ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି ।
ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
ଗଜପତି ଜିଲ୍ଲା ରାମଗିରିରେ ନିର୍ମାଣ ଚାଲିଛି ଭଗବାନ ଶ୍ରୀ ରାମ ଓ ଦେବୀ ସୀତାଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ତାରିଖରେ ଏହି ମୂର୍ତ୍ତିର ମଧ୍ୟ ପ୍ରତିଷ୍ଠା ଉତ୍ସବ ହେବ । ଏଥିପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ ।
ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
ବହୁ ଚର୍ଚ୍ଚିତ କାମିୟା ଜାନି ଓ ଗୋମାଂସ ଭକ୍ଷଣ ପ୍ରଚାର ବିବାଦ ପ୍ରସଙ୍ଗରେ ମତ ରଖି ଗଜପତି କହିଛନ୍ତି, ଯଦି ଅଭିଯୋଗ ହୋଇଥାଏ ତା ହେଲେ ଏପରି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ କାହିଁକି ନିଆଯିବ।
ସରି ଆସୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତୀକ୍ଷା। ପାଖେଇ ଆସୁଛି ମହାଯଜ୍ଞରେ ପୂର୍ଣ୍ଣାହୂତି ମୂହୁର୍ତ୍ତ। ଆସନ୍ତାକାଲି ବୁଧବାର, ପୌଷ ଶୁକ୍ଳ ସପ୍ତମୀ ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।
୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା ।
ଯାତ୍ରା ପାଇଁ ପ୍ରସିଦ୍ଧି ପାଇଛି ଶୁଲିଆ ଅଞ୍ଚଳ । ହେଲେ ସଦର ମହକୁମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଶୁଲିଆ ଅଂଚଳରେ ବିକାଶ ଶୂନ୍ । ଖଇରଗୁରା ଗାଁ ସ୍କୁଲରେ କ୍ଲାସଘର ନଥିବାରୁ ପ୍ରଥମରୁ ପଞ୍ଚମ କ୍ଲାସ୍ ପିଲା ଗୋଟିଏ କ୍ଲାସରୁମ୍ ରେ ପାଠପଢୁଛନ୍ତି...
ଯାଜପୁରରେ ଆୟୋଜିତ ହୋଇଛି ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବାପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି...
ପରିସ୍ଥିତିରେ ପଡ଼ି ବାପା ନିଜ ସ୍ୱପ୍ନ ପୁରଣ କରିପାରିଲେ ନାହିଁ । ଏବେ ସୁନା ପୁଅ କିନ୍ତୁ ବାପାଙ୍କ ସ୍ୱପ୍ନ ପୁରଣ କରିବ ଆଉ ସୁନା ପଦକ ଜିତି ବାପାର ଛାତିକୁ କୁଣ୍ଢେମୋଟ୍ କରିବ । ପୁଅ ଭିତରେ ଏମିତି କିଛି ପ୍ରତିଭା ଦେଖିଛନ୍ତି ପଞ୍ଚମ ଶ୍ରେଣୀରେ ପଢୁଥିବା ଆକାଶର ବାପା ଭକ୍ତ ସାଗର । ଉପାନ୍ତ କୋରାପୁଟରୁ ଆସିଛି ଏମିତି ଏକ ଭଲ ଖବର....
ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ ।
ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।
ଯଦି କେହି ଆପଣଙ୍କୁ ୧.୫ କୋଟି ମୂଲ୍ୟର ଫ୍ଲାଟ୍କୁ ୧୦୫ ଟଙ୍କାରେ ବିକେ, ତେବେ ଆପଣ କ’ଣ କହିବେ? କିଏ ବା ଏହାକୁ କିଣିବାକୁ ଇଚ୍ଛା ନ କରିବ? ନା ରହିବ କୌଣସି ଋଣ ଭାର ନା ରହିବ EMI ର ଟେନସନ୍।
ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେଗରେ ଗଭୀର ଆଘାତ ଲାଗିଛି ।
ଶୀତ ରାତିରେ ଭଙ୍ଗା ଦୋକାନ ବାରଣ୍ଡାରେ ପଡ଼ିରହିଛନ୍ତି । କେଇଖଣ୍ଡ ଛିଣ୍ଡା କପଡ଼ାରେ ଗୁଡେଇ ହୋଇ ଥରୁଛନ୍ତି । ହାଡ଼ ଭଙ୍ଗା ଜାଡ଼ ରାତିରେ ଏମିତି ଜୀବନ ସହ ଯୁଝୁଛନ୍ତି...ଶୀତ ଦିନେ କିପରି ଏ ଥଣ୍ଡାରୁ ରକ୍ଷା ପାଇବେ କିଛି ବୁଝିପାରୁନାହାନ୍ତି । ଦିନେ ରାଜଗାଙ୍ଗପୁର ସହରରେ ରିକ୍ସା ଚଳାଉଥିଲେ...ଆଜି ବାସହରା....
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟକୁ ଆସୁନାହାନ୍ତି ବିଦେଶୀ ପକ୍ଷୀ । ଦିନଥିଲା କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଓ ପାଣିପାଗ ବିଦେଶୀ ପକ୍ଷୀମାନଙ୍କୁ ଆକୃଷ୍ଟ କରୁଥିଲା । ହେଲେ ପ୍ରାୟ ୩ ବର୍ଷ ହେବ ଏଠାକୁ ଆଉ ବିଦେଶୀ ପକ୍ଷୀମାନେ ଆଉ ଆସୁ ନାହାନ୍ତି । କୋରାପୁଟ ବନଖଣ୍ଡରେ ପକ୍ଷୀ ଗଣନାରୁ ମିଳିଛି ଏହି ତଥ୍ୟ ।
ଦିନେ ସୁରଟରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଆଜି ଜମିରେ ଫଳାଉଛନ୍ତି ସୁନାର ଫସଲ ।
ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା
ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ବି ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । ସିଏମ୍ଓ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଫେଲ୍ ମାରିଛି । ଆଉ ସେମାନଙ୍କ ପାଇଁ ସମସ୍ତ ସରକାରୀ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ।
ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ?