• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gopalpur

gopalpur
Gopalpur Gangrape case:ଗଣଦୁଷ୍କର୍ମର ଭିଡିଓ ବନାଇଥିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ

ସିସିଟିଭି ଓ ମୋବାଇଲରୁ ମିଳିଛି ବଳିଷ୍ଠ ପ୍ରମାଣ। କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଜିଜି ବିନୟତୋଷ ମିଶ୍ର। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଯଥେଷ୍ଟ ପ୍ରମାଣ ରହିଛି।

TI ପରେଡରେ ଚିହ୍ନିଲେ ପୀଡ଼ିତା
Gopalpur Horror: ଗୋପାଳପୁର ଲଜ୍ଜା:ସାମ୍ନାକୁ ଆସିଲା ୧୭ ବର୍ଷ ତଳର ସମାନ ଘଟଣା, ବାନ୍ଧବୀ ସାମ୍ନାରେ ପୁରୁଷ ବନ୍ଧୁଙ୍କୁ କରିଥିଲେ ହତ୍ୟା

ସେହି ଗୋପାଳପୁର...ସେହି ବେଳାଭୂମି...ସେହି ନିର୍ଜନ ଇଲାକା...। ଗତ ୧୫ ତାରିଖ ସଞ୍ଜରେ ଯେଉଁ ସୈତାନୀ କାଣ୍ଡ ଘଟିଲା, ଠିକ୍ ସେହି ସ୍ଥାନରେ ୧୭ ବର୍ଷ ତଳେ ସଂଘଟିତ ହୋଇଥିଲା ଲୋମଟାଙ୍କୁରା ଅପରାଧ ।

Odisha Shocker
Odisha Shocker: ଗୋପାଳପୁର ଲଜ୍ଜାର କ୍ରାଇମବ୍ରାଞ୍ଚ ଖୋଳତାଡ଼,ଏଣେ ଆଉ ଜଣଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଗୋପାଳପୁର ଲଜ୍ଜାକୁ ନେଇ ସାରା ରାଜ୍ୟରେ ହଇଚଇ । ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ IG । ଏହାରି ଭିତରେ ସଂଘଟିତ ଆଉ ଏକ ବୀଭତ୍ସ ଅପରାଧକୁ ନେଇ ହଲଚଲ୍ କେନ୍ଦୁଝର ଜିଲ୍ଲା । ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଆଉ ତା’ପରେ ଗଛରେ ଟାଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । 

Gopalpur Gang Rape Case
ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୧୦ ଜଣ ଗିରଫ

ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ।

Gopalpur Gang Rape Case
Gopalpur Gang Rape Case: ଗୋପାଳପୁର ଲଜ୍ଜାକୁ ନେଇ ହଇଚଇ; ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତେଜିଲା ରାଜନୀତି...

ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ।

gopalpur
Gangrape: ଗୋପାଳପୁରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ

କିଛି ଯୁବକ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୋପାଳପୁର ଥାନାରେ ଯୁବତୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ଜଣା ପଡିଛି।

counter drone
India Develops New Air Defense: ଓଡ଼ିଶାରେ ବିକଶିତ ହେଲା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, 'ଭାର୍ଗବାସ୍ତ୍ର', ଶକ୍ତିଶାଳୀ ହେବ ଏୟାର ଡିଫେନ୍ସ

ଆହୁରି ଶକ୍ତିଶାଳୀ ହେବ ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମର ଉଦାହରଣ ସମଗ୍ର ବିଶ୍ବ ଦେଖିଥିଲା। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଥିଲେ S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ। ଏହା ସହିତ ଏବେ ଯୋଡି ହୋଇଯିବ ଆଉ ଏକ ଅସ୍ତ୍ର। ଏହାର ନାମ ହେଉଛି ଭାର୍ଗବାସ୍ତ୍ର ।

Army Chief In Odisha
ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ଆର୍ମି ଚିଫ୍ INS ଚିଲିକା ଗସ୍ତ କରିଥିଲେ। ସେଠାରେ ଅଗ୍ନିବୀରଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଜେନେରାଲ ମନୋଜ ପାଣ୍ଡେ।

Cyclone Jawad- Depression About 850km South-Southeast Of Gopalpur, 920km Of Paradip
କାଲି ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା

Gopalpur MLA Pradeep Panigrahi Appears For ED Questioning
ମୁଁ ଓଡିଆ ପୁଅ , ଶେଷ ଯାଏଁ ଲଢିବି

ଦୀର୍ଘ ୯ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। EDରୁ ଫେରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି ।

Identities Of 2 Bodies Found Near Gopalpur Beach Ascertained
ବେଳାଭୂମୀରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମିଳିଲା ପରିଚୟ

ବେଳାଭୂମୀରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମିଳିଲା ପରିଚୟ। ବ୍ରହ୍ମପୁରରେ ସେମାନଙ୍କ ଘର, ୧୨ ତାରିଖରୁ ଉଭୟ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା

Couple Found Dead
ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ

ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ।