ଆଖିରେ ଆଖିଏ ସ୍ୱପ୍ନକୁ ବାନ୍ଧି ରଖିଥିବା ମଣିଷ ଅତର୍କିତ ସାମ୍ନା କରେ ପ୍ରତାରଣାକୁ। ବୁଝିପାରେନି, କେତେବେଳେ ତା ହାତକୁ ଜାବୁଡି ଧରିଥିବା ହାତର ବନ୍ଧନ ଶିଥିଳ ହୋଇଯାଇଛି। ଆଉ ସେ କଥାକୁ ବୁଝୁ ବୁଝୁ ଜୀବନର ସାଥୀଟି ତାକୁ ମଝିରାସ୍ତାରେ ଛାଡି ଚାଲିଯାଇଥାଏ।
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା । ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ । ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର।
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ...ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା। ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ। ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର। ଦେଖନ୍ତୁ ଏଇ ଭିଡ଼ିଓ...