• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ramayana

footwear made from his skin
ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ... ରାମାୟଣ ପଢ଼ି ବଦଳିଗଲା ଜୀବନ...ମା’ଙ୍କୁ ଦେଲେ ନିଜ ଚର୍ମରେ ତିଆରି ଚପଲ

ରାମାୟଣ ପଢ଼ିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ରୈନକ ଗୁଜରଙ୍କ ଜୀବନ ବଦଳି ଯାଇଛି ।

ranbir kapoor Ramayana will be three parts first end on sita haran
‘ରାମାୟଣ’କୁ ନେଇ ଆସିଲା ବଡ ଅପ୍‌ଡେଟ୍; ହେବ ତିନି ଭାଗ, ଜାଣନ୍ତୁ କେଉଁଠି କ’ଣ ହେବ

ବର୍ତ୍ତମାନ ‘ରାମାୟଣ’କୁ ନେଇ ଆଉ ଏକ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଏଥିରେ ପ୍ରକାଶ ପାଇଛି ଯେ ରଣବୀର କପୁର ଏବଂ ୟଶଙ୍କ ଏହି ଫିଲ୍ମ ତିନି ଭାଗରେ ନିର୍ମିତ ହେବ। ଏହି ସବୁ ତିନି ଭାଗ କେଉଁଠି-କେବେ-କ’ଣ ହେବ ସେ ସମ୍ବନ୍ଧରେ ଏକ ବଡ ସୂଚନ ଆସିଛି।

Ayodhya Ram Mandir
Ayodhya Ram Mandir: ଅଯୋଧ୍ୟାରେ ସବୁ ହୋଟେଲ୍‌ ବୁକ୍‌; ନିମନ୍ତ୍ରଣ ପରେ ବି ଅଭିନେତା ସୁନୀଲ ଲହରୀଙ୍କୁ ମିଳୁନି ଘର

ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।

Ram is not just a word; It is a mantra, it is a pranayama
Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘‍ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ଏହା ମାନବକୁ କରିଦିଏ ମହାମାନବ।

5 bollywood movies based on Ramayana you should watch before 22 january
Ayodhya Ram Mandir: ରାମଙ୍କ କଥା ଜାଣିବା ପାଇଁ ଦେଖନ୍ତୁ ଏହି ୫ଟି ବଲିଉଡ୍ ଫିଲ୍ମ; ଗୋଟିଏରେ ହେଲେନ୍ ଥିଲେ ସୁର୍ପଣଖା

ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ 'ଆଦିପୁରୁଷ' ରାମାୟଣ ଉପରେ ଆଧାରିତ ଥିଲା। କିନ୍ତୁ ସମାଲୋଚକ କିମ୍ବା ଦର୍ଶକ ଏହାକୁ ପସନ୍ଦ କରି ନଥିଲେ। 'ଆଦିପୁରୁଷ' ବ୍ୟତୀତ, ବଲିଉଡ୍‌ରେ ଆହୁରି ୫ଟି ଭଲ ଚଳଚ୍ଚିତ୍ର ଅଛି, ଯାହାକୁ ଆପଣ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଦେଖିବା ଉଚିତ। ଆସନ୍ତୁ ସେସବୁ ଫିଲ୍ମଗୁଡିକ ବିଷୟରେ ଜାଣିନେବା।

Shri ram held lakshman ears and scolded in ayodhya
Ayodhya Ram Mandir: ଆଜି ବି ସେଇ ପ୍ରେମ, ସେଇ ସମ୍ମାନ; ‘ଲକ୍ଷ୍ମଣ’ଙ୍କ କାନ ମୋଡି ଚାପୁଡା ଦେଲେ ‘ଶ୍ରୀରାମ’

ବଡ ଭାଇ ପ୍ରତି ସମ୍ମାନ ଏବଂ ତ୍ୟାଗର ଭାବନା ଆମେ ରାମ ଏବଂ ଲକ୍ଷ୍ମଣ ଠାରେ ହିଁ ପାଇଥାଉ। 'ରାମାୟଣ'ରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କ ମଧ୍ୟରେ ଏଭଳି ପ୍ରେମ ଏବଂ ସମ୍ମାନ ଆଜି ବି ଦେଖିବାକୁ ମିଳେ।

sunil lahri got invitation ayodhya ram mandir inauguration ceremony
‘ଲକ୍ଷ୍ମଣ’ଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣ

ଆଉ କିଛି ଦିନ ପରେ ହେବ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ‘ରାମାୟଣ’ରେ 'ଲକ୍ଷ୍ମଣ' ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିର୍‌ଙ୍କୁ ଏହି ମହାନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଏହି ଭବ୍ୟ କାର୍ଯ୍ୟକ୍ରମ ପୂର୍ବରୁ ତାଙ୍କୁ ନିମନ୍ତ୍ରଣ ମିଳିଯାଇଛି।

Who was the elder sister of lord rama
Ayodhya Ram Mandir: ପ୍ରଭୁ ରାମଙ୍କର ଥିଲେ ଜଣେ ବଡ଼ ଭଉଣୀ; ଜାଣନ୍ତୁ, ରାମାୟଣରେ କାହିଁକି ନାହିଁ ବିଶେଷ ବର୍ଣ୍ଣନା

ସମସ୍ତେ ଜାଣିଥିବେ ଯେ ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ। ସେମାନେ ହେଲେ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଆପଣ ହୁଏତ ଜାଣି ନ ଥିବେ ଭଗବାନ ଶ୍ରୀରାମଙ୍କର ଜଣେ ବଡ ଭଉଣୀ ମଧ୍ୟ ଥିଲେ। ତେବେ ଆସନ୍ତୁ ସେପଟେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଏପଟେ ଶ୍ରୀରାମଙ୍କ ବଡ ଭଉଣୀଙ୍କ ବିଷୟରେ ଜାଣିନେବା।

know the lineage and descendants of lord shrirama
Ayodhya Ram Mandir: କେଉଁଠୁ ଆରମ୍ଭ ହେଲା ସୂର୍ଯ୍ୟବଂଶ; ଜାଣନ୍ତୁ ପ୍ରଭୁ ରାମଙ୍କ ପୂରା ବଂଶ

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ। କୁହାଯାଏ ପ୍ରଭୁ ରାମ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲେ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀରାମଙ୍କ ବଂଶ ଯଥା ବ୍ରହ୍ମାଜୀଙ୍କ ଠାରୁ ପ୍ରଭୁ ରାମଚନ୍ଦ୍ରଙ୍କ ପର୍ଯ୍ୟନ୍ତ।

Ramayana fame dipika chikhalia reacts on trol
ଏମିତି ଭିଡିଓ କରି ଟ୍ରୋଲ୍ ହେଉଛନ୍ତି ‘ରାମାୟଣ’ର ସୀତା

ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରି ଦୀପିକା ଚିଖ୍‌ଲିଆ ପ୍ରସିଦ୍ଧ ହୋଇଥିଲେ। ଲୋକେ ତାଙ୍କୁ ସବୁବେଳେ ମାତା ସୀତାଙ୍କ ଭଳି ଦେଖିବାକୁ ଚାହାନ୍ତି। ନିକଟରେ ଦୀପିକା ତାଙ୍କ ସୋସିଆଲ୍ ମିଡିଆ ପେଜ୍‌ରେ ଏଭଳି ଭିଡିଓ ଶେୟାର କରିଛନ୍ତି, ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

How ravana get amrit in his navel
ରାବଣର ନାଭିରେ ଥିଲା ଅମୃତ; କୋଉଠୁ ଆସିଲା, କିଏ ରଖିଲା…

ଲଙ୍କାପତି ରାବଣ ଅମର ଥିଲା। ତା’ର ଅମରତ୍ୱର କାରଣ ହେଉଛି ତା’ ନାଭିରେ ଥିଲା ଅମୃତ। ଏହି କାରଣରୁ ତାକୁ ହତ୍ୟା କରିବା ଅସମ୍ଭବ ଥିଲା। ତେବେ ରାବଣର ନାଭିରେ ଅମୃତ ଆସିଲା କେଉଁଠୁ? କିଏ ଏହାର ରହସ୍ୟ ଜାଣିଥିଲେ?

8 Year Odia Girl
କୁନି ହାତରେ ରାମାୟଣ ଲେଖା; ଆମାଜନ୍‌ରେ ହେବ ପବ୍ଲିସ୍‌

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।