ହେଲେ ହାତ ଲଗାଇ ପାରୁନି ଗ୍ରାହକ
ଏବେବି ଚିକିତ୍ସିତ ହେଉଛନ୍ତି ୬୦ରୁ ଅଧିକ ଆକ୍ରାନ୍ତ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ
ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍ ବସ୍...
କ୍ଷୀର ବାହାରିବାର କାରଣ ଜଣାପଡ଼ିନଥିବା ବେଳେ, ବାବା ଭୋଳାନାଥଙ୍କ ଏହା ଏକ ଲୀଳା ବୋଲି କହୁଛନ୍ତି ଭକ୍ତ
ଓଡ଼ିଶାରେ ମଧ୍ୟ ଅଙ୍ଗୁର ଚାଷ ହୋଇପାରିବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଅଟୋ ଡ୍ରାଇଭର। ସେ ନିଜ ଛାତ ଉପରେ ଫଳାଇଛନ୍ତି ନେନ୍ଥା ନେନ୍ଥା ଅଙ୍ଗୁର।
ତୋ ରାଲି ତୋ ପାଖରେ ରଖ୍। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?
ପଶୁ ପରି ବଞ୍ଚୁଛନ୍ତି ଚାଷୀ। ନବୀନ ବାବୁଙ୍କ ଗଣତି ପୂର ଭୁଲ୍....ଚାଷୀ ଉତ୍ପାଦନ କରିବ ସରକାର ବାହାବାହା କାହିଁକି ନେବେ? ଗୃହରେ ଶାସକ ଦଳର ନେତା ଆସୁନାହାନ୍ତି ଆଉ ବିଧାୟକ ଆସିଲେ ନଆସିଲେ ପଚାରେ କିଏ? ଶୁଣନ୍ତୁ କଂଗ୍ରେସ ଦଳ ସମ୍ପର୍କରେ କଣ କହିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର
ଦୁର୍ନୀତିର ସୀମା ପାର୍...ଦିନଦ୍ୱିପ୍ରହରେ ଦର୍ପଣ ଦେଖାଇ ଦର୍ପଣ ତହସିଲରୁ ଲୁଟ୍ ହେଉଛି ମାଙ୍କଡ଼ାପଥର ଓ ମୋରମ। ବାହାରକୁ କୋଟି କୋଟି ଟଙ୍କାରେ ଚୋରା ଚାଲାଣ ହେଉଛି ପଥର...ଦିନ ହେଉ କି ରାତି...ସବୁବେଳେ ଚାଲିଛି ଏମିତି ଚାଲାଣ। ସବୁ ଜାଣି ପ୍ରଶାସନ୍ ଚୁପ୍ ବସିଛି
ଗାଁ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ବିଦେଶରେ ଚାକିରି ଛାଡ଼ିଦେଲେ । ଏବେ ଓଡ଼ିଶାକୁ ଫେରି କୁକୁଡ଼ା ଓ ଛେଳି ଚାଷ କରୁଛନ୍ତି। ୧୨ ଏକର ଜମିକୁ ଲିଜ୍ ନେଇ ଚାଷ ଆରମ୍ଭ କରିଥିଲେ ଦେବଜାନୀ...ଆଉ ଏଇଠି ଆରମ୍ଭ ହୋଇଥିବା ଡି.କେ ଫାର୍ମ...
କଳାକାରଙ୍କ ସହ ଦିନେ ମଞ୍ଚରେ ଅଭିନୟ ସମୟରେ ନାଚୁଥିଲେ ସ୍ୱାମୀ। ଆଉ ନାଚିବାର ଭିଡ଼ିଓ ମୋବାଇଲରେ ଦେଖିବା ପରେ ତାଙ୍କୁ ସନ୍ଦେହ କରିଥିଲେ ସ୍ୱାମୀ। ଦେଖନ୍ତୁ ଏହା ପରେ ହେଲା କଣ?
ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ୨୦୨୨ ରେ ସ୍ଥାନ ପାଇଛନ୍ତି ।
ସ୍କୁଲ ପିଲାଙ୍କ ଦୁଃଖ କାହାଣୀ। ପଢିବାକୁ ଗଲା ବେଳେ ପାଣି ନଥିଲା ହେଲେ ଫେରିବା ବେଳେ ନାଳ ପାଣିରେ ଭର୍ତ୍ତି ଥିଲା। ସାଇକେଲ ନେଇ ଆସିବାକୁ ଚେଷ୍ଟା କଲେ କିନ୍ତୁ ସାଇକେଲ ଭାସିଗଲା...ଉପାୟ ନପାଇ ନାଳ ସେପଟେ ଗ୍ୟାରେଜ୍ରେ ଡରି ଡରି କାଟିଲେ ରାତି।
ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ...
ପୁଣି ଚର୍ଚ୍ଚାରେ ମମତା ଦିଦି। ସେଦିନ ଗୁପ୍ଚୁପ୍ ବିକିଥିଲେ, ଏବେ ପୁଣି ରାସ୍ତା କଡରେ ସୁଆଦିଆ ମୋମୋ ଛାଣିଲେ। ଖାଇବାକୁ ରାସ୍ତାରେ ଲାଗିଲା ଲମ୍ବା ଲାଇନ୍...ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଆଲୋ ଆଲୋ...ବୁନୁଭାଇଙ୍କ ହାତରେ ଏଡେ ଏଡେ ରସଗୋଲା ଦେଲା କିଏ? ସେପଟେ କଣ ମେୟର ମାଡାମ କହିଲେଣି ମିଠା ଦେଖି କାହା ପାଟିରେ ଲାଳ ନଆସିବ ଯେ? ହଁ ସେଇ ମିଠା ଖାଇବା ପାଇଁ ତ କଂଗ୍ରେସ ଛାଡ଼ି ବିଜେଡି ଆଇଲ....
ଚୁକ୍ତିନାମା କରାଇଛନ୍ତି ଦମ୍ପତିଙ୍କ ସାଙ୍ଗମାନେ । ସୋସିଆଲ ମିଡିଆରେ ଚୁକ୍ତିର ୪ କୋଟି ଭିୟୁ ।
ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।
ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ
ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି।
ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା..ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍ରେ ଫସିରହିଗଲେ ସ୍କୁଲ୍ ପିଲା ।
ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍ ଖେଦି ଆସିଲା ଦନ୍ତା । ବାସ୍ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା।
ବିଜେପି ଓ ବିଜେଡ଼ି ଭିତରେ କିଛି ପାର୍ଥକ୍ୟ ନାହିଁ। ଚିହ୍ନ ଦୁଇଟା କିନ୍ତୁ ଦଳ ଗୋଟିଏ...ଜଣେ ଓଡିଆ ନେତ୍ରୀଙ୍କୁ କାହିଁକି ଭୋଟ୍ ଦେବେନି କଂଗ୍ରେସ ନେତା? ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର...
ଜୀବନ ଯାକ ତ ରାଲି କଲୁ। କେତେ ଟଙ୍କା ରୋଜଗାର କରିଛୁ କହିଲୁ? ଗୋଟିଏ ପ୍ରସ୍ତାବ ଆସିଲେ ମୁଁ କଣ ତୋ ରାଲି କଥା କହିବି? ତତେ ବାହା ହେବ କିଏ?