୍ମୀଙ୍କ ମନରେ କାହିଁକି ଭୟ ସୃଷ୍ଟି କରିପାରୁନି ଦଣ୍ଡବିଧାନ

'ଝିଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲୁ । ହେଲେ ଭାଙ୍ଗି ଚୁରମାର ହୋଇଗଲା ସବୁ ସ୍ବପ୍ନ ।' ଗଣମାଧ୍ୟମ ଆଗରେ ଭୋ ଭୋ ହୋଇ କାନ୍ଦି ଉଠିଲେ କୋଲକାତା ପୀଡ଼ିତାଙ୍କ ବାପା ମାଆ ।