• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Higher Education

Boy in Mohana seeks financial assistance to pursue higher education
ଟଙ୍କା ନାହିଁ ବୋଲି ପାଠ ପଢ଼ାରେ ଡୋରି ଲାଗିଲା, ଏବେ ଖଟିଲେ ଖାଇବେ

ଅଭାବ ଆଗରେ ହାର୍ ମାନିଛି ଭିକ୍ଟର । ଟଙ୍କା ନାହିଁ ବୋଲି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ । ହେଲେ ମନ ମରିନାହିଁ । ପେଟ ପାଇଁ ଗାଁରେ ମୂଲିଆ ହୋଇ ଖଟୁଛନ୍ତି ସିନା ପାଠ ପଢ଼ି ଭଲ ମଣିଷଟେ ହେବାକୁ ଲକ୍ଷ୍ୟ ନେଇ ସମୟକୁ ଅପେକ୍ଷା କରିଛନ୍ତି....

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା..ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ..ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା...ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ...ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

ସରକାର ସାହାଯ୍ୟ କଲେ ଏମସିଏ ପଢିବେ ପାତ୍ର
କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ବାପା ଚାଲିଗଲେ, ମାଆ କଷ୍ଟେମଷ୍ଟେ ବିସିଏ ପଢାଇଲେ । ଏବେ କିନ୍ତୁ ଏମସିଏ ପଢାଇବାକୁ ଅଣ୍ଟାରେ ଆଉ ଦମ୍‌ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରୁଛନ୍ତି

Meritorious student
ମାଟ୍ରିକ୍ ରେ ରଖିଛନ୍ତି ୫୧୯ନମ୍ବର, ଆଉ ପଢିବାକୁ ପଇସା ନାହିଁ

ସରକାରଙ୍କୁ ନେହୁରା ହେଉଛନ୍ତି ମେଧାବୀ ଛାତ୍ରୀ ପ୍ରିୟଙ୍କା । ମାଟ୍ରିକ୍ ପରୀକ୍ଷାରେ ରଖିଛନ୍ତି ୫୧୯ନମ୍ବର । ଭଲ କଲେଜରେ ପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଆଉ ପଢିବାକୁ ପଇସା ନାହିଁ ।

Odisha Universities, Higher Education in shambles
ବିନା ମୁରବୀରେ କେମିତି ଚାଲୁଛି ୟୁନିଭରସିଟି ?

ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି।