ଯାତ୍ରା ପାଇଁ ପ୍ରସିଦ୍ଧି ପାଇଛି ଶୁଲିଆ ଅଞ୍ଚଳ । ହେଲେ ସଦର ମହକୁମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଶୁଲିଆ ଅଂଚଳରେ ବିକାଶ ଶୂନ୍ । ଖଇରଗୁରା ଗାଁ ସ୍କୁଲରେ କ୍ଲାସଘର ନଥିବାରୁ ପ୍ରଥମରୁ ପଞ୍ଚମ କ୍ଲାସ୍ ପିଲା ଗୋଟିଏ କ୍ଲାସରୁମ୍ ରେ ପାଠପଢୁଛନ୍ତି...
ପୁଣି ବଳି ପଡିବେ ହଜାର ହଜାର ନୀରିହ ପଶୁ ପକ୍ଷୀ। ହେଲେ ଏଥର ଆଦିବାସୀ ଖୁସ୍। କାରଣ ପରମ୍ପରାକୁ ନେଇ ଧର୍ମକୁ ଆଖିଠାର ଭଳି ଲାଗିବନି କଟକଣା।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଆଜି ସକାଳୁ ସକାଳୁ ଯାତ୍ରା ଆରମ୍ଭ ହୋଇଗଲାଣି।