• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Border Issue

\'Black Cat\' Commandos Deployed at Border for Enhanced Security
ସୀମାରେ ମୁତୟନ ଅଛନ୍ତି ବ୍ଲାକ୍ କ୍ୟାଟ୍ କମାଣ୍ଡୋ

ଭାରତୀୟ ଯବାନ୍ କଡା ପହରା ଦେଉଛନ୍ତି। ସୀମାରେ ମୁତୟନ ଅଛନ୍ତି ବ୍ଲାକ୍ କ୍ୟାଟ୍ କମାଣ୍ଡୋ।

Andhra Officer
Kotia: ଓଡ଼ିଶା ଗାଁକୁ ନେଇଯିବାକୁ ଆନ୍ଧ୍ରର ଉଦ୍ୟମ, କରୁଛନ୍ତି ଆଧାର ଅପଡେଟ୍

କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।

ଆମେ ଓଡ଼ିଶାର ନା ପଶ୍ଚିମବଙ୍ଗର
Plight Of Odia People: ସୀମାନ୍ତ ଓଡ଼ିଆଙ୍କ ଦୁର୍ଦ୍ଦଶା...ଶଙ୍ଖାମେଦୀ କାହାର ? ପଶ୍ଚିମବଙ୍ଗର ନା ଓଡିଶାର ?

ଏଇଠି ମାଡ଼ ଖାଇଛି ଓଡ଼ିଆ ଅସ୍ମିତା । ଏମାନେ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଛନ୍ତି । ଆଗରୁ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିଲେ । କିନ୍ତୁ ଘରର ଜମି ପଟ୍ଟା କହୁଛି, ଏମାନେ ପଶ୍ଚିମବଙ୍ଗର । ଦ୍ୱନ୍ଦ୍ୱରେ ଅଛନ୍ତି ଏମାନେ । ଏମାନେ କେଉଁ ରାଜ୍ୟର ଓଡ଼ିଶାର ନା ପଶ୍ଚିମବଙ୍ଗର ? ଏହି ବିବାଦରୁ ଏମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଏଇ ଗାଁ ଏବେ କାଗଜପତ୍ରରେ ପଶ୍ଚିମବଙ୍ଗରେ ।

ମିଆଁମାର ସୀମାରେ ତାରବାଡ଼
 Myanmar Border Fencing: ଭାରତର କଠୋର ନିଷ୍ପତ୍ତି, ସ୍ମଗଲିଂ ଓ ମାନବ ଚାଲାଣ ରୋକିବାକୁ ତିଆରି ହେବ ତାରବାଡ଼

ମଣିପୁର ହିଂସାକାଣ୍ଡ ଉପରେ ରୋକ୍ ଲଗାଇବାକୁ ହେଲେ ସୀମାରେ ତାରବାଡ଼ ନିର୍ମାଣ ହେବା ଦରକାର । କେନ୍ଦ୍ର ସରକାର ଏହା ଅନୁଭବ କରିଛନ୍ତି । ତେଣୁ ମିଆଁମାର ସୀମାରେ ୧୬୪୩ କିଲୋମିଟରର ତାରବାଡ଼ ୩୧୦୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ।

Centre to fence Myanmar border
ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଦୁଇ ଦେଶ ମଧ୍ୟରେ ବନ୍ଦ ହେବ ମୁକ୍ତ ଚଳାଚଳ

ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି।