• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Woman in 93 making clothes for Lord Jagannath
୯୩ ବୟସରେ ବି କାଳିଆ ପାଇଁ ତିଆରି କରୁଛନ୍ତି ଅଙ୍ଗବସ୍ତ୍ର

୯୩ ବର୍ଷରେ ଥର ଥର ହେଉଛି ହାତ। ଆଖିକୁ ଭଲରେ ଦିଶୁନି କି କାନକୁ ଶୁଭୁନି। ତଥାପି ମରିଯାଇନି କାଳିଆ ପ୍ରତି ଥିବା ସମର୍ପଣ ଭାବ। ଏ ବୟସରେ ବି ସେ କେମିତି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର କାମରେ ଲାଗି ପଡିଛନ୍ତି ଆସନ୍ତୁ ଦେଖିବା।

Royal Mint makes its biggest ever coin for Queen Elizabeth's Jubilee
ପାଳନ ହେବ ଏଲିଜାବେଥଙ୍କ ୨୫ତମ ଜୟନ୍ତୀ; ତିଆରି ହେଲା ବିଶ୍ୱର ସବୁଠୁ ବଡ଼ ସୁନା କଏନ୍

ରାଣୀ ଏଲିଜାବେଥଙ୍କ ୨୫ତମ ଜୟନ୍ତୀ ଉପଲକ୍ଷେ ତିଆରି ହୋଇଛି ବିଶ୍ୱର ସବୁଠୁ ବଡ଼ ଗୋଲ୍ଡ କଏନ୍

Special story
ପରକୀୟା ପ୍ରୀତି ପାଇଁ ପର ହେଲା ପରିବାର : ୪ ସନ୍ତାନ ଓ ସ୍ୱାମୀକୁ ଛାଡି ଫେରାର ମହିଳା

ପରପୁରଷ ପାଇଁ ପରିବାର ହେଲା ପର । ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ମହିଳା ଫେରାର ।

ଶ୍ରୀଜିଉଙ୍କ ପାଇଁ ଖଣ୍ଡୁଆ ପାଟ ତିଆରି ପୂର୍ବରୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା
ଶ୍ରୀଜିଉଙ୍କ ଅତି ପ୍ରିୟ ଖଣ୍ଡୁଆ ପାଟ...ତିଆରି ଚାଲିଛି ବାନ୍ଧକଳା ପାଇଁ ପ୍ରସିଦ୍ଧ କଟକ ଜିଲ୍ଲାର ନୂଆପାଟଣାରେ...ଦେଖନ୍ତୁ କିଛି ଝଲକ୍...

କଟକ ଜିଲ୍ଲାର ନୂଆପାଟଣା ବାନ୍ଧକଳା ପାଇଁ ପ୍ରସିଦ୍ଧ। ପ୍ରତି ବର୍ଷ ରଥ ପୂବର୍ରୁ ଏଠାରେ ଶ୍ରୀଜିଉଙ୍କ ପାଇଁ ଅତି ଶ୍ରଦ୍ଧାର ସହ କାରିଗରମାନେ ଖଣ୍ଡୁଆ ପାଟ ତିଆରି କରନ୍ତି।

Parents lock school at Brahmagiri village
ଶିକ୍ଷକଙ୍କ ଅନୈତିକ କାର୍ଯ୍ୟକଳାପକୁ ନେଇ ତାତିଲେ ଅଭିଭାବକ; ସ୍କୁଲରେ ପକାଇଲେ ତାଲା

ତାତିକି ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ...

Special Story
ମିଳିଲା କଳାହାଣ୍ଡିରୁ କଲମ୍ବିଆ ଟିକେଟ : ବିଦେଶ ଯାଇ ଗରିବ ବାପାର ନାଁ ରଖିବ ଲାଲୁ !

ବାପା ରାଜମିସ୍ତ୍ରୀ କାମ କରୁଛନ୍ତି। ଦୁଃଖକଷ୍ଟରେ ଘର ଚଳୁଛି। ଆଉ ପୁଅ ୱାର୍ଲଡ ଚାମ୍ପିୟନ ହେବ ବୋଲି ସ୍ୱପ୍ନ ଦେଖୁଛି। ଖାଲି ସ୍ୱପ୍ନ ଦେଖୁନି, କଳାହାଣ୍ଡିରୁ କଲମ୍ବିଆ ଯିବାକୁ ଟିକେଟ୍ ପାଇ ସାରିଛି।

Special Story
ଲାଲ ଟହ ଟହ ଲିଚୁ ଏବେ କଳା କାଠ, ଚାଷୀ ମୁଣ୍ଡରେ ଚଡ଼କ

ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡାଧାର ଅଂଚଳର ଚାଷୀଙ୍କ ଆଖିରେ ଲୁହ। ଖରାଦିନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲିଚୁ ଚାଷୀ ଏବେ ଚିନ୍ତାରେ।

Srimandir
ASI- TATA - OBCC - ଜିଲ୍ଲାପାଳ ବିରୋଧରେ CBIରେ ଅଭିଯୋଗ

CBI ମାମଲା ରୁଜୁ ନକଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା ।

sp
ଛୁଆଙ୍କ ସହ ଛୁଆ ହୋଇଗଲେ ପୋଲିସ୍ ମାଡାମ : ହାଏରେ ମୋ ରାନୀ ଗୁରି ଗୀତରେ ମନଭରି ନାଚିଲେ . .

ପିଲାଙ୍କ ସହ ଦୁଃଖସୁଖ ହେଲେ ଆଉ ମନ ଭରି ନାଚିଲେ ନବରଙ୍ଗପୁର SP ମାଡାମ ଏସ. ସୁଶ୍ରୀ ।

fruits-price-sky-high-for-sabitri-amabasya
ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ

ସାବିତ୍ରୀ ବ୍ରତ ପାଇଁ ଫଳ କିଣିବା ପାଇଁ ବଜାରରେ ଏବେ ଲୋକଙ୍କ ଗହଳି ଜମିଛି । ହେଲେ ଫଳ ଦର ଏବେ ଅମୂଲ ମୂଲ ହୋଇଛି ।

Again MP Anubhav Mohanty Targets Varsha Priyadarshini
ଅନୁଭବ କହିଲେ- ‘ବର୍ଷାଙ୍କ ଫ୍ୟାନ୍ସ କ୍ଲବ୍‌ ପ୍ରତି ସତର୍କ ରୁହନ୍ତୁ’

ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ। କିଛି ଫେକ୍‌ ଆକାଉଣ୍ଟ୍‌ ଓ ଫ୍ୟାନ୍‌ ପେଜ୍‌ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ ତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଆଜି କହିଛନ୍ତି। 

helpless brother sister
ବାପା ଥାଇ ବି ବେସାହାରା ୫ ଛୁଆ : ସମ୍ପର୍କୀୟ ବଡ଼ବାପା ଘରେ ଭାଗ୍ୟକୁ ଆଦରି ମୁଣ୍ଡ ଗୁଞ୍ଜିଛନ୍ତି

ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ୫ ଛୁଆ । ବାପା ଆସିବେ, ସାଥୀରେ ଚକୋଲେଟ୍ ନେଇ ଆସିବେ । ହେଲେ ତାଙ୍କ ସ୍ୱପ୍ନ କ’ଣ ସତ ହେବ ?

History Of Bhubaneswar
ଭୁବନେଶ୍ୱର ପ୍ରମୁଖ ସ୍ଥାନର ନାମକରଣ ପଛର କାହାଣୀ

ଭୁବନେଶ୍ୱର ଇତିହାସ ସହ ଜଡ଼ିତ ରହିଛି ଅନେକ କିମ୍ବଦନ୍ତୀ । ରାଜଧାନୀର ସମସ୍ତ ଅଞ୍ଚଳର ନାମକରଣରେ ରହିଛି କିଛି ନା କିଛି କାରଣ । ପ୍ରାୟ ଅଞ୍ଚଳର ନାମର ଶେଷରେ ରହିଛି ନଗର ଏବଂ ବିହାର । କୌତୁହଳର ବିଷୟ ଏହା ଯେ, ଭୁବନେଶ୍ୱରର କିଛି ସ୍ଥାନର ନାମ ପଛରେ ରହିଛି ଏକ କାହାଣୀ ।

bus fare
ଜନତାଙ୍କୁ ଆଶ୍ୱସ୍ତି : ତେଲ ଦର କମିବାରୁ କମିଲା ବସ୍ ଭଡ଼ା

ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ

IOCL's crude oil pipeline bursts near IOCL township in Paradip
ପାରାଦୀପରେ ଫାଟିଲା ତେଲ ପାଇପ୍‌

ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍‌ ଫାଟି ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।

Onion farmers
ଚାଷୀଙ୍କ ପାଇଁ କେବେ ହେବ ପିଆଜ ଘର, ଅଭାବୀ ବିକ୍ରିର ଶିକାର

କେତେବେଳେ ବିହନ ସମସ୍ୟା। ଆଉ କେତେବେଳେ ଅଭାବୀ ବିକ୍ରି। ଏବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପିଆଜ ଚାଷୀ। ପାଞ୍ଚ ଟଙ୍କାରେ ପିଆଜ ନ ବିକି ଜମିରେ ପିଆଜ ଗଦା କରିଛନ୍ତି ବଙ୍ଗୋମୁଣ୍ଡା ଅଂଚଳର ଚାଷୀ...

Edible oil prices fall
ସରକାର ନେଲେ ବଡ଼ ନିଷ୍ପତ୍ତି, ଶସ୍ତାରେ ମିଳିବ ଖାଇବା ତେଲ

ଯାହା ପାଇଁ ଚିନ୍ତାରେ ଥିଲେ ଗ୍ରାହକ, ସେ ଚିନ୍ତା ଗଲା। ଦୁଇ ବର୍ଷ ପାଇଁ ଶସ୍ତା ହୋଇଯିବ ଖାଇବା ତେଲ। ସରକାର ଏମିତି ବଡ଼ ନିଷ୍ପତ୍ତି ନେବା ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶର କୋଟି କୋଟି ଖାଉଟି

ENews
ନୋ ଇମୋସନ୍, ଓନଲି ଆକ୍ସନ୍... ମୁଁ ଡେଞ୍ଜରମ୍ୟାନ୍ ରାଇମୋହନ

ଯାହାଙ୍କ ନାଁ ଶୁଣିଲେ ଥରହର ହୁଏ ଯାତ୍ରା ପେଣ୍ଡାଲ୍ ହେଉ କି ସିନେମା ହଲ୍। ଆମେ କାହା କଥା କହୁଛୁ ଆପଣ ନିଶ୍ଚୟ ଜାଣି ସାରିବେଣି। ସେ ଆଉ କେହି ନୁହଁନ୍ତି ଓଲିଉଡ-ଯଲିଉଡର ଖଳନାୟକ ରାଇମୋହନ ପରିଡା...

  • Thursday, 26 May 2022
  • ENews
Bihar girl with one leg
ଗୋଟିଏ ଗୋଡରେ ଡେଇଁ ଡେଇଁ ଯାଉଛି ସ୍କୁଲ, ଦିବ୍ୟାଙ୍ଗ ଝିଅ ସୀମାର ଅସୀମ ଇଚ୍ଛାଶକ୍ତି

ଦୁର୍ଘଟଣାରେ ଗୋଟେ ଗୋଡ଼ ସିନା କଟିଯାଇଛି, ତା’ର ସ୍ୱପ୍ନର ଉଡ଼ାଣରେ କିନ୍ତୁ ଡେଣାଟିଏ ଲାଗିଯାଇଛି । ଗୋଟିଏ ଗୋଡ଼ରେ କୁନି ଝିଅ ଡେଇଁ ଡେଇଁ ସ୍କୁଲ୍ ଯାଉଛି । ଆଉ ପାଠପଢା ପାଇଁ କଠିନ ପରିଶ୍ରମ କରୁଛି

The Great Odisha Political Circus
ସ୍ତ୍ରୀଙ୍କ ଉପରେ ଗାରୁଗାରୁ ହେଲେ ମହାଶୟ, ଖବରକାଗଜ ଉପରେ ସାରିଲେ ରାଗ

ସାତ ଟଙ୍କା ଦେଇ ମୁଁ ଖବରକାଗଜ କିଣୁଛି କ’ଣ ନବୀନ ବାବୁଙ୍କ ଫଟୋ ଦେଖିବା ପାଇଁ... ଆଜିଠାରୁ ମୁଁ ଆଉ ଖବରକାଗଜ ଦେଖିବି ନାହିଁ, ପଢିବି ନାହିଁ କି କିଣିବି ନାହିଁ... ଆଜିଠୁ ସବୁ ବନ୍ଦ...

Irregularities in paddy procurement in Bhadrak, farmers suffer
ହଜାର ହଜାର କ୍ୱିଣ୍ଟାଲ ଧାନ ରେକର୍ଡରୁ ଗାଏବ, ଯାଞ୍ଚ ବେଳେ ଧରାପଡ଼ିଲା ସତ...

କେଉଁଠି ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା ତ ପୁଣି କେଉଁଠି ଋଣ ଭାର ଶୁଝିବାକୁ ବର୍ଷକର ଅମଳକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ସରକାରୀ ଧାନ କିଣା ପ୍ରକ୍ରିୟା ଫେଲ୍ ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। 

Cyber Crime
କଷ୍ଟମର୍ କେୟାର୍ ଦେଲା ଖୁସି ଖବର, ଲିଙ୍କ୍ ଖୋଲୁ ଖୋଲୁ ଉଡ଼ିଗଲା ୩୮ ହଜାର...

ସାଇବର କ୍ରାଇମ୍ ମାମଲା ବଢି ବଢି ଚାଲିଛି। ନିତିଦିନ ଆସୁଛି ନୂଆ ନୂଆ ଅଭିଯୋଗ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଏଇ ଯେମିତି Payରୁ ଆସିଲା ଖବର... ଉଡ଼ିଗଲା ୩୮ ହଜାର...

Making News
ଖଇରୀ ମ୍ୟାଡମ୍ ବଡ଼, ତାଙ୍କ ଭାଗ ବି ବଡ଼ ବଡ଼

ଦିନ ହେଉ କି ରାତି ସବୁବେଳେ ବଡ଼ ସାନ ମଧ୍ୟରେ କଳି ଲାଗୁଛି। ଦିନେ ଜ୍ୱାଇଁ ପୁଅ ଫୋନ କରି କହୁଛନ୍ତି ବଡ଼ ସାନର ମୋଡି ଦେଇଛି... ବାପା ଶୀଘ୍ର ଆସି ପହଂଚି ଯାଅ...

One Killed In Road Accident In Dhenkanal
ବସ୍‌ ଚକା ତଳେ ଜଗିଥିଲା ଯମ, ଘରକୁ ଫେରୁଥିବା ବେଳେ ନେଇଗଲା ଜୀବନ

ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍‌ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। 

Accident
ଓଲଟିଲା ଭ୍ୟାନ୍‌; ୧୬ ଆହତ, ୪ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି।