• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Boy

Delhi Boy
ରାଜଧାନୀ ରାଜରାସ୍ତାରେ...ପିଲାଟିଏ ଲେଖି ଚାଲିଛି ସଂଘର୍ଷର କାହାଣୀ, ଦେଖନ୍ତୁ ଭିଡ଼ିଓ...

ଦିଲ୍ଲୀର ଫୁଟପାଥରେ ପଢ଼ନ୍ତି ପାଠ । ଏଥି ସହ ଘର ସମ୍ଭାଳିବା ପାଇଁ କାମ ମଧ୍ୟ କରନ୍ତି । ବୟସ ବହୁତ କମ । କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ତାଙ୍କୁ ଜୀବନ ସଂଘର୍ଷରୁ ହଟାଇ ପାରିନି ।

Karate
ବାପାଙ୍କ ଅଧୁରା ସ୍ୱପ୍ନ ପୁରଣ କରିବେ ସୁନା ପୁଅ ଆକାଶ

ପରିସ୍ଥିତିରେ ପଡ଼ି ବାପା ନିଜ ସ୍ୱପ୍ନ ପୁରଣ କରିପାରିଲେ ନାହିଁ । ଏବେ ସୁନା ପୁଅ କିନ୍ତୁ ବାପାଙ୍କ ସ୍ୱପ୍ନ ପୁରଣ କରିବ ଆଉ ସୁନା ପଦକ ଜିତି ବାପାର ଛାତିକୁ କୁଣ୍ଢେମୋଟ୍ କରିବ । ପୁଅ ଭିତରେ ଏମିତି କିଛି ପ୍ରତିଭା ଦେଖିଛନ୍ତି ପଞ୍ଚମ ଶ୍ରେଣୀରେ ପଢୁଥିବା ଆକାଶର ବାପା ଭକ୍ତ ସାଗର । ଉପାନ୍ତ କୋରାପୁଟରୁ ଆସିଛି ଏମିତି ଏକ ଭଲ ଖବର....

9 Year Old Boy Kidnapped In Bargarh For Ransom Rescued
‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।