Koraput
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟକୁ ଆସୁନାହାନ୍ତି ବିଦେଶୀ ପକ୍ଷୀ । ଦିନଥିଲା କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଓ ପାଣିପାଗ ବିଦେଶୀ ପକ୍ଷୀମାନଙ୍କୁ ଆକୃଷ୍ଟ କରୁଥିଲା । ହେଲେ ପ୍ରାୟ ୩ ବର୍ଷ ହେବ ଏଠାକୁ ଆଉ ବିଦେଶୀ ପକ୍ଷୀମାନେ ଆଉ ଆସୁ ନାହାନ୍ତି । କୋରାପୁଟ ବନଖଣ୍ଡରେ ପକ୍ଷୀ ଗଣନାରୁ ମିଳିଛି ଏହି ତଥ୍ୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)