କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୭ମୀ ଦିବା ୧୦.୫୧ ଗତେ ୮ମୀ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ।
ଶୁଭସମୟ
ପ୍ରାତଃ- ୦୬.୦୬ ରୁ ୦୭.୩୯
Also Read
ରାତ୍ରି- ୦୨.୪୯ ରୁ ୦୩.୩୮
ଅଶୁଭସମୟ
ରାହୁକାଳ- ଦିବା ୦୧.୨୬ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୧
ବାରବେଳା- ଦିବା ୦୪.୨୧ ରୁ ୦୫.୪୯
କାଳରାତ୍ରି- ରାତ୍ରି ୧୧.୫୭ ରୁ ୦୧.୨୯