ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ କମାଇବାକୁ ଦାବି କରିଛନ୍ତି।
ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।
ଜମି ବିବାଦରୁ ଦୁଇ ପୁଅଙ୍କୁ ସମାନ ଢଙ୍ଗରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ବାପା...
ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...
ସକାଳ ହେଲେ କୁନି କୁନି ପିଲା ଭବିଷ୍ୟତ ଗଢ଼ିବାକୁ ଏଠାକୁ ଆସୁଛନ୍ତି। ହେଲେ ଏ ଅଙ୍ଗନୱାଡ଼ି କେନ୍ଦ୍ର ସୁରକ୍ଷିତ ନୁହେଁ। ନିଇତି ଏହାର ଆଖପାଖରେ ଘଟୁଛି ବଡ଼ ବଡ଼ ଦୁର୍ଘଟଣା। ଯେହାକୁ ନେଇ ଭୟଭିତ ପିଲା, ଚିନ୍ତାରେ ଅଭିଭାବକ...
ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ ।
ମେଡିକାଲ କୋଠାକୁ ସୁନ୍ଦର କରି ଦେଲେ ହେବ ନାହିଁ। ଡାକ୍ତରଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବା ଦରକାର। ଯଦି ଏତକ ନ ମିଳେ ସେ ମେଡିକାଲରେ ଗଣା ହେବ କେମିତି? ପାରଳାଖେମୁଣ୍ଡି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି
ସ୍କୁଲ ଘରଟିଏ ନଥିବାରୁ ଗଛ ପାଲଟିଛି ପିଲାଙ୍କ ସାହା ଭରସା। ଖରା, ବର୍ଷା ହେଉ କି ଶୀତ ସବୁବେଳେ ଗଛ ମୂଳେ ଚାଲିଥାଏ ପାଠପଢା
ଏମାନଙ୍କୁ ସାହା ହୁଅ ସରକାର। ଦୁଇ ପିଲାଙ୍କୁ ନେଇ ଅଭାବ ଅନାଟନରେ ଦିନ କାଟୁଛନ୍ତି ଏ ବୃଦ୍ଧ ଦମ୍ପତି...
ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପାଳି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି।
ସରକାରୀ ଆବାସ ଟଙ୍କା ପାଇଁ ଅଫିସ୍ ଦୌଡ଼ି ଦୌଡ଼ି ସ୍ୱାମୀ ଚାଲିଗଲେ ସିନା କିନ୍ତୁ ଟଙ୍କା ପାଇଲେନି। ବାରମ୍ବାର ଗୁହାରି କଲାପରେ ବି ଶୁଣୁନି ପ୍ରଶାସନ। ସାହାଯ୍ୟ ପାଇଁ ପାଖରେ ବି କେହି ନାହିଁ, ତେବେ ବାକି ଟଙ୍କା ଖାଇଲା କିଏ? ବିଡ଼ିଓ କହୁଛନ୍ତି...
ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ
ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ
କେମିତି ହୋଇଥିଲା ବଲାଙ୍ଗିର ଆର୍ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।
ରାଜ୍ୟର ବିଭିନ୍ନ DHH, PHC ଓ CHCରେ ଡାକ୍ତର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।
କିଛିଦିନ ପୂର୍ବେ ଅନୁଭବ ପ୍ରଥମ ଭିଡିଓରେ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଗତକାଲି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି।
ହାଇ ଭୋଲଟେଜ୍ ତାରରେ ବସିବା ସତ୍ତ୍ୱେ ପକ୍ଷୀଙ୍କୁ କାହିଁକି ଲାଗେନାହିଁ ବିଦ୍ୟୁତ୍ ଆଘାତ ଜାଣନ୍ତି କି ?
ଓଡ଼ିଆ ନେତା ଓଡ଼ିଆ ଲେଖି ପାରୁନାହାନ୍ତି, ତଥାପି ଲୋକେ ତାଙ୍କୁ ଆପଣାଉଛନ୍ତି। ପ୍ରତାପ ଦେବ ମତେ ଡକାୟତ କୁହନ୍ତୁ କି ଚୋର..ମୁଁ ତାଙ୍କୁ କ୍ଷମା କରିଦେଉଛି। ମୁଁ ୨୪ ଘଂଟା ଟିଭିରେ ରହୁଛି ଯଦି ପିନାକୀ ବାବୁ ୨୪ ଘଂଟା ପୁରୀରେ ରୁହନ୍ତୁ। ଦିଲ୍ଲୀରେ ରହି ପୁରୀର କଥା କୁହନ୍ତୁ ନାହିଁ, କେତେ ଥର ପୁରୀ ଆସିଛନ୍ତି ପିନାକୀ ବାବୁ?
ବସ୍ତା ସାରା ଖାଲି ପୋକ ସାଲୁବାଲୁ ହେଉଛନ୍ତି। ଆଉ ଏଇ ଚାଉଳରେ ପିଲାଙ୍କ ପାଇଁ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ। ଏ ପୃଷ୍ଟିକର ଖାଦ୍ୟ ଖାଇ ପିଲା ପାଠ ପଢିବେ କି ମେଡ଼ିକାଲରେ ଭର୍ତ୍ତି ହେବେ ସେଇ ଚିତ୍ର ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେମିତି ଚାଲିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା...
ବଜ୍ରାଘାତରେ ୨ ଜଣଙ୍କ ମୃତ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି ।
ମେସେଜ୍ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?
ନେତା ହେବ ତ ଏମିତି। ଭୋଟ୍ରେ ବିଜୟୀ ହେବା ପରେ ଗାଁ କୁ ଗାଁ ବୁଲି ଏମିତି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି କାଉନସିଲର ମାଡମ୍। କେବଳ ଅଭିଯୋଗ ଶୁଣୁଛନ୍ତି ତାହା ନୁହେଁ ବରଂ ଏମିତି ଡାଏରୀରେ ଟିପି ରଖୁଛନ୍ତି ସବୁ କଥା। ନେତାଙ୍କୁ ପାଖରେ ପାଇବା ପରେ ଅଭିଯୋଗର ଲମ୍ବା ଲିଷ୍ଟ ଧରାଇ ଦେଉଛନ୍ତି ଜନତା…ଦେଖନ୍ତୁ ଏହି ବିରଳ ଦୃଶ୍ୟ…
ଜେଲେନସ୍କିଙ୍କ ଝିଅ ସହ ଡେଟ୍ କରୁଛନ୍ତି ପୁଟିନ୍ଙ୍କ ଝିଅ। ଏହାରି ମଧ୍ୟରେ ୫୦ ରୁ ଅଧିକ ଥର ତାଙ୍କୁ ଭେଟିଲେଣି...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ...ଘଟଣା ଜାଣିବା ପରେ ପୁଟିନ୍....
ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…
ଜଣେ ବ୍ୟକ୍ତି ପୁରୁଣା ସାଇକେଲ୍ କିଣିଲେ। ଫୁଲ ଚନ୍ଦନ ଦେଇ ପୂଜା କଲେ। ପରିବାରରେ ଏତେ ଖୁସି ଯେ ଘରକୁ ସାଇକେଲ୍ ଆସିନି ତ ସତେ ଯେପରି ଘରକୁ ଆସିଛି ନୂଆ ମର୍ସିଡିଜ୍ ବେଞ୍ଜ୍।