ଭୀମରାଓଙ୍କ ଆଖି ନଥିବା ବେଳେ ଶୋଭାଙ୍କ ହାତ ନାହିଁ। ତେବେ ଶାରୀରିକ ଅକ୍ଷମତା ଉଭୟଙ୍କୁ ଅଲଗା କରିପାରି ନାହିଁ। ଉଭୟ ପରସ୍ପରର ସାହାଯ୍ୟରେ ଅତିବାହିତ କରି ସାରିଲେଣି ୪୦ ବର୍ଷ।
ବାରିପଦାରେ ପୁଣି ଲଜ୍ଜା। ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ ।
ଦେଖନ୍ତୁ ଏଇ ବାପା ମା’ ଛେଉଣ୍ଡ ନିରୀହ ଜାଆଁଳା ଶିଶୁଙ୍କୁ... ଭଲ କରି ମୁହଁ ଦେଖିବା ପୂର୍ବରୁ, ପର କରି ଆର ପାରିକୁ ଚାଲିଗଲେ ବାପା ମା’… କୁନି ଶିଶୁଙ୍କ ଅବସ୍ଥା ଦେଖି, କଷ୍ଟ ସହି ନପାରି ନିଜ ପାଖକୁ ନେଇ ଆସିଲେ ଅଜା ଆଇ... , ଯୋଉ ବୟସରେ ବାପା, ମାଙ୍କ କୋଳରେ ବସି ଅଳି ଅଝଟ କରି ହଇରାଣ କରିବା କଥା ସେହି ବୟସରେ ବୃଦ୍ଧ ଅଜା ଆଇଙ୍କ ହେପାଜତରେ ରହୁଛନ୍ତି ଏ ଦୁଇ ଭାଇ ଭଉଣୀ।
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ନିଜେ ଚାକିରି ଛାଡି ପୁଅକୁ ଦେଇଥିଲେ ଚାକିରି । ଭାବିଥିଲେ ବୁଢା ବୟସରେ ସେବା କରିବ...ଯତ୍ନ ନେବ । ହେଲେ ଏବେ ବୁଢା ବାପା-ମାଆଙ୍କୁ ଘରେ ଛାଡି ପଳେଇଗଲେ ତିନି ପୁଅ ବୋହୂ । କହୁଛନ୍ତି ସବୁଦିନ ବୁଢାବୁଢୀଙ୍କୁ ଘରେ ରଖିବ କିଏ ?
ଅତ୍ୟାଚାରର ସବୁ ସୀମା ଟପିଲା ପୁଅ । ଗଛ ମୂଳେ ବସିଛନ୍ତି ବାପା-ମାଆ। ଘରକୁ ପସିବା ମାତ୍ରେ ଦୂରରୁ ପନିକି ଫୋପାଡ଼ୁଛନ୍ତି ପୁଅ ବୋହୂ। ଶିଡ଼ି ଲଗାଇ ପାଚେରୀ ଡେଇଁ ଘରୁ ବାହାରୁଛନ୍ତି ବୃଦ୍ଧ ଦମ୍ପତି। ଅତ୍ୟାଚାରରେ ଅତିଷ୍ଠ ହୋଇ ଏବେ କାନ୍ଦୁଛନ୍ତି ବାପା-ମାଆ
କୋରାପୁଟ : ସାମାନ୍ୟ ବାଉଁଶ ଗଛ କାଟି ଦେବାରୁ ବାପାମାଙ୍କୁ ପିଟିଲା ଉତ୍ତ୍ୟକ୍ତ ପୁଅ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପାଇଁ ବୃଦ୍ଧା ପତ୍ନୀଙ୍କୁ ଟେକି ଟେକି ଆଣିଲେ ଜଣେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, କୁସୁମିଗୁଡା ଗାଁରେ ସୋନୁ ହଳ ତାଙ୍କ ପୁଅକୁ ନଜଣାଇ ବାରିପଟେ ଥିବା ଏକ ବାଉଁଶ ଗଛ କାଟି ଦେଇଥିଲେ। ଏହି କାରଣକୁ ନେଇ ବାପ ପୁଅଙ୍କ […]