ଜଣେ ବ୍ରାଜିଲିଆନ ଧର୍ମଗୁରୁ ଅଥୋସ ସୋଲମ ଯିଏ କି ଲିଭିଂ ନୋଷ୍ଟ୍ରାଡମସ ଭାବେ ପରିଚିତ । ସେ ଜଣେ ପାରାସାଇକୋଲଜିଷ୍ଟ ମଧ୍ୟ । ସେ ୨୦୨୫ରେ ହେବାକୁ ଥିବା ସମ୍ଭାବ୍ୟ ଘଟଣାବଳୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କ ତାଲିକାରେ ‘ଜେନେଟିକ ଭାବେ ପରିବର୍ତ୍ତିତ ମଣିଷ’, ‘ନିୟନ୍ତ୍ରଣ ବାହାରେ ଏଆଇ’ ଏବଂ ‘ଏଅନଙ୍କ ସହ ଯୋଗାଯୋଗ’ ପରି କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଥିସହିତ ୨୦୨୫ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।
ଆଜକାଲି ଲିଭ-ଇନ ପରମ୍ପରା ବଢି ବଢି ଚାଲିଛି । ବିବାହ ପରେ ଆମେ ଜଣଙ୍କ ସହ ନିଜର ସୁଖ, ସୁବିଧା, ସମୟକୁ ସେୟାର କରିଥାଉ । ଲିଭ-ଇନରେ ଏସବୁ ସେୟାରିଂ ବିବାହ ପୂର୍ବରୁ ହୋଇଥାଏ । ତେବେ ବିବାହ ପୂର୍ବରୁ ଲିଭଇନରେ ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ ହେଉଛି କି ? ଲିଭ-ଇନ ସମ୍ପର୍କ ପରବର୍ତ୍ତୀ ସମୟର ଫାଟକୁ ଦୂରେଇ ପାରୁଛି କି ?
ଶୀତ ରାତିରେ ଭଙ୍ଗା ଦୋକାନ ବାରଣ୍ଡାରେ ପଡ଼ିରହିଛନ୍ତି । କେଇଖଣ୍ଡ ଛିଣ୍ଡା କପଡ଼ାରେ ଗୁଡେଇ ହୋଇ ଥରୁଛନ୍ତି । ହାଡ଼ ଭଙ୍ଗା ଜାଡ଼ ରାତିରେ ଏମିତି ଜୀବନ ସହ ଯୁଝୁଛନ୍ତି...ଶୀତ ଦିନେ କିପରି ଏ ଥଣ୍ଡାରୁ ରକ୍ଷା ପାଇବେ କିଛି ବୁଝିପାରୁନାହାନ୍ତି । ଦିନେ ରାଜଗାଙ୍ଗପୁର ସହରରେ ରିକ୍ସା ଚଳାଉଥିଲେ...ଆଜି ବାସହରା....
ମତେ ଛାଡ଼ି ସାଲିଆ ସାହିରେ ସ୍ତ୍ରୀ ଧରି ରହୁଥିଲେ... ରାତି ଅଧରେ ପହଞ୍ଚିଲି ଘର ସିଜ୍ କଲି... ନିଜ ସ୍ୱାମୀ ୪୨୦ ବୋଲି ଅଭିଯୋଗ ଆଣିଥିବା ମହିଳା ଜଣକ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ..