• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Rohit Sharma
ଟ୍ରାଫିକ ନିୟମ ଉଲଙ୍ଘନ କଲେ ରୋହିତ, ବସ୍‌ରେ ଯିବାକୁ କହିଲା ପୋଲିସ

କାର୍‌ର ବେଗ ଥିଲା ଘଣ୍ଟା ପ୍ରତି ୨୧୫ କିଲୋମିଟର । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ଗଡ଼ୁଥିଲା ଗାଡ଼ି । ଟିମ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା ଚଳାଉଥିଲେ ଗାଡ଼ି । ଏନେଇ ପ୍ରକାଶ ପାଇଛି ରିପୋର୍ଟ ।

Massive fire, furniture shop, Delhi's Kirti Nagar
ରାଜଧାନୀରେ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳୁଛି ଫର୍ଣ୍ଣିଚର ସୋ’ ରୁମ

ଅଗ୍ନିଶମ ଅଧିକାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିର୍ତ୍ତି ନଗରର ବ୍ଲକ ଟୁ ଅଞ୍ଚଳରେ ଥିବା ଏକ ବଡ଼ ଫର୍ଣ୍ଣିଚର ସୋ’ ରୁମରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି ।

Soumya Vishwanathan
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା; ୧୫ ବର୍ଷ ପରେ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

୨୦୦୮ରେ ହୋଇଥିବା ଏହି ହତ୍ୟାକାଣ୍ଡରେ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସାକେତ କୋର୍ଟ ।

Cabinet hikes dearness allowance
ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି; ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ପୂଜା ଭେଟି ଦେଇଛନ୍ତି । ଦୁର୍ଗାପୂଜା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ।

 This lady from Kerala who saved elderly lady from Hamas
‘କବାଟ ପିଟିଲେ, ଗୁଳି ବି ଚଳାଇଲେ’...ତଥାପି ଭୟଭୀତ ହେଲେନି, ବୃଦ୍ଧାଙ୍କୁ ବଞ୍ଚାଇଲେ ଏହି ଭାରତୀୟ ମହିଳା...

ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଏସବୁ ଭିତରେ ଭାରତୀୟ ମହିଳାଙ୍କ ସାହସିକତାକୁ ସମସ୍ତେ ସାଲ୍ୟୁଟ୍‌ କରିଛନ୍ତି ।

  • Wednesday, 18 October 2023
same-sex marriage
ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।

same-sex marriage
ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।

Trishakti
ସିକ୍କିମ ଫ୍ଲାସ ଫ୍ଲଡ ପରେ ଚାଲିଛି ରେସ୍କ୍ୟୁ ଅପରେସନ, ଦେଖନ୍ତୁ ଆଖି ବୁଜି ହେଲା ଭଳି ଭିଡିଓ...

ଭାରତୀୟ ସେନାର ତ୍ରିଶକ୍ତି କୋର ଦେଖାଉଛି ପରାକ୍ରମ । ବିଛିନ୍ନ ଅଞ୍ଚଳକୁ କରାଯାଉଛି ଯୋଗାଯୋଗ ।

TAMIL NADU
'ତାମିଲନାଡ଼ୁ ଶିବକାଶୀରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ'

ବାଣ ଗୋଦାମରେ ବିସ୍ଫୋରଣରେ ଘଟି ୧୧ ମୃତ । ମୃତକଙ୍କ ମଧ୍ୟରେ ୯ ମହିଳା ଥିବା ସୂଚନା । ତାମିଲନାଡ଼ୁର ଶିବକାଶୀର ବିରୁଧୁନଗରର କମ୍ମାପଟ୍ଟିଗାଁରେ ଥିବା ଦୁଇଟି ବାଣ ଗୋଦାମରେ ବିସ୍ଫୋରଣ ଘଟିଛି ।

AirAsia CEO
ସାର୍ଟଲେସ୍ ହୋଇ ମିଟିଂରେ ବସିଲେ, ମାଲିସ ବି କରାଇଲେ

ମିଟିଂରେ ବସିଛନ୍ତି, ପୁଣି ବିନା ସାର୍ଟରେ । ଆଉ ତା ଉପରେ ମାଲିସ ମଧ୍ୟ ନେଉଛନ୍ତି । କମ୍ପାନୀ ପରିଚାଳନା ବୈଠକରେ ବସିବା ବେଳେ ଏପରି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଏୟାର ଏସିଆ ସିଇଓ ।

National Film Award
National Film Award: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ଚଳଚ୍ଚିତ୍ର ମିମି ପାଇଁ କ୍ରୀତି, ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ପୁରସ୍କୃତ । ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ।

  • Tuesday, 17 October 2023
Gaganyaan
୨୦୩୫ ସୁଦ୍ଧା ଭାରତର ନିଜସ୍ୱ ସ୍ପେସ୍ ଷ୍ଟେସନ୍ ପାଇଁ ମୋଦିଙ୍କ ଆହ୍ୱାନ

ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।

  • Tuesday, 17 October 2023
  • ISRO
Congress MLA
ଗୋଡ଼ ତଳେ ପଡ଼ି ନେହୁରା ହେଲେ, ଗୋଇଠା ଖାଇଲେ

କଂଗ୍ରେସ ବିଧାୟକଙ୍କୁ ଅଭିଯୋଗ ଶୁଣାଇବାକୁ ଯାଇଥିଲେ ଚାଷୀ । ସହାୟତା ବଦଳରେ ଚାଷୀଙ୍କ ପଗଡ଼ିକୁ ଲାତ ମାରିଲେ କଂଗ୍ରେସ ବିଧାୟକ ।

Supreme Court reserved its judgement on Same-Sex Marriage
ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି ।

LGBT Community
LGBTଙ୍କୁ ବଡ଼ ଝଟକା; ସମଲିଙ୍ଗୀ ବିବାହକୁ ମିଳିଲାନି ସୁପ୍ରିମକୋର୍ଟଙ୍କ ସ୍ୱୀକୃତି

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ ।

Supreme Court
ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ..‘ବୈଷମ୍ୟ ବିରୋଧୀ ଆଇନ ଆସୁ’

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ କ’ଣ ରହିଛି ରାୟ..

Same Sex Marriage
ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସ୍ୱୀକୃତି ?

ସମଲିଙ୍ଗୀ ବିବାହକୁ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ ।

Supreme court
୨୬ ସପ୍ତାହ ପରେ ଆଉ ହୋଇପାରିବନି ଗର୍ଭପାତ: ସୁପ୍ରିମ କୋର୍ଟ

ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଜଣେ ମହିଳା ।ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଗର୍ଭପାତ ପାଇଁ ସେ ଅନୁମତି ମାଗିଥିଲେ ବୋଲି କୁହାଯାଇଛି ।

Urvashi Rautela
ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖୁଥିଲେ ଅଭିନେତ୍ରୀ ଉର୍ବଶୀ; ହଜିଗଲା ଗୋଲ୍ଡେନ୍‌ ଆଇଫୋନ୍‌

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯାଇଥିବା ସମୟରେ ଉର୍ବଶୀ ରଉତେଲାଙ୍କ ଗୋଲ୍ଡେନ୍‌ ଆଇଫୋନ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

America
ଭାରତର ଟେକ୍ନୋଲୋଜି ଉପରେ ନାସାର ନଜର, ଇସ୍ରୋ ମୁଖ୍ୟ କଲେ ଖୁଲାସା

ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।

Iphone
ଆଇଫୋନ୍ ମାୟାରେ ଭିକାରି, ସୋ’ ରୁମ୍‌ ଭିତରେ ବସ୍ତାଏ ଖୁଚୁରା ଢାଳିଦେଲେ ଆଉ କିଣିଲେ

ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।

Birthday Wishes
ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ନବୀନ ଦେଲେ ଧନ୍ୟବାଦ; ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା

୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସିଏମ୍‌‌ଓ ସୂଚନା ଦେଇଥିଲା ।

PhonePe, Google Pay, Paytm transactions fail for last 3 days
କାମ କରୁନି UPI ପେମେଣ୍ଟ ! ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ରେ ହେଉନି ଟ୍ରାଞ୍ଜାକ୍ସନ !

ଟଙ୍କା ପଠାଇବା ବେଳେ ବାରମ୍ବାର ଫେଲ୍ ହେବା ସହ ଟେକ୍ନିକାଲ୍‌ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ ଭାବେ ଫୋନ୍ ପେ’ରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି । 

Earthquake
ଦିଲ୍ଲୀ NCRରେ ପୁଣି ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୩.୧

ଆଜି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ର ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଦୂର ଓ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି।

Udhayanidhi Stalin
ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଲାଗିଲା ‘ଜୟ ଶ୍ରୀରାମ’ ନାରା, ରାଗିଲେ ଉଦୟାନିଧି ଷ୍ଟାଲିନ୍‌

ଉଦୟାନିଧି ‘X’ର ପୋଷ୍ଟ କରି ଲେଖିଛନ୍ତି କି ଭାରତ ନିଜର ଖେଳ ଭାବନା ଓ ଆତିଥ୍ୟ ପାଇଁ ପ୍ରସିଦ୍ଧ। ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର ନିମ୍ନ ସ୍ତରର ଏବଂ ଗ୍ରହଣୀୟ ନୁହେଁ ।