Advertisment

ମକର ସଂକ୍ରାନ୍ତିରେ ଅଘଟଣ; ଗୁଡ଼ି ସୂତା ଲାଗି ୨ ଆହତ

ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେଗରେ ଗଭୀର ଆଘାତ ଲାଗିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Makara Sankranti

Makara Sankranti

କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି । ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେକରେ ଗଭୀର ଆଘାତ ଲାଗିଛି । ଜଣେ ଯୁବକଙ୍କ ବେକରେ ମାଞ୍ଜା ସୂତା ଲାଗିଥିବାବେଳେ ଓ ଅନ୍ୟ ଜଣଙ୍କ ପାପୁଲି ରକ୍ତାକ୍ତ ହୋଇଛି । ୨ଜଣ ଯୁବକଙ୍କ ଘର ନିଆଳି ଅଞ୍ଚଳରେ । ସେମାନେ ବାଇକ ଯୋଗେ କଟକ ଆସୁଥିଲେ ।

Advertisment
2 Injured Makara Sankranti
Advertisment
Advertisment