• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ram Mandir
ଯାତ୍ରା ବେଳେ ବି ଖୋଲାଯିବନି ଶ୍ରୀରାମଙ୍କ ଆଖିରୁ ପଟ୍ଟି, ଜାଣନ୍ତୁ କାରଣ...

ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।

Airpod
ପୋଲିସ ଉପରେ ପାଇଲାନି ଭରସା... ସୋସିଆଲ ମିଡିଆ କଲା କମାଲ...

ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।

  • Sunday, 07 January 2024
  • Goa
Muslim Lady
ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା

ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ।

  • Sunday, 07 January 2024
javed akhtar said there is no point in creating ruckus on ayodhya ram mandir celebration
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏହାକୁ ନେଇ ହଙ୍ଗାମା କରିବା ଅର୍ଥହୀନ: ଜାଭେଦ ଅଖତର

ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Ram Mandir
କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...

୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।

Aditya L1
ହାଲୋ ଅର୍ବିଟ୍‌ରେ ପହଞ୍ଚିଲା ISROର ଆଦିତ୍ୟ L1, ମୋଦି କଲେ ପ୍ରଶଂସା

ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।

  • Saturday, 06 January 2024
  • ISRO
Ayodhya Ram Mandir
ଶ୍ରୀରାମ ପ୍ରେମ ! ଅଯୋଧ୍ୟାରୁ ଅଖଣ୍ଡ ରାମଜ୍ୟୋତି ଆଣିବେ ବାରାଣାସୀର ମୁସଲମାନ ମହିଳା

ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।

Road Accident
ସ୍ପିଡ୍‌ରେ ଗାଡ଼ି ଚଳାଇ ରିଲ୍ସ କରୁଥିଲେ, ମା’ ପୁଅଙ୍କୁ ଚଢ଼ାଇ ମାରିଦେଲେ..

ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍‌ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।

ADITYA L1
ଭାରତ ପାଇଁ ଐତିହାସିକ ଦିନ; ଗନ୍ତବ୍ୟସ୍ଥଳରେ ପହଞ୍ଚିବ 'ଆଦିତ୍ୟ-L1'

ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା L1 ନିକଟରେ ପହଞ୍ଚିବ ।

  • Saturday, 06 January 2024
  • ISRO
Ayodhya Ram Mandir
ଆସୁଛି ବହୁ ପ୍ରତିକ୍ଷୀତ ଦିନ, ଆସିବେ ରାମଲାଲା

ଆସୁଛି ସେଇ ବହୁ ପ୍ରତିକ୍ଷୀତ ଦିନ, ଯେତେବେଳେ ଅଯୋଧ୍ୟାକୁ ଆସିବେ ରାମଲାଲା। ଭବ୍ୟ ମନ୍ଦିରରେ ବିରାଜିବେ, କୋଟି କୋଟି ରାମଭକ୍ତଙ୍କୁ ଦର୍ଶନ ଦେବେ। ଆଉ ଏଥିପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ଦିବ୍ୟ, ପବିତ୍ର ମୁହୂର୍ତ୍ତ।

Ayodhya Ram Mandir
୧୬ରୁ ଆରମ୍ଭ ୨୨ ରେ ପ୍ରାଣ ପ୍ରତିଷ୍ଠା; ବ୍ରହ୍ମ ମୁହୂର୍ତ୍ତକୁ ଅନାଇ ବସିଛନ୍ତି କୋଟି କୋଟି ଭକ୍ତ

ଆସୁଛନ୍ତି ରାମଲାଲା। ଜାନୁଆରୀ ୨୨ ଆଣିବ ୫୦୦ ବର୍ଷର ସଂଘର୍ଷ, ତ୍ୟାଗ, ବଳିଦାନର ସେହି ସୁବର୍ଣ୍ଣ ମୁହୂର୍ତ୍ତ । ଯାହାକୁ ଅନେଇ ବସିଛି ସାରା ଦେଶ, ସାରା ଦୁନିଆର କୋଟି କୋଟି ରାମ ଭକ୍ତ । ମାତ୍ର ୮୪ ସେକେଣ୍ଡ..୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ।

China Product
କେନ୍ଦ୍ରର ବଡ଼ ନିଷ୍ପତ୍ତି ! ଏଣିକି ବଜାରରେ ମିଳିବନି ଚାଇନା ଇଲେକ୍ଟ୍ରି ଜିନିଷ...

ସରକାରଙ୍କ ଅନୁସାରେ ଉଚିତ୍‌ ଗୁଣବତ୍ତ ସମ୍ପନ୍ନ ଜିନିଷ ଉତ୍ପାଦନ କରିବାକୁ କମ୍ପାନୀ ମାନେ ବାଧ୍ୟ ।

  • Friday, 05 January 2024
Ayodhya Ram Mandir
ଏତିକି ସମୟ ମଧ୍ୟରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା..ଜାଣନ୍ତୁ..

ଏଥିପାଇଁ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଶୁଭ ସମୟ ସ୍ଥିର କରାଯାଇଛି ।

INS
ସମୁଦ୍ର ମଝିରୁ ଜାହାଜ ଅପହରଣ ! ୧୫ ଭାରତୀୟଙ୍କୁ ଉଦ୍ଧାର ପାଇଁ ଯାଇଛି ନୌସେନା

ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।

Indian Economy
ଜାତିସଂଘ ରିପୋର୍ଟ: ଏଥର ବି ଆଗରେ ରହିବ ଭାରତର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥନୀତି

ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଏବଂ ବହୁରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ୨୦୨୩ ରେ ଦୃଢ଼ ପୁଞ୍ଜି ବିନିଯୋଗ ପ୍ରଦର୍ଶନ କରିଥିଲା।

No Phone Agreement
ନୋ ଫୋନ୍‌ ଚୁକ୍ତି ! ମୋବାଇଲ ଧରିଲେ ମିଳିବନି ଖାଇବା, ବାହାରୁ ମଗାଇବା ବି ମନା...

ଗୁପ୍ତା ପରିବାର କରିଥିବା ଚୁକ୍ତିନାମା ଭାଇରାଲ ହେବା ପରେ ଜୋମାଟୋ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛି। ସଂସ୍ଥା କହିଛି ଯେ “ମୁଝେ କିୟୁଁ ତୋଡା?” ଏହା ବଲିଉଡ ଫିଲ୍ମ ୱେଲକମର ଏକ ଚର୍ଚ୍ଚିତ ଡାଏଲଗ। ଏବେ ସୋସିଆଲ ମିଡିଆରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି।

  • Friday, 05 January 2024
Blood Donation
ଏଣିକି ରକ୍ତ ବିକ୍ରି ମନା ! DCGIର କଡ଼ା ନିର୍ଦ୍ଦେଶ

DGCI ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ । କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ ହେବ ।

  • Friday, 05 January 2024
ED Raid
EDକୁ ବଡ଼ ସଫଳତା ! ନଗଦ ୫ କୋଟି ସହ ୫ କିଲୋ ସୁନା, ଏକାଧିକ ବନ୍ଧୁକ ଓ ୩୦୦ ଗୁଳି ଜବତ

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।

Gautam Adani
ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ସବୁଠୁ ବଡ଼ ଧନୀ

ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତି ୬୬୫ ନିୟୁତ ଡଲାର ବୃଦ୍ଧି ପାଇଛି ।

Delhi High Court
ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

ଗର୍ଭଧାରଣ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୭ ସପ୍ତାହ ଗର୍ଭ ଧାରଣ ପରେ ଗର୍ଭପାତ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ । ଏକ ସ୍ପର୍ଶକାତର ମାମଲାର ଶୁଣାଣି ବେଳେ ଏପରି ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

Enforcement Directorate
ରେଡ୍‌ ପାଇଁ ଯାଇଥିଲା ED; ଆକ୍ରମଣ କଲେ ୨ଶହ ଲୋକ, ଭାଙ୍ଗିଲେ ଗାଡ଼ି

୨୦୦ରୁ ଅଧିକ ସ୍ଥାନୀୟ ଲୋକ ଇଡି ଟିମ୍‌କୁ ଘେରିଯାଇଥିଲେ । ପରେ ଇଡିର କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ ।

Ram Mandir
ପ୍ରାଣ ପ୍ରତିଷ୍ଠା ପାଇଁ ପାଗ ଭିଡ଼ୁଛି ଅଯୋଧ୍ୟା, ପ୍ରକାଶ ପାଇଲା ପୂଜାର୍ଚ୍ଚନା ସୂଚୀ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପାଗ ଭିଡ଼ୁଛି ଅଯୋଧ୍ୟା । ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିଲେ ମଧ୍ୟ ୧୬ ତାରିଖରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ସାମ୍ନାକୁ ଆସିଲା ଜାନୁଆରୀ ୧୬ରୁ ୨୨ ଯାଏଁ ହେବାକୁ ଥିବା ସମସ୍ତ ପୂଜାର୍ଚ୍ଚନା ସୂଚୀ ।

Narendra Modi
ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସ

ଲାକ୍ଷାଦ୍ବୀପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳୁ ସମୁଦ୍ର କୂଳରେ ଭ୍ରମଣର ମଜା ନେଇଥିଲେ।

BCCI
OCAରେ ପୁଣି ବୟସ ଜାଲିଆତି ! ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।

Security guard
ଜଣାପଡ଼ୁନି କାରଣ, କାହିଁକି ବାପାଙ୍କ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲା ପୁଅ

ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।