• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special story - GST on \'Chuda & Mudhi\' - Consumers demand roll back
ଚୁଡ଼ା, ମୁଢ଼ି ଓ ଖଈରେ ଜିଏସ୍‌ଟି ନିଷ୍ପତ୍ତି ବିରୋଧରେ ବିଧାନସଭା ହୁଲୁସ୍ତୁଲ

ଓଡିଆ ପେଟରେ ଜୋର ଦାର ଲାତ ମାରିଦେଲେ କି ସରକାର । ଶେଷରେ ମୁଢିରେ ବସେଇଦେଲେ ଜିଏସଟି

kaudias prevented from crying plastic
କାଉଡ଼ିଆଙ୍କ ପାଇଁ କଟକଣା: ବ୍ୟବହାର କରିବାରିବେ ନାହିଁ ପ୍ଲାଷ୍ଟିକ୍ ସାମଗ୍ରୀ

ପ୍ଲାଷ୍ଟିକ ସାମଗ୍ରୀ ନେଇ ଆସୁଥିବା କାଉଡିଆଙ୍କୁ ନେଇ ଅସନ୍ତୋଷ...

GST On 'Mudhi', 'Chuda
ଚୁଡ଼ା, ମୁଢ଼ି ଓ ଖଈରେ ଜିଏସଟି ନିଷ୍ପତ୍ତି ବିରୋଧରେ ବିଧାନସଭା ହୁଲୁସ୍ତୁଲ

କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବଢୁଛି ସାଧାରଣ ଲୋକଙ୍କ ଅସନ୍ତୋଷ, ରାଜଧାନୀ ରାସ୍ତାରେ କ୍ଷୀର-ଚୂଡ଼ା ଢାଳି ଦୁଗ୍ଧ ବ୍ୟବସାୟୀ ସଂଘର ପ୍ରତିବାଦ

tirtol mla
ନିଜ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ

କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁ, ସତ ସାମ୍ନାକୁ ଆସିବ

Miscreants loot Rs 1.2 lakh from youth
ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମ ଚାର୍ଟିଂ; ଲୁଟିନେଲେ ୨.୫ ଲକ୍ଷ ଟଙ୍କା

ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଠକେଇ...ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ...

  • Monday, 18 July 2022
  • Loot
Odisha bandh on tomorrow over the suicide of 19-year-old BJB College student
ରୁଚିକାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା

ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି ।

Snake Resued
ୱାସିଂ ମେସିନ୍‌ ତଳେ ଲୁଚି ବସିଥିଲା ୬ ଫୁଟ୍‌ ଲମ୍ବା ରଣା ସାପ, ଦେଖନ୍ତୁ ଭିଡିଓ

ସାପଟିକୁ ଗାଁଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

gst will be levied on many things people said there is a situation like sri lanka
ଭାରତରେ ବି ହେବକି ଶ୍ରୀଲଙ୍କା ସ୍ଥିତି ?

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲାଗିଲା GST । ସୋସିଆଲ୍‌ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ...

Special story
ପାହାଡ଼ ଉପରେ ସ୍କୁଲ : ଯିବାକୁ ରାସ୍ତା ନାହିଁ କି ବିଦ୍ୟୁତ ସୁବିଧା ନାହିଁ

ସ୍କୁଲକୁ ରାସ୍ତା ତ ନାହିଁ, ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲରେ ଗୋଟିଏ ଖେଳପଡିଆ ନିର୍ମାଣ ପାଇଁ ଦୁଇଥର ବିଲ୍ ହୋଇଛି ।

Garbage dump in school
୪୫ ଲକ୍ଷ ଟଙ୍କାର ସ୍ମାର୍ଟସ୍କୁଲ, ହେଲେ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..

Second Marriage,New Rules
ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ସରକାରଙ୍କ ବିନା ଅନୁମତିରେ କରିପାରିବେନି ଦ୍ୱିତୀୟ ବିବାହ?

ଏଣିକି ଦ୍ୱିତୀୟ ବିବାହ କରିବା ପୂର୍ବରୁ ସରକାରଙ୍କ ନେବାକୁ ପଡ଼ିବ ଅନୁମତି। ଯେଉଁ ବିଭାଗରେ କାମ କରୁଥିବେ ସେଇ ବିଭାଗକୁ ଲିଖିତ ଆକାରରେ ଜଣାଇବାକୁ ଜାରି ହେଲା ନିର୍ଦ୍ଦେଶ। ଯଦି ନିୟମ ନମାନିବେ ତେବେ ଏଇ ସବୁ ସୁବିଧାରୁ ବଞ୍ଚିବା ହେବା ସହ ହୋଇପାରେ କାର୍ଯ୍ୟାନୁଷ୍ଠାନ..

Reels Video
କାଲି ମୁଁ ଏ ଦୁନିଆରେ ହୁଏତ ନଥିବି, କିନ୍ତୁ..

ରାତିରେ 'ଏମିତି ଏ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ରିଲ୍‌ କଲେ। ପୁଣି ଜୀବନର ସ୍ପନ୍ଦନ ଗୀତରେ ଭିଡ଼ିଓ ବି କଲେ। କିନ୍ତୁ ସକାଳୁ ପୋଖରୀରୁ ମିଳିଲା ଶବ। ବାପଘର ଲୋକଙ୍କ ଅଭିଯୋଗ, ରିଲ୍‌କୁ ନେଇ ଶାଶୂଘରେ ଥିଲା ଅଶାନ୍ତି । ହେଲେ ଶାଶୂଘର ଲୋକେ କହିଲେ ରାତିରେ ଘରୁ ପଳାଇଥିଲେ, ସକାଳୁ ଶବ ମିଳିଲା।

Family's Lone BreadWinner
ଠେଲାରେ ବରା ସିଙ୍ଗଡ଼ା ବିକ୍ରି କରୁଥିଲେ, ହେଲେ ମ୍ୟାଟ୍ରିକ୍‌ରେ ରଖିଲେ ୫୩୨ ନଂ

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Familys Lone BreadWinner
ଠେଲାରେ ବରା ବିକ୍ରି କରୁଥିଲେ, ମାଟ୍ରିକ୍‌ରେ ରଖିଲେ ୫୩୨...

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Hirakud Gate
ହୀରାକୁଦ ଛାଡ଼ିଲା ବନ୍ୟାପାଣି: 'ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରୁହ'

ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି।

Special story
ଗାଁକୁ ରାସ୍ତା ନାହିଁ କି ନଈ-ନାଳ ଉପରେ ପୋଲ ନାହିଁ : ରୋଗୀଙ୍କୁ ନଦୀ ପାର କରେଇବାକୁ ଦଉଡ଼ି ଭରସା

ଦୁର୍ଗମ ଅଞ୍ଚଳରେ ରହୁଥିବା ମଣିଷମାଙ୍କର କଣ ରାସ୍ତା କି ପୋଲ ଭଳି ମୌଳିକ ଭିତ୍ତିଭୂମି ସହ ବଞ୍ଚିବାର ଅଧିକାର ନାହିଁ?

BMC sealed
ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର

ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ।

Woman Swept Away In Salunki River
ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସି ଯାଇଥିଲେ, ୨ ଘଣ୍ଟା ପରେ...

ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Special story
ଉତ୍କଳ ହସ୍ପିଟାଲ CEO ନିଲମ୍ବିତ : ମହଙ୍ଗା ପଡିଲା ନିଯୁକ୍ତି କ୍ଷେତ୍ରରେ ଅଣ ଓଡ଼ିଆଙ୍କୁ ଅଗ୍ରାଧିକାର

ଉତ୍କଳ ହସ୍ପିଟାଲର ମ୍ୟାନେଜମେଣ୍ଟ ପକ୍ଷରୁ CEOଙ୍କୁ ସସପେଣ୍ଡ କରାଯାଇଛି ।

 tourists stranded in Nagabali
ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ

ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ବଢୁଛି ଆଶଙ୍କା।

  • Sunday, 17 July 2022
Special story
ଜନାର୍ଦ୍ଦନଙ୍କ ବାଡ଼ିରେ ସୁନାର ଫସଲ : ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ସପୁରୀ, ଲିଚୁ, ବାଦାମ

ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତି ଉଦ୍ୟାନ କୃଷି ସହିତ ମାଛଚାଷ କରି ସଫଳ ହେଉଛନ୍ତି ।

anand Mahindra on social media shares jugaad video of invisible staircase trending on internet
ଅଜବ ସିଡ଼ି ! କେବେ ବି ଦେଖିନଥିବେ...

ସିଡ଼ି ଅଛି ହେଲେ ଦୃଶ୍ୟମାନ ନୁହେଁ ! ଆଗରୁ କେବେ ଦେଖିନଥିବେ ଏହିପରି ଅଜବ ସିଡ଼ି..

Will quit politics if a single MLA loses polls
ସିନ୍ଦେଙ୍କ ଦମ୍ଭୋକ୍ତି: ଜଣେ ବିଧାୟ ହାରିଲେ ଛାଡ଼ି ଦେବେ ରାଜନୀତି?

ସିନ୍ଦେଙ୍କ ଦମ୍ଭୋକ୍ତି। କହିଲେ, ଦଳରୁ ଯଦି ଜଣେ ବିଧାୟକ ହାରିଯାଏ, ତାହାଲେ ଛାଡ଼ି ଦେବି ରାଜନୀତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ସେପଟେ ଦଳ କହିଲା...

WhatsApp delete feature
ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ଖବର, ଏଣିକି ଦୁଇଦିନ ପରେ...

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ଖବର, ଏଣିକି ଦୁଇଦିନ ପରେ ବି ଡିଲିଟ୍‌ କରିପାରିବେ ମେସେଜ୍‌...ଜାଣନ୍ତୁ ପୂରା ପ୍ରକ୍ରିୟା...

Villagers construct road
ପ୍ରଶାସନ ଗାଲରେ ଚାପୁଡା: ନିଜେ ଟଙ୍କା ଠୁଳ କଲେ, ଗାଁକୁ ପିଚୁ ରାସ୍ତା କଲେ...

ପ୍ରଶାସନ ଗାଲରେ ଶକ୍ତ ଚାପୁଡା। ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି...ଶେଷରେ ନିଜେ ନିଜେ ଟଙ୍କା ଠୁଳ କଲେ। ଗାଁକୁ ସୁନ୍ଦର ପିଚୁ ରାସ୍ତା କଲେ