ଚୀନର AI ଚାଟ୍ ବଟ୍ Deepseekକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପ୍ର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା ।
ଏହି ବରଫ ଉପରେ କିଛି ପର୍ଯ୍ୟଟକ ଚାଲୁଥିବାବେଳେ ଏହା ହଠାତ୍ ଭାଙ୍ଗି ଯାଇଥିଲା । ଯାହାଫଳରେ ପର୍ଯ୍ୟଟକମାନେ ଏଥିରେ ଫସିଯାଇଥିଲେ ।
ବିଜେପି ବ୍ୟତୀତ ଅରୁଣାଚଳ ପ୍ରଦେଶରେ NPEP ୫ଟି ସିଟ୍, NCP ୩ଟି ସିଟ୍, PPA ୨ଟି ସିଟ୍, କଂଗ୍ରେସ ଗୋଟିଏ ଏବଂ ୩ଟି ଆସନରେ ସ୍ୱାଧିନ ବିଧାୟକ ବାଜି ମାତ କରିଛନ୍ତି ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।