• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Cyber Crime
ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କଲେ ଆକାଉଣ୍ଟ ହୋଇଯିବ ଖାଲି...

ଆପଣ ଏହି ଆପ୍ଲିକେସନ୍‌ ଡାଉନଲୋଡ୍‌ କରିଛନ୍ତି କି? ସାବଧାନ !! ନହେଲେ ଚାହୁଁ ଚାହୁଁ ଆକାଉଣ୍ଟ ହୋଇଯିବ ଖାଲି...

News Fuse
ଦୁର୍ବଳ ଭୀମଙ୍କ ପାହାର ଖାଇ ବେହାଲ ହେଲେ ଦୁର୍ଯ୍ୟୋଧନ...

ମୋ ବୋଉଲୋ...ଇଏ ଦୁର୍ବଳରୁ ଦୋହଲୁଛନ୍ତି। କିନ୍ତୁ ଭୀମ ଚରିତ୍ରରେ ଆକ୍ଟିଂ କରୁଛନ୍ତି। ଆଲୋ ଇଏ କଣ? ଭୀମଙ୍କ ପାହାର ଖାଇ ଷ୍ଟେଜ୍‌ ତଳକୁ ଗଳିପଡ଼ିଲେ ଦୁର୍ଯ୍ୟୋଧନ...ଗଲା ଗଲା ମାରି ପକାଇଲା ରେ...ନାରଣ ରକ୍ଷା କର…

Elephant Death
ଟ୍ରେନ୍‌ ଧକ୍କାରେ ଦୁଇ ହାତୀ ଛୁଆ ଓ ମାଆ ହାତୀର ମୃତ୍ୟୁ

ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।

superstition
ଶିକ୍ଷକ ହୋଇ ବି ସମାଜକୁ ଦେଉଛନ୍ତି ଅନ୍ଧବିଶ୍ୱାସର ବାର୍ତ୍ତା

ଘରୁ ଚୋରି ହେଲା ବୋଲି ଶିକ୍ଷକ ଦମ୍ପତ୍ତି ପୋଲିସ ପାଖକୁ ନଯାଇ ଘର ଆଗରେ ପୂଜାପାଠ କରୁଛନ୍ତି । ଆଉ ତାଙ୍କ ମନରେ ବିଶ୍ୱାସ ଅଛି ଏମିତି ପୂଜା ପାଠ କଲେ ଚୋର ଧରାପଡ଼ିବ ।

Orphan Children
ହୃଦୟବାନ୍‌ ! ଅନାଥ୍‌ ପିଲାଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ, ମଲ୍‌ ବୁଲାଇଲେ ଡ୍ରେସ୍‌ କିଣିଦେଲେ

ହଠାତ୍‌ ସପିଂ ମଲ୍‌ ଭିତରେ ଦେଖିବାକୁ ମିଳିଥିଲା ସେହି ଅନାଥ ପିଲାଙ୍କୁ । ମଲ୍‌ ଭିତରେ ମନଖୋଲି ବୁଲୁଥିଲେ ସେହି କୁନି କୁନି ପିଲା ।

Love Dhoka
ପ୍ରେମ ପାଇଁ ଥାନାରେ ପହଞ୍ଚିଲେ ପ୍ରେମିକ ! ମୋବାଇଲଠୁ ସୁନା ସବୁ ନେଇଥିଲା ପ୍ରେମିକା

ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର ।

Baby kangaroo asking for its pouch
ମା’ ନାହିଁ ସତ, ହେଲେ ମଣିଷ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ କଙ୍ଗାରୁ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଶିଶୁ କଙ୍ଗାରୁର ଭିଡିଓ। ଏହି କଙ୍ଗାରୁର ମା’ ନାହିଁ। ସେ କିନ୍ତୁ ତା’ ମାଲିକ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ ହେଉଛି। ଖୋଜୁଛି ମା’ର ଥଳି। ଦେଖନ୍ତୁ ଏହି ଭିଡିଓ…

Mother sold 118 liters of breast milk
୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି ଜଣେ ମା’

ଜଣେ ମା’ ୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି। ମା’ମାନେ ନିଜ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିବା ଦେଖି, ଏହି ମା’ ନିଜକୁ ଅଟକାଇ ପାରି ନଥିଲେ। ସେମାନଙ୍କୁ ସାହାଯ୍ୟ କରିବା ନେଇ ବାହାରି ପଡିଥିଲେ।

HC Bench
ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ କାହିଁକି ବିରୋଧ ?

ବେଂଚ ପ୍ରତିଷ୍ଠା ପାଇଁ ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

Target ASI for ancient heritage
ପ୍ରାଚୀନ ଐତିହ୍ୟକୁ ନେଇ ଏଏସ୍ଆଇକୁ ଟାର୍ଗେଟ୍

ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।

  • Thursday, 19 May 2022
Special Story
ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ

ଶିଖରଚଣ୍ଡୀ ପାହାଡ଼ରୁ ଅଧାପୋଡ଼ା ଅବସ୍ଥାରେ ମିଳିଲେ ଅବିନାଶ, ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ, ହ୍ୟାଣ୍ଡନୋଟରୁ ପ୍ରେମଜନିତ କାରଣ ଅନୁମାନ...ହତ୍ୟା ଅଭିଯୋଗ ଆଣିଲା ପରିବାର...

anubhav
ବିଜେଡିରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବଢୁଥିବା ପତିଆରାରେ ଚିନ୍ତିତ କି ଅନୁଭବ ?

ସୋସିଆଲ୍ ମିଡିଆରେ ଭାବବିହ୍ୱଳ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ ଜୀବନସାଥୀ ବାଛିବାରେ କରିଛି ଭୁଲ୍, ନିଜ ରାଜନୈତିକ କ୍ୟାରିୟରକୁ ନେଇ ବି ସନ୍ଦିହାନ୍..

HC Bench
ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ବିବାଦ

ବେଞ୍ଚ ପ୍ରତିଷ୍ଠା ବିରୋଧରେ ହାଇକୋର୍ଟ ବାରରେ ପ୍ରସ୍ତାବ ପାରିତ ପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘଙ୍କ ତୀବ୍ର ପ୍ରତିକ୍ରିୟା, ରାଜନୀତି ବି ଜୋର୍

heritage corridor row
୪ ଦିନର ହୋହଲ୍ଲା ପରେ ପଶିଲା ଚେତା

ଏମାର ମଠ ଖନନ ସ୍ଥଳରେ ଫିଙ୍ଗା ପଡ଼ିଥିବା ପ୍ରାଚୀନ ସିଂହମୂର୍ତ୍ତକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲା ଏଏସ୍ଆଇ,ଏପଟେ ଗଙ୍ଗ ରାଜତ୍ୱ ସମୟର କୀର୍ତ୍ତିରାଜି ବୟାନ ପାଇଁ ଅଧିକ୍ଷକଙ୍କ ବିରୋଧରେ ଥାନାରେ ଏତଲା

electic bill
ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ସାଂଘାତିକ ଧୋକାବାଜି

ମାସକ ବଦଳରେ ୨୫ରୁ ୨୭ ଦିନର ବିଲ୍ କରି ଅତି ଚତୁରତାର ସହ ଅଧିକ ଅର୍ଥ ନେଉଛି ବିତରଣକାରୀ କଂପାନୀ, ନିୟମର ଖୋଲା ଉଲ୍ଲଙ୍ଘନ ହେଉ ଥିଲେ ବି କାହିଁକି ଚୁପ୍ OERC ଉଠିଲା ପ୍ରଶ୍ନ...

Cuttack Chandi mandir
କଟକ ଚଣ୍ଡୀ ମନ୍ଦିର ପାଇଁ ୭୦ କୋଟି

ଚଣ୍ଡୀ ମନ୍ଦିର ସାମ୍ନା ରାସ୍ତା ଡାଇଭର୍ଟ କରାଯିବ । ଏହାସହ ମନ୍ଦିର ଚଟାଣ ଉଚ୍ଚ ହେବ ।

anubhab
ମିଡିଆ ଉପରେ ଖପ୍ପା ଅନୁଭବ : ମିଛ ଖବର ପ୍ରସାରଣ କରୁଥିବା ଅଭିଯୋଗ କରି ଦେଲେ ଅଭିଶାପ

ଭିଡିଓ ସେୟାର କରି ମିଡିଆ ଉପରେ ବର୍ଷିଲେ ଅନୁଭବ ମହାନ୍ତି ।

ଦର୍ଶକମାନେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ଦର୍ଶନ କରୁଛନ୍ତି
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଦେଖନ୍ତୁ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...ଦଶର୍କମାନେ ନିଜ ମନ ପସନ୍ଦର କଳାକୃତି ଦେଖୁଛନ୍ତି...

Lion Sculpture
ଦୁଇ ଦିନ ପରେ, ୨ ସିଂହମୂର୍ତ୍ତିକୁ ASI କଲା ସ୍ଥାନାନ୍ତର

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ପରେ ଏହାକୁ ଏବେ ସ୍ଥାନାନ୍ତର କରାଯାଇଛି ।

Anubhav Mohanty Shares New Video On Social Media
‘ଭଲ ପାଇ ଭୁଲ୍‌ କଲି, ନ୍ୟାୟକୁ ଅପେକ୍ଷା କରିବାଠୁ ବରଂ ‍ଭଲ ମୃତ୍ୟୁକୁ ଆପଣାଇ ନେବା; କିନ୍ତୁ ମୁଁ କେବେବି...’

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

orphan kids
ଅନାଥ ପିଲାଙ୍କୁ ମଲ୍ ନେଲେ କଲେକ୍ଟର: ନୂଆ ନୂଆ ଡ୍ରେସ କିଣି ବେଶ୍‌ ଖୁସି ହେଲେ ପିଲା

କଲେକ୍ଟର ହେବ ତ ଏମିତି। ଅନାଥ ପିଲାଙ୍କୁ ମଲ୍ ବୁଲାଇ ନେଲେ, ମନପସନ୍ଦର ଡ୍ରେସ କିଣିଦେଲେ। ହଷ୍ଟେଲରୁ ମଲ୍‌ ଯାଇ ବେଶ୍‌ ଖୁସି ହେଲେ ପିଲେ। ଭଳି କି ଭଳି ଡ୍ରେସ ଦେଖି କାହାକୁ ନେବେ କାହାକୁ ନନେବେ କନଫ୍ୟୁଜ୍‌ ହେଲେ ପିଲେ । ଡ୍ରେସ ଦେଖାଇବାରେ କିନ୍ତୁ ହେଳା କରୁନଥିଲେ ମଲ୍‌ କର୍ମଚାରୀ

Cuttack Mayor
କାମ କରିବ ତ ରୁହ,ନହେଲେ ପଳାଅ...

ଇଲୋ ବୋଉଲୋ...ଆରମ୍ଭରୁ ଏତେ ଫଁ ଫଁ କିଆଁ ହେଉଛନ୍ତି ମେୟର? ଇଏ କଣ ଏମିତି କହିଲେଣି, ଛୋଟ ମୋଟ ଆଲୋଚନା କରିବାନି ବୋଲି। ନାରଣ କେଉଁ କାମ ଛୋଟ କିରେ? ମାରିଦେଲୁରେ ନାରଣ...ଇଏ କଣ ରାଗିକି ପୂରା ଚିଡି ଗଲେଣି

Rathayatra 2022
ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ଼

ଭକ୍ତଙ୍କ ଗ୍ରହଣରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା । ଆଜି ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

Odisha HighCourt
ହାଇକୋର୍ଟ ବେଞ୍ଚ ଗଠନକୁ ବାର୍‌ ଆସୋସିଏସନ୍‌ର ବିରୋଧ

ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ପ୍ରସ୍ତୁତ ହେବ । ଏନେଇ ଗତକାଲି ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Groom Rides Cycle During His Marriage Procession
ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ସାଇକେଲ୍‌ ଚଢ଼ି ବାହା ହେବାକୁ ଗଲେ ବର

ନା ଥିଲା ଦାମୀ କାର୍‌, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍‌ ଚଢି ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ ଏହି ଯୁବକ।