• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Upsc Exam

Son of security guard
ବାପା ସିକ୍ୟୁରିଟି, ପୁଅ IAS

ପୁଳାପୁଳା ସମ୍ମାନ... ତାଳିରେ ଫାଟି ପଡ଼ୁଛି ସ୍କୁଲ... ଏ ସମ୍ବର୍ଦ୍ଧନାକୁ ଦେଖି ବାପ ମନ ଆଜି କୁଣ୍ଢେମୋଟ... ବାପା ସିନା ସିକ୍ୟୁରିଟି ଗାର୍ଡ... ହେଲେ ପୁଅ ବନିଗଲେ IAS ଅଫିସର ।

Food Delivery man prepares for UPSC Exam
ଟ୍ରାଫିକ୍ ଭିଡ଼ରେ UPSC ପାଇଁ ପାଠ ପଢ଼ିଲେ ଡେଲିଭରୀ ବୟ

ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍‌ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି ଭାଇରାଲ୍... ଜିତୁଛି ଲୋକଙ୍କ ହୃଦୟ ।

IAS officer
ବୁଲି ବୁଲି କପଡ଼ା ବିକୁଥିଲେ ବାପା; ପୁଅ ପାଇଲା IAS

ଗାଁରେ ବୁଲି ବୁଲି କପଡ଼ା ବିକ୍ରି କରୁଥିଲେ ବାପା । ହେଲେ ପୁଅ ଭଲ ପାଠପଢ଼ି ହୋଇଗଲେ IAS । ଗରିବ ହେଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଆଜି ସେମାନଙ୍କୁ ନୂଆ ପରିଚୟ ଦେଇଛି ।

UPSC rank holder from Odisha Sushree Subhangi
ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି।