/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658141210.jpg)
Snake Resued
ଓ୍ୱାସିଂ ମେସିନ୍ ତଳେ ୬ ଫୁଟ ଲମ୍ବର ରଣା ସାପ । ବରଗଡ଼ ଜିଲ୍ଲା ଅମ୍ବାପାଲି ଗାଁର ଅଜିତ ସେଠଙ୍କ ଘରୁ ଆଜି ଏଭଳି ଏକ ବିରାଟ ରଣା ସାପକୁ ଉଦ୍ଧାର କରାଯାଇଛି । ଗତକାଲି ରାତି ପ୍ରାୟ ୮ଟା ବେଳେ ଅଜିତ୍ଙ୍କ ଓ୍ୱାସିଂ ମେସିନ୍ ତଳେ ଏଇ ବିଷଧର ରଣା ସାପଟିକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଫଳରେ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ରମଣ ବାଗ୍ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ଗାଁଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।
Advertisment
#ୱାସିଂ_ମେସିନ୍_ତଳେ_ବିରାଟ_ରଣା_ସାପ
ବରଗଡ଼ ଜିଲ୍ଲା ଅମ୍ବାପାଲି ଗାଁର ଅଜିତ ସେଠଙ୍କ ଘରୁ ଏଭଳି ଏକ ବିରାଟ ରଣା ସାପକୁ ଉଦ୍ଧାର କରାଯାଇଛି#SnakeRescued#Bargarhapic.twitter.com/puWjO14zFj— ଓଟିଭି (@otvkhabar) July 18, 2022
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)