ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା। ଏମିତି କେତେ ଶବ ଆସିଛି ଭିଟାମାଟିକୁ, ଏମିତି କେତେ ଅନାଥ ହୋଇଛନ୍ତି ନିରୀହ ପିଲା, କାହା ପାଖରେ ହିସାବ ନାହିଁ।କାରଣ ଏ ହେଉଛି ଦାଦନଗଡ଼ ବଲାଙ୍ଗିର ଜିଲ୍ଲାର କାହାଣୀ।
Published: Chandan Shishu
Last updated: 21 May 2022, 10:45 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।