ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୨୦୧୯ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତାର ସହ ୩୧ ରାଙ୍କ୍ ହାସଲ କରିଛନ୍ତି ସିମି କରନ ।
ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।
ପୁଳାପୁଳା ସମ୍ମାନ... ତାଳିରେ ଫାଟି ପଡ଼ୁଛି ସ୍କୁଲ... ଏ ସମ୍ବର୍ଦ୍ଧନାକୁ ଦେଖି ବାପ ମନ ଆଜି କୁଣ୍ଢେମୋଟ... ବାପା ସିନା ସିକ୍ୟୁରିଟି ଗାର୍ଡ... ହେଲେ ପୁଅ ବନିଗଲେ IAS ଅଫିସର ।
ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି ଭାଇରାଲ୍... ଜିତୁଛି ଲୋକଙ୍କ ହୃଦୟ ।
ଗାଁରେ ବୁଲି ବୁଲି କପଡ଼ା ବିକ୍ରି କରୁଥିଲେ ବାପା । ହେଲେ ପୁଅ ଭଲ ପାଠପଢ଼ି ହୋଇଗଲେ IAS । ଗରିବ ହେଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଆଜି ସେମାନଙ୍କୁ ନୂଆ ପରିଚୟ ଦେଇଛି ।
ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି।