Advertisment

କାଲି ବାଜିବ ସାଧାରଣ ନିର୍ବାଚନ ବିଗୁଲ୍

୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କାଉଣ୍ଟଡାଉନ୍ ଆରମ୍ଭ। ଆସନ୍ତାକାଲି ଅପରାହ୍ନ ୩ଟାରେ ବିସ୍ତୃତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବେ ECI।

author-image
Santosh Kumar Sahoo

କାଲି ବାଜିବ ୨୦୨୪ ନିର୍ବାଚନ ବିଗୁଲ୍। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ? କେତେଟି ପର୍ଯ୍ୟାୟରେ ଏଥର ହେବ ମତଦାନ ?ଭୋଟ୍ ସରିବାର କେତେ ଦିନ ପରେ କାଉଣ୍ଟିଂ ? ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସବୁର ସ୍ପଷ୍ଟ ଉତ୍ତର ମିଳିଯିବ ଶନିବାର ଅପରାହ୍ନ ୩ଟାରେ। ତେବେ ଗତଥର ଭଳି ଏଥର ବି ସବୁ ଲୋକସଭା ଆସନ ସହ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଓ ସିକିମ୍ ଆସେମ୍ଲି ପାଇଁ ଏକାସାଙ୍ଗେ ଇଲେକ୍ସନ ହେବ ନା ଜାମ୍ମୁ ଓ କାଶ୍ମୀର ବି ମିଶିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।

Advertisment
Election Commission General Elections 2024 Lok Sabha Election
Advertisment
Advertisment