• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rave Party

Elvish Yadav arrested
ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲା; ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ଗିରଫ କଲା ପୋଲିସ

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ। ନୋଏଡାର ସେକ୍ଟର-୨୦ ପୋଲିସ ୟୁଟ୍ୟୁବର୍ ଏଲଭିଶଙ୍କୁ ଗିରଫ କରିଛି।

Hyderabad Rave Party
ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ରେଭ୍‌ ପାର୍ଟି: ଅଭିନେତାଙ୍କ ଝିଅ, ବିଗ୍‌ ବସ୍‌ ବିଜେତାଙ୍କ ସମେତ ୧୪୨ ଅଟକ

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚାଲିଥିଲା ରେଭ୍‌ ପାର୍ଟି। ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ଧରାପଡ଼ିଲେ ଭିଆଇପିଙ୍କ ପିଲାଙ୍କ ସମେତ ଅନେକ ଅଭିନେତା ଓ ରାଜନେତା। ଗତକାଲି ହାଇଦ୍ରାବାଦ ପୋଲିସ୍‌ ବଞ୍ଜାରା ହିଲ୍ସ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍‌ରେ ରେଡ୍‌ କରି ୧୪୨ ଜଣଙ୍କୁ ହେପାଜତକୁ ନେଇଥିଲା।

Rave Parties Under Scanner
ରେଭ୍ ପାର୍ଟି ଉପରେ ନଜର ରହିବ କହିଲେ ପୋଲିସ କମିଶନର

ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଡ୍ରଗ୍ସ ବିରୋଧୀ ଅଭିଯାନ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଆଜି ବାଲିଅନ୍ତାରୁ ୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ ବି କରାଯାଇଛି।

rave party
ବଲିଉଡ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟି

ବିଳାଶପୂର୍ଣ୍ଣ ଜାହାଜରେ ଚାଲିଥିଲା ରେଭ୍‌ ପାର୍ଟି। ଥିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯନ। ଏବେ ସେ ଡ୍ରଗ୍ସର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ବଲିଉଡ଼ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟିକୁ ନେଇ ସ୍ପେଶାଲ ରିପୋର୍ଟ ‘ବଲିଉଡ ରେଭ୍ ପାର୍ଟି’।

Rave party
କ୍ରୁଜ୍‌ରେ ଚାଲିଥିଲା ଡ୍ରଗ୍ସ ପାର୍ଟି

ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍‌ କରିଛି। ଗତକାଲି ରାତିରେ ମୁମ୍ବାଇରେ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍‌ରେ ରେଭ୍ ପାର୍ଟି ଚାଲିଥିବା ଖବର ପାଇ ଏନ୍‌ସିବି ଅଚାନକ୍‌ ଚଢ଼ଉ କରିଥିଲା। ଏହି ସମୟରେ କ୍ରୁଜ୍‌ ଜାହାଜରୁ ବହୁ ପରିମାଣର ବ୍ୟାନ୍‌ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍‌ଡି ଇତ୍ୟାଦି ଜବତ ହୋଇଛି।