• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Auction

୪ କୋଟି ଟଙ୍କାରେ ନିଲାମ ହେଲା କୁମ୍ଭମେଳା ଚିଠି
Mahakumbh 2025: ୪.୩୨ କୋଟି ଟଙ୍କାରେ ନିଲାମ ହେଲା ଷ୍ଟିଭ ଜବ୍ସଙ୍କ ଚିଠି: କୁମ୍ଭ ମେଳା ଆସିବା ପାଇଁ ବନ୍ଧୁଙ୍କୁ ଲେଖିଥିଲେ ମନର କଥା

ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନର ପାଳର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ଦାଉଦ୍ ସମ୍ପତ୍ତି ନିଲାମ ନେଇ ଲଢୁଛନ୍ତି
Dawood Ibrahim Property: ଦାଉଦ୍ ଇବ୍ରାହିମ୍ ଗୁଣ୍ଡାଙ୍କ ସହ ଲଢୁଛନ୍ତି ଗାଁରୁ ଆସିଥିବା ହେମନ୍ତ, ଦୋକାନ ଦଖଲ ନେବାକୁ କରୁଛନ୍ତି ଲଢ଼େଇ

ଆଇନଗତ ଲଢେଇରେ ଜିତିବା ପରେ ବି ହେମନ୍ତଙ୍କ ସମସ୍ୟାର ଅନ୍ତ ଘଟିନାହିଁ । ଏହି ଦୋକାନକୁ ନିଜ ଦଖଲକୁ ନେବା ପାଇଁ ପୁଣି ତାଙ୍କୁ କସରତ କରିବାକୁ ପଡ଼ିବ । ଏହି ଦୋକାନଟି ଏବେ ଦାଉଦ୍ ଇବ୍ରାହିମର ଗୁଣ୍ଡାମାନଙ୍କ କବଜାରେ ରହିଛି । ନିଜ ନାଁକୁ ଆସିବା ପରେ ଏବେ ପୁଣି ଏହି ଗୁଣ୍ଡାମାନଙ୍କ ସହ ଲଢେଇ କରିବାକୁ ପଡ଼ିବ ।

Banana Sells For Rs 52 Crore In Art Auction
Banana Sells For Rs 52 Crore In Art Auction: ବିକ୍ରି ହେଲା ବିଶ୍ବର ସବୁଠୁ ଦାମୀ କଦଳୀ 'କମେଡିଆନ୍'; ଜାଣନ୍ତୁ କିଏ କିଣିଲେ...

କଦଳୀର ଦାମ୍‌ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା । 

Lemon Sold For ₹ 35,000 At Auction In Tamil Nadu Temple
ମହାଶିବରାତ୍ରୀରେ ନିଲାମ ହେଲା ଲେମ୍ୱୁ; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Auction
ରାଜଧାନୀରେ ନିର୍ମାଣସୌଧରେ ନିଲାମୀ ପାଲା

ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଏବଂ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ ଅଧିକ ଟଙ୍କା ଗଣିବା ପରେ ଥମିଥିଲା ସ୍ଥିତି ।

Auction
ନିର୍ମାଣସୌଧରେ ନିଲାମୀ ପାଲା, ୧୮ ଲକ୍ଷ ଟଙ୍କା ଗଣିବା ପରେ ସ୍ଥଗିତ ରହିଲା ନିଲାମ

୧୯୭୪ରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର। ବାରମ୍ବାର ବକେୟା ଟଙ୍କା ମାଗିବା ସତ୍ତ୍ୱେ ନ ଦେବାରୁ ୧୯୮୨ରେ ଭୁବନେଶ୍ୱର ସିଭିଲ୍ ଜଜ୍ ସିନିୟର ଡିଭିଜନ କୋର୍ଟରେ କେସ୍ କରିଥିଲେ ଠିକା ସଂସ୍ଥାର ତତ୍କାଳୀନ ମୁଖ୍ୟ ବୀରେନ୍ଦ୍ର କୁମାର ପାଠକ।

Harry Potter
୩୨ ଲକ୍ଷରେ ବିକିଦେଲେ ୧୧ ଟଙ୍କିଆ ବହି, ଜାଣନ୍ତୁ ରହସ୍ୟ..

୧୧ ଟଙ୍କାରେ କିଣା ହୋଇଥିବା ବହିଟି ୩୨ ଲକ୍ଷରେ ବିକ୍ରି ନେଇ ଆମେରିକାରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Elon Musk
ନିଲାମ ହେବ ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ

ନିଲାମ ହେଲା ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍‌ ଗ୍ୱେନ୍‌ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।

5G Internet Service
ସେପ୍ଟେମ୍ବର ସୁଦ୍ଧା 5G ସେବା; ଏଣେ ସ୍ପେକ୍ଟ୍ରମ୍‌ ପାଇଁ ଚାଲିଛି କଡ଼ା ଟକ୍କର

ଫାଇଭ-ଜି ସ୍ପ୍ରେମ୍ ପାଇଁ କଡା ଫାଇଟ୍ ! ରେସରେ ଅମ୍ବାନୀ, ଆଦାନୀ, ମିତଲ୍ ଆଉ ଭୋଡାଫୋନ-ଆଇଡିଆ! ୩ ଦିନ ହେଲା ଜାରି ରହିଛି ନିଲାମ ପ୍ରକ୍ରିୟା! ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମ୍‌ର ନିଲାମୀ ପ୍ରକ୍ରିୟା ଦଶମ ପର୍ଯ୍ୟାୟରେ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି ।