୭ ମାସର ପୁଅକୁ ବଞ୍ଚାଇବାକୁ ଦରକାର ୧୫ ଲକ୍ଷ ଟଙ୍କା। ଆଭାସ୍ର ଅପରେସନ୍ ନହେଲେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଡାକ୍ତର। ପୂର୍ବରୁ ଦୁଇ ପୁଅଙ୍କୁ ହରାଇଥିବା ସଞ୍ଜୀବଙ୍କ ପାଖରେ ଏଇ ପୁଅର ଚିକିତ୍ସା ପାଇଁ ଟଙ୍କା ବି ନାହିଁ। କୁନି ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଏମିତି ପ୍ରାର୍ଥନା କରୁଛି ମାଆ…
ନବୀନ-ପାଣ୍ଡିଆନ୍ ତ ଖାଲି ଖେଳୁଛନ୍ତି। ଏ ମୋଦିକୁ ଦେଖି ନବୀନ ସବୁ ଏମିତି କରୁଛନ୍ତି…ୟାଙ୍କର ସବୁ ନାଲିନାଲି....ବାଃ ବାଃରେ ଅଫିସର। ଆଲୋ ସୁର ଭାଇ କଣ ଏମିତି କହିଲେଣି?
ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି ।
ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।
ଏ କେମିତିକା ଶାଶୂଘର ? ମାଆକୁ ରାସ୍ତାରେ ବାଡ଼େଇ ଦୁଇ ପିଲାଙ୍କୁ ମାଆ କୋଳରୁ ନେଇ ଆସିଲେ। ପୁଅ ଚାଲିଯିବା ପରେ ସବୁ ସମ୍ପର୍କ ତୁଟାଇ ଅନ୍ୟତ୍ର ବାହା ହୋଇଥିଲେ ରୀନା। ହେଲେ ଏବେ ମାଆ କୋଳରୁ ଦୁଇ ଛୁଆଙ୍କୁ ନେଇ ଆସିଲେ ଶାଶୂଘର ଲୋକ…
ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।
ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ।
ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା।
ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି।
କାହା ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ? ଉଠିଲା ପ୍ରଶ୍ନ
ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି
ନିଖୋଜ ହୋଇଗଲା ପ୍ରିୟ ବିଲେଇ । ଭାଙ୍ଗି ପଡ଼ିଗଲେ ପରିବାର ଲୋକ । ଶେଷରେ ତା’ର ଆତ୍ମାର ସଦଗତି ପାଇଁ ନାମଯଜ୍ଞର ଆୟୋଜନ କରିଛନ୍ତି ।
ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ।
ଭଜନ ସନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କରୁଛନ୍ତି, ନିଜର ଓ ଅନ୍ୟର ସାହାରା ସାଜିଛନ୍ତି ।
ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଯଦି କିଛି ଲକ୍ଷଣ ଦେଖାଗଲା, ତତ୍କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି।
କୁକୁର ଉପରେ ଛିଡ଼ା ହୋଇ ଚିପ୍ସ ପ୍ୟାକେଟ୍ ଚୋରି କରୁଛି ମାଙ୍କଡ, ଦେଖନ୍ତୁ ଏହି ଭିଡିଓ...
ବଲାଙ୍ଗିର ଆର୍ଟିଓ ଅଫିସ ଛକରେ ହୋଇଥିବା ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ କଲେ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତି ।
ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
ଗୋ-ସେବକଙ୍କ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।
କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଇଏ ଭାରି ସାଂଘାତିକ କଥା । ରାସାୟନିକ ପଦାର୍ଥରେ କରାଯାଉଛି ବ୍ଲାଷ୍ଟିଂ । ଏମିତି ମରିଯାଉଛନ୍ତି ମାଛ । ମହାନଦୀରେ ବେଧଡକ ଚାଲିଛି ବ୍ଲାଷ୍ଟିଂ ।
ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ । ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି ।
କୁନି ଝିଅ ଦିବ୍ୟାଂଶୀକୁ ବୟସ ମାତ୍ର ୨ ବର୍ଷ ୯ମାସ। ସ୍ପଷ୍ଟ ଭାବରେ କଥା କହି ପାରୁନଥିଲେ ମଧ୍ୟ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏତେ କମ ବୟସରେ ଦିବ୍ୟାଂଶୀକୁ ଅନର୍ଗଳ ଇଂରାଜୀ କହିବା ସହ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀର ନାମକୁ ନିର୍ଭୁଲ ଭାବରେ କହୁଛନ୍ତି।
ଲୋନରେ ଦୁଇ ଚକିଆ କିଣିଥିଲି। ସବୁକିସ୍ତି ସୁଝିଛି ହେଲେ, ଏବେ ଚାଲିଚାଲି ଯାଉଛି। ଆଉ ମୁଁ ନିରୁପାୟ। ଗାଡ଼ି ଚୋରି କରି ନେଇ ଝାଟିଆ ବସ୍ତିଆ ୟା ପାର୍ଟସ୍ ତା ଥିରେ ତା ପାର୍ଟସ୍ ୟା ଥିରେ ଲଗେଇକି ନମ୍ବର ପ୍ଲେଟ୍ ବଦଳେଇ ବିକିଦେଉଛି।
ଭାରତୀୟ ଜନତା ପାର୍ଟି ବିୟୁଟିଫିକେସନ୍ ବା ବିକାଶ ବିରୋଧରେ ନାହଁ। ବିଜେପିର ମୂଳ ମନ୍ତ୍ର ହେଉଛି ନେସନ ଫାଷ୍ଟ, ପାର୍ଟି ସେକେଣ୍ଡ୍ ଏବଂ ସେଲଫ୍ ଲାଷ୍ଟ....