ସମସ୍ତ ରୀତିନୀତି ଓ କୂଳ କୁଟୁମ୍ବଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି ।
ଆଲୋ ପାତେଳୀ ନାନି ସତରେ କ’ଣ ସ୍ୱାମୀ ଏମିତି? ତୁ ସବୁ ବେଳେ ଏମିତି ଚୁଗୁଲି କାହିଁକି କରୁଛୁ? ତୁ ତାଙ୍କ ଘରେ ଏମିତି କଳି ଲଗାଇ ଦେଲୁ ଯେ, ବୁଢା ମୁହଁ ପୂର୍ବକୁ ତ ବୁଢୀ ମୁହଁ ପଶ୍ଚିମକୁ। ଏବେ ଆଉ କାହା ପାଳି?
କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ କରିଥିବା ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି।
୪୨୦ ନନ୍ଦିନୀ: ଦୁଇ ଦୁଇଟି ଥାନାରେ ଦାୟର ହେଲାଣି ମାମଲା। ଚଉଠି ରାତିରେ ଭିଣୋଇଙ୍କୁ ନ୍ୟୁଡ୍ କଲ କରିଥିବାର ଆସିଛି ସଙ୍ଗୀନ ଅଭିଯୋଗ। ଏବେ ପ୍ରଶ୍ନ ଘେରରେ ନନ୍ଦିନୀ...ମୁହଁ ଖୋଲି କହିବେ କି ଚଉଠି ରାତିରେ ହୋଇଥିଲା କଣ?
ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର।
ଆପଣ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରିଛନ୍ତି କି? ସାବଧାନ !! ନହେଲେ ଚାହୁଁ ଚାହୁଁ ଆକାଉଣ୍ଟ ହୋଇଯିବ ଖାଲି...
ମୋ ବୋଉଲୋ...ଇଏ ଦୁର୍ବଳରୁ ଦୋହଲୁଛନ୍ତି। କିନ୍ତୁ ଭୀମ ଚରିତ୍ରରେ ଆକ୍ଟିଂ କରୁଛନ୍ତି। ଆଲୋ ଇଏ କଣ? ଭୀମଙ୍କ ପାହାର ଖାଇ ଷ୍ଟେଜ୍ ତଳକୁ ଗଳିପଡ଼ିଲେ ଦୁର୍ଯ୍ୟୋଧନ...ଗଲା ଗଲା ମାରି ପକାଇଲା ରେ...ନାରଣ ରକ୍ଷା କର…
ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।
ଘରୁ ଚୋରି ହେଲା ବୋଲି ଶିକ୍ଷକ ଦମ୍ପତ୍ତି ପୋଲିସ ପାଖକୁ ନଯାଇ ଘର ଆଗରେ ପୂଜାପାଠ କରୁଛନ୍ତି । ଆଉ ତାଙ୍କ ମନରେ ବିଶ୍ୱାସ ଅଛି ଏମିତି ପୂଜା ପାଠ କଲେ ଚୋର ଧରାପଡ଼ିବ ।
ହଠାତ୍ ସପିଂ ମଲ୍ ଭିତରେ ଦେଖିବାକୁ ମିଳିଥିଲା ସେହି ଅନାଥ ପିଲାଙ୍କୁ । ମଲ୍ ଭିତରେ ମନଖୋଲି ବୁଲୁଥିଲେ ସେହି କୁନି କୁନି ପିଲା ।
ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଶିଶୁ କଙ୍ଗାରୁର ଭିଡିଓ। ଏହି କଙ୍ଗାରୁର ମା’ ନାହିଁ। ସେ କିନ୍ତୁ ତା’ ମାଲିକ ଠାରୁ ମା’ର ସ୍ନେହ ପାଇବାକୁ ବ୍ୟାକୁଳ ହେଉଛି। ଖୋଜୁଛି ମା’ର ଥଳି। ଦେଖନ୍ତୁ ଏହି ଭିଡିଓ…
ଜଣେ ମା’ ୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି। ମା’ମାନେ ନିଜ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିବା ଦେଖି, ଏହି ମା’ ନିଜକୁ ଅଟକାଇ ପାରି ନଥିଲେ। ସେମାନଙ୍କୁ ସାହାଯ୍ୟ କରିବା ନେଇ ବାହାରି ପଡିଥିଲେ।
ବେଂଚ ପ୍ରତିଷ୍ଠା ପାଇଁ ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।
ଶିଖରଚଣ୍ଡୀ ପାହାଡ଼ରୁ ଅଧାପୋଡ଼ା ଅବସ୍ଥାରେ ମିଳିଲେ ଅବିନାଶ, ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ, ହ୍ୟାଣ୍ଡନୋଟରୁ ପ୍ରେମଜନିତ କାରଣ ଅନୁମାନ...ହତ୍ୟା ଅଭିଯୋଗ ଆଣିଲା ପରିବାର...
ସୋସିଆଲ୍ ମିଡିଆରେ ଭାବବିହ୍ୱଳ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ ଜୀବନସାଥୀ ବାଛିବାରେ କରିଛି ଭୁଲ୍, ନିଜ ରାଜନୈତିକ କ୍ୟାରିୟରକୁ ନେଇ ବି ସନ୍ଦିହାନ୍..
ବେଞ୍ଚ ପ୍ରତିଷ୍ଠା ବିରୋଧରେ ହାଇକୋର୍ଟ ବାରରେ ପ୍ରସ୍ତାବ ପାରିତ ପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘଙ୍କ ତୀବ୍ର ପ୍ରତିକ୍ରିୟା, ରାଜନୀତି ବି ଜୋର୍
ଏମାର ମଠ ଖନନ ସ୍ଥଳରେ ଫିଙ୍ଗା ପଡ଼ିଥିବା ପ୍ରାଚୀନ ସିଂହମୂର୍ତ୍ତକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲା ଏଏସ୍ଆଇ,ଏପଟେ ଗଙ୍ଗ ରାଜତ୍ୱ ସମୟର କୀର୍ତ୍ତିରାଜି ବୟାନ ପାଇଁ ଅଧିକ୍ଷକଙ୍କ ବିରୋଧରେ ଥାନାରେ ଏତଲା
ମାସକ ବଦଳରେ ୨୫ରୁ ୨୭ ଦିନର ବିଲ୍ କରି ଅତି ଚତୁରତାର ସହ ଅଧିକ ଅର୍ଥ ନେଉଛି ବିତରଣକାରୀ କଂପାନୀ, ନିୟମର ଖୋଲା ଉଲ୍ଲଙ୍ଘନ ହେଉ ଥିଲେ ବି କାହିଁକି ଚୁପ୍ OERC ଉଠିଲା ପ୍ରଶ୍ନ...
ଚଣ୍ଡୀ ମନ୍ଦିର ସାମ୍ନା ରାସ୍ତା ଡାଇଭର୍ଟ କରାଯିବ । ଏହାସହ ମନ୍ଦିର ଚଟାଣ ଉଚ୍ଚ ହେବ ।
ଭିଡିଓ ସେୟାର କରି ମିଡିଆ ଉପରେ ବର୍ଷିଲେ ଅନୁଭବ ମହାନ୍ତି ।
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...ଦଶର୍କମାନେ ନିଜ ମନ ପସନ୍ଦର କଳାକୃତି ଦେଖୁଛନ୍ତି...
ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ପରେ ଏହାକୁ ଏବେ ସ୍ଥାନାନ୍ତର କରାଯାଇଛି ।
ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।