Tomato fluକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି
ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ।
ଚିନ୍ତା ବଢାଇଲାଣି ଟମାଟୋ ଫ୍ଲୁ : ପିଲାଙ୍କ ପ୍ରତି ରହିଛି ବେଶି ବିପଦ.... ଜ୍ୱର ହେବା ସହ ଦେଖାଯାଉଛି ଏମିତି ଲକ୍ଷଣ। ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ..
ଟମାଟୋ ଫ୍ଲୁକୁ ନେଇ ଏବେ ଦେଶରେ ହାଇଆଲର୍ଟ। ସ୍ଥିତି ଏମିତି ହେଲାଣି ଯେ, କର୍ଣ୍ଣାଟକ ଓ ତାମିଲନାଡ଼ୁ ସରକାର ଏହି ରୋଗ ପାଇଁ ହାଇଆଲର୍ଟ ଜାରି କରିଛନ୍ତି । ତେବେ ଜାଣନ୍ତି କି କାହିଁକି ବ୍ୟାପୁଛି ଏହି ଟମାଟୋ ଫ୍ଲୁ ?
୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।