• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Balasore Woman

Science Vs Belief | Woman in Balasore resort to miracle to save son
ପୋଖରୀରେ ବୁଡି ମଲା ପୁଅ: ବଂଚାଇବା ଲାଗି ଠାକୁରାଣୀଙ୍କ ପାଖରେ ପୂଜା କରୁଛି ମାଆ

ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ

Reels Video
କାଲି ମୁଁ ଏ ଦୁନିଆରେ ହୁଏତ ନଥିବି, କିନ୍ତୁ..

ରାତିରେ 'ଏମିତି ଏ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ରିଲ୍‌ କଲେ। ପୁଣି ଜୀବନର ସ୍ପନ୍ଦନ ଗୀତରେ ଭିଡ଼ିଓ ବି କଲେ। କିନ୍ତୁ ସକାଳୁ ପୋଖରୀରୁ ମିଳିଲା ଶବ। ବାପଘର ଲୋକଙ୍କ ଅଭିଯୋଗ, ରିଲ୍‌କୁ ନେଇ ଶାଶୂଘରେ ଥିଲା ଅଶାନ୍ତି । ହେଲେ ଶାଶୂଘର ଲୋକେ କହିଲେ ରାତିରେ ଘରୁ ପଳାଇଥିଲେ, ସକାଳୁ ଶବ ମିଳିଲା।

Reels Video
ଏମିତି ଏ ସମୟ ବଦଳେଇ ଦେଲା ପରିଚୟ ଗୀତରେ ରିଲ୍‌ କରୁଥିଲେ....ଏବେ ପୋଖରୀରୁ ମିଳିଲା ଶବ

ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍‌ରେ ରିଲ୍‌ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।