• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଆସାମର ଏକ କୋଇଲା ଖଣିରେ ଅଚାନକ ଜଳସ୍ତର ୧୦୦ ଫୁଟ ବଢି ଯାଇଥିଲା। ଫଳରେ ୯ ଜଣ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବା ଜଣାପଡିଛି। ଭାରତୀୟ ନୌସେନାର ଡାଇଭର ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। 

assam coal mines