• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Kalinga Ghat Bus Mishap - Brake failure led to accident
କଳିଙ୍ଗା ଘାଟିରେ କେମିତି ଓଲଟିଲା ଟୁରିଷ୍ଟ୍‌ ବସ୍‌ ? କାଳ ରାତ୍ରିର କାହାଣୀ କହିଲେ ଡ୍ରାଇଭର

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯାଇଛି।

Asha Ra Alok
ସେ ଦ୍ୱିତୀୟ ବିବାହ କରିଛନ୍ତି, ମୁଁ ତାଙ୍କ ପାଖକୁ ଆଉ ଯିବିନି...

ଆଗ ପ୍ରଥମ, ତା ପରେ ଯାଇ ଦ୍ୱିତୀୟ କଥା ଆସିବ। ସ୍ୱାମୀ ପାଖରେ ରହିବାର ଅଧିକାର ପ୍ରଥମ ସ୍ତ୍ରୀର ରହିଛି। ଏବେ ପଛଘୁଞ୍ଚା କାହିଁକି...

varsha-anubhab
ବିଶ୍ୱାସରେ ବାହାହୋଇ ମୁଁ ତଳିତଳାନ୍ତ ହୋଇଛି, ମନଗଢା କାହାଣୀ କହୁଛନ୍ତି ଅନୁଭବ’

ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ବିଷୋଦଗାର କରିବା ପରେ ବର୍ଷା ବି ଛାଡିନାହାନ୍ତି । ବର୍ଷା କହିଛନ୍ତି, ବିଶ୍ୱାସରେ ବାହା ହୋଇ ମୁଁ ତଳିତଳାନ୍ତ ହୋଇଛି । ଅନେକ ମନଗଢା କାହାଣୀ କହିଛନ୍ତି ସ୍ୱାମୀ ଅନୁଭବ ।

News Fuse
ହଇରେ ନାରଣ... ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବରେ ନାରଣ...

ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବ। ଯିଏ ଦେଖିଛି, ସେ ହିଁ କହିପାରିବ ସବୁ କିଛି। ଶୁଣୁନ, ମ୍ୟାଡମଙ୍କ ବିଷୟରେ କ’ଣ କହୁଛନ୍ତି ଏମାନେ...

Road Accident
କଳିଙ୍ଗା ଘାଟିରେ ଓଲଟିଲା ବସ୍‌, ୬ ମୃତ

ଟୁରିଷ୍ଟ ବସ୍‌ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

  • Wednesday, 25 May 2022
Anubhav- Varsha
ବର୍ଷା ସେ ଘର ଛାଡ !

ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।

Srimandir
ଧିରେ ଧିରେ ନେଇଲାଣି ଶ୍ରୀମନ୍ଦିର କରିଡର ପ୍ରକଳ୍ପ ବିବାଦ

ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି ତ ବିବାଦ ବି ବଢୁଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ ନୂଆ ଅଭିଯୋଗ ।

Anubhav- Varsha
ବର୍ଷାଙ୍କ ରହିବା ପାଇଁ ଭଲ ବିକଳ୍ପ ବ୍ୟବସ୍ଥା କରିବେ କହିଲେ ଅନୁଭବଙ୍କ ଓକିଲ

ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି ।

Fierce Hailstorm
ଅସହ୍ୟ ତାତିରୁ ଆଶ୍ୱସ୍ତି, କୁଆପଥର ମାଡ଼ରେ ବେହାଲ ଚାଷୀ

କାଳ ବୈଶାଖୀ ପ୍ରଭାବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗାଁରେ କୁଆପଥର ସହ ବର୍ଷା ହୋଇଛି । ଲୋକମାନେ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।

Boat Capsized
ଚାପ ଖେଳୁ ଖେଳୁ ଓଳଟି ପଡ଼ିଲା ଲଡ଼ୁବାବାଙ୍କ ଡଙ୍ଗା, ଦେଖନ୍ତୁ ଭିଡିଓ..

ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।

Shankaracharya
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି

ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।

suicide
ସହି ହେଲାନି ଅସଦାଚରଣ : ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କଲେ ନାବାଳିକା

ଅସଦାଚରଣ ପରେ ଲୋକଲଜ୍ଜା ଭୟରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି ।

aditi
ପ୍ରଖର ସ୍ମୃତି ଶକ୍ତିର ଅଧିକାରୀ ଅଦିତି : କୁନି ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପାଇଲେ ସ୍ଥାନ

ମାତ୍ର ୨ବର୍ଷ ଆଠ ମାସରେ ଅଦିତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ।

puri sri mandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସାଂଘାତିକ ତଥ୍ୟ : ଶହେ ମିଟର ପରିଧିରେ ନିର୍ମାଣ ପାଇଁ ଅନୁମତି ଦେଇନି NMA

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।

Anubhav Barsha Marital Discord
'ବର୍ଷାଙ୍କ ଆୟ କେତେ, ପ୍ରମାଣ ଦିଅନ୍ତୁ'

ବର୍ଷା ଯେଉଁଠି ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି।

anubhav mohanty
କେଉଁ ଅଧିକାରରେ ମୋତେ ସ୍ୱାମୀ କହୁଛ ବର୍ଷା : ଅନୁଭବ

ଘରେ ଥିବା ବାପାମା’ଙ୍କ କଥା ବୁଝିବା ଦରକାର । ନହେଲେ ନା ମା’ ଶୁଣିବେ, ନା ପ୍ରଭୁ ଶୁଣିବେ । ଏବେ ବହୁତ ହୋଇଗଲା ବର୍ଷା । ମୁଁ ତୁମକୁ କହିବାକୁ ଚାହେଁ ଆମେ ଅଲଗା ହୋଇଯିବାର ସମୟ ଆସିଛି, ଏଥିରେ ଉଭୟଙ୍କର ହିଁ ଭଲ ହେବ ।

Special story
ବର୍ଷାଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ : ସତକୁ ସ୍ୱୀକାର କର

ବର୍ଷାଙ୍କ ଉପରେ ବର୍ଷିଲେ ଅନୁଭବ ମହାନ୍ତି । ଥାନାରେ ମିଛ ଏତଲା ଦେଉଛନ୍ତି ବର୍ଷା

Plus 2 student dies during exam in Odisha
ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ !

ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ସାମ୍ନାକୁ ଆସିଛି ଏହି ଘଟଣା ।

Special story
ଡାଲିରେ ଝିଟିପିଟି : ଆଇଟିଆଇ ହଷ୍ଟେଲର ୨୦ ଛାତ୍ର ଅସୁସ୍ଥ

ବଲାଙ୍ଗୀର ସହର ଲର୍କିପାଲି ସରକାରୀ ଆଇଟିଆଇ ହଷ୍ଟେଲରେ ଡାଲିରେ ଝିଟିପିଟି

Foreign winged
ଖରାଦିନେ ବି ପକ୍ଷୀଙ୍କ ସମାଗମ, ବିଦେଶରୁ ଛୁଟିଆସୁଛନ୍ତି ଓଡିଶା ମାଟିକୁ

ଯୁଆଡେ ଦେଖିବ ଭଳିକି ଭଳି ପକ୍ଷୀ । ଖରାଦିନ ହେଲେ ବି ଏଠି ରହିଛି ବିଦେଶରୁ ଆସିଥିବା ପକ୍ଷୀଙ୍କ ସମାଗମ । ବିରଳ ପକ୍ଷୀଙ୍କୁ ଦେଖିବାକୁ ଆସୁଛନ୍ତି ପକ୍ଷୀପ୍ରେମୀ । ସୁବର୍ଣ୍ଣପୁର ଏବେ ପାଲଟିଯାଇଛି ପକ୍ଷୀଙ୍କ ଭୂସ୍ୱର୍ଗ ।

Ganjam: Bodies of youth and a girl found hanging from two trees in separate areas near Samantarapur
ପ୍ରେମିକଙ୍କ ମୃତ୍ୟୁକୁ ସହିପାରିଲେନି, କାନ୍ଦି କାନ୍ଦି ଜୀବନ ହାରିଲେ ପ୍ରେମିକା

ଗୋଟିଏ ଗାଁର ଦୁଇଟି ଗଛରେ ଯୁବକ, ଯୁବତୀଙ୍କ ମୃତଦେହ ଝୁଲୁଛି । ଗଞ୍ଜାମ ଜରଡା ଥାନା ସାମନ୍ତରାପୁରରେ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା ।

Special story
ଏମିତି ପୁଅକୁ ଧିକ୍ ! ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ।

Anubhav-Varsha domestic violence case: Cuttack SDJM court reserves verdict
ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କଟକ SDJM କୋର୍ଟ

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...

Sambalpuri outfits
ସରକାରୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ସୋମବାର ସମ୍ବଲପୁରୀ ଡ୍ରେସ୍ ପିନ୍ଧି ଅଫିସ୍ ଆସ

ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...