• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gyanbapi Mosque
ଜ୍ଞାନବାପୀରେ ପୂଜା ଆରମ୍ଭ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମସଜିଦ୍‌ କମିଟି

ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Murder
ଦଳିତଙ୍କୁ ପ୍ରେମ କରିବାରୁ ଗଲା ଜୀବନ...ଭାଇ କାଟିଲା ଭଉଣୀର ବେକ

ଦିନେ ରକ୍ଷା କରିବାକୁ ଦେଇଥିଲା ଶପଥ, ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ... ସେହି ହାତରେ ମାରିଦେଲା ଭାଇ । ରକ୍ଷାର କବଚ ସାଜିବା ଜାଗାରେ ପାଲଟିଲା ହତ୍ୟାକାରୀ ।

Fastag
ଫାସ୍‌ଟାଗ୍ KYC ଅପ୍‌ଡେଟ୍‌ ଅବଧି ବଢ଼ିଲା, ତୁରନ୍ତ ସାରିଦିଅନ୍ତୁ କାମ...

ଆପଣଙ୍କୁ ମାର୍ଚ୍ଚ ୧ରୁ ଡବଲ ଟୋଲ୍ ଦେୟ ଦେବାକୁ ପଡିବ । ତେବେ ଆପଣ ଉଭୟ ଅଫଲାଇନ୍ ଏବଂ ଅନ୍‌ଲାଇନ୍ ମାଧ୍ୟମରେ ଆପଣଙ୍କ KYC ଅପଡେଟ୍ କରିପାରିବେ ।

  • Thursday, 01 February 2024
  • Fastag
Whatsapp
Whatsapp Feature: ହ୍ୱାଟସଆପରେ ଆସିଲା ନୂଆ ଫୋଲ୍ଡର...ଏଇଠି ରହିବ ସିକ୍ରେଟ ଚାଟ୍

ହ୍ୱାଟସଆପରେ ଆସିଲା ନୂଆ ଫିଚର । ଏଥର ଚାଟକୁ କରିପାରିବେ ଲକ୍ । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ ।

Spy Camera
ବନ୍ଧା ହେଲେ ଡାକ୍ତରୀ ଛାତ୍ର; ମହିଳାଙ୍କ ବେଡରୁମ୍‌ରେ ଲଗାଇଥିଲେ ସ୍ପାଏ କ୍ୟାମେରା..

ମହିଳାଙ୍କ ବେଡରୁମ୍‌ରେ ସ୍ପାଏ କ୍ୟାମେରା ଲଗାଇଥିଲେ ଡାକ୍ତରୀ ଛାତ୍ର। ରେକର୍ଡ କରୁଥିଲେ ଅଶ୍ଲୀଳ ଭିଡିଓ। ଚେନ୍ନାଇରେ ସାମ୍ନାକୁ ଆସିଛି ଏଭଳି ଘଟଣା।

Budget 2024
ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ

୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ।

Budget 2024
ବଜେଟ୍‌ ୨୦୨୪; ୧୦ଟି କ୍ଷେତ୍ରରେ ଅଧିକ ଫୋକସ୍‌..ଜାଣନ୍ତୁ ବଜେଟ୍‌ର ଟିକିନିକି ଖବର..

ଆଜି ସଂସଦରେ ଆଗତ ହେଇଛି ବଜେଟ ୨୦୨୪। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Pucca House
ବଜେଟ ୨୦୨୪: ଗରିବଙ୍କ ପାଇଁ ବଡ଼ ଘୋଷଣା, ୫ବର୍ଷରେ ମିଳିବ ୨କୋଟି ପକ୍କାଘର

ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ।

Electricity
ବଜେଟ୍‌ ୨୦୨୪; ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି

ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଥିବା ଏବଂ ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଥିବା କହିଛନ୍ତି ନିର୍ମଳା ସୀତାରମଣ।

12 chief ministers in 23 years
ଝାଡ଼ଖଣ୍ଡରେ ୨୩ବର୍ଷରେ ୧୨ମୁଖ୍ୟମନ୍ତ୍ରୀ: ଜଣଙ୍କୁ ଛାଡି କେହି ବି ପୂରଣ କରିନାହାନ୍ତି ୫ବର୍ଷ କାର୍ଯ୍ୟକାଳ

୨୦୦୦ମସିହା ନଭେମ୍ୱର ୧୫ରେ ବିହାରରୁ ଅଲଗା ହୋଇଥିଲା ଝାଡଖଣ୍ଡ। ସେତେବେଳେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାବୁଲାଲ ମାରାଣ୍ଡି।

Union Budget Mobile App
ବଜେଟ୍ ୨୦୨୪: ଏହି ମୋବାଇଲ ଆପରେ ମିଳିବ ଟିକିନିକି ତଥ୍ୟ

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି।

Budget 2024 Who was India's first budget maker
Budget 2024: ଭାରତର ପ୍ରଥମ ଆର୍ଥିକ ବଜେଟ୍‌ର ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?

Arvind Kejriwal
କେଜ୍ରିୱାଲଙ୍କୁ ଗିରଫ କରିବ କି ଇଡି ? ଦିଲ୍ଲୀ ମଦ ଦୁର୍ନୀତିରେ ସମନ କରିଛି ଇଡି

ଏହି ହେଉଛି କେଜରିୱାଲଙ୍କୁ ପଞ୍ଚମ ସମନ। ଆଗରୁ ୪ ଥର ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଇଡିରେ ହାଜର ହୋଇ ନାହାନ୍ତି।

Budget 2024 Budget definition meaning and type
Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିନେବା

Budget
ଆଜି ବଜେଟ: ସବୁ ବର୍ଗଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ଼ ଘୋଷଣା

ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି।

Fastag
ଅପ୍‌ଡେଟ୍‌ କରିନାହାନ୍ତି କି ? ଫେବ୍ରୁଆରୀ ପହିଲାରୁ ଆଉ କାମ କରିବନି ଫାସ୍‌ଟ୍ୟାଗ୍..!

ଫାସ୍‌ଟାଗ୍‌ଗୁଡିକୁ ୩୧ ଜାନୁଆରୀ ୨୦୨୪ ପରେ ନିଷ୍କ୍ରିୟ ବା ବ୍ଲାକ୍‌ଲିଷ୍ଟ କରିଦିଆଯିବ ।

  • Wednesday, 31 January 2024
  • Fastag
IIMC
IIMCକୁ ମିଳିଲା ଡିମ୍‌ଡି ୟୁନିଭର୍ସିଟି ମାନ୍ୟତା

IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଢେଙ୍କାନାଳ ରହିଛି । IIMCରେ ଏଣିକି ଡିଗ୍ରୀ ଓ ପିଏଚ୍‌ଡି ପାଠ୍ୟକ୍ରମ ଉପଲବ୍ଧ ହେବ ।

Narendra Modi
ବଜେଟ୍ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ, ‘ଭାରତ ବିଶ୍ୱର ସବୁଠୁ କ୍ଷୀପ୍ର ବେଗରେ ବିକଶିତ ହେଉଥିବା ରାଷ୍ଟ୍ର’

ଅଭିଭାଷଣରେ ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ରର ବହୁ ଐତିହାସିକ ପଦକ୍ଷେପକୁ ପ୍ରଶଂସା ।

Chamapi Soren
ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍

ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର ।

hemant soren arrested
ସରିଲା ଲୁଚକାଳି ଖେଳ; ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ ।

  • Wednesday, 31 January 2024
Gyanvapi mosque
ଜ୍ଞାନବାପୀ ମାମଲା; ହିନ୍ଦୁପକ୍ଷଙ୍କୁ ମିଳିଲା ପୂଜାର୍ଚ୍ଚନା ଅନୁମତି, ହାଇକୋର୍ଟ ଯିବାକୁ ମୁସଲିମ୍ ପକ୍ଷଙ୍କ ସଜବାଜ

କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା ।

Bride Raped
ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାକୁ ଦୁଷ୍କର୍ମ; ବରଘର ଭାଙ୍ଗିଦେଲେ ବାହାଘର

ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍‌ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...

Paytm
PAYTM ଉପରେ RBIର ବଡ଼ କଟକଣା; ଫେବ୍ରୁଆରୀ ୨୯ ପରଠୁ ଟଙ୍କା ନେଣଦେଣ ବନ୍ଦ !

ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ନେଣଦେଣ ହୋଇପାରିବନି ବୋଲି ସ୍ପଷ୍ଟ କହିଛି RBI । ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ।

Make Up
ବୋହୂର ମେକ୍‌ଅପ ନେଇ ଯାଉଥିଲା ଶାଶୁ...ଜାଣିବା ପରେ ଛାଡ଼ପତ୍ର ମାଗିଲା ପତ୍ନୀ

ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ ।

Passengers Protest
VIDEO: ବିମାନ ବାତିଲ ପରେ ଯାତ୍ରୀଙ୍କ ହଙ୍ଗାମା; ଇଣ୍ଡିଗୋ ବିରୋଧରେ ଦେଲେ ସ୍ଲୋଗାନ

ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ବାତିଲ୍‌ କରାଯାଇଥିବା କୁହାଯାଇଛି । ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା ।