• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha to pray for him & bless him so that he returns to his family: Aparajita Mohanty
‘ବାବୁସାନକୁ ବ୍ଲାକମେଲିଂ କରାଯାଉଥିଲା’

OTVକୁ ଅପରାଜିତା ମହାନ୍ତିଙ୍କ EXCLUSIVE ପ୍ରତିକ୍ରିୟା, କହିଲେ ବାବୁସାନଙ୍କ କଲ୍ ରେକର୍ଡ ଯାଞ୍ଚ ହେଉ...

Carcass of 2 more elephants found in Dhama forest range; Crime Branch STF seizes the carcasses Odish
ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ଠାବ

ପୁଣି ଦୁଇଟି ହାତୀ କଙ୍କାଳ ଠାବ....

News Fuse
ଆଲୋ ଇଏ କଣ? ସ୍କୁଲରେ ପାଠ ନପଢି ଭଙ୍ଗାଭଙ୍ଗି କାହିଁକି କଲେ?

ଆଲୋ ଆଲୋ ଏଇ ପିଲାଏ ଦୁବାଇ ଯିବେ ନା କଣ? ଆଉ ନୁହେଁ ତ କଣ? ଦେଖୁନୁ ସ୍କୁଲରେ ପିଲାମାନେ ପାଠ ନପଢି କେମିତି ଶାବଳ ଧରି ଖୋଳି ପକାଉଛନ୍ତି କ୍ଲାସ୍‌ ରୁମ୍‌...ନାରଣ ଏଇ ସବଜେକ୍ଟ ଟା କୋଉ ପିରିୟଡ୍‌ର?

Waste Clothes
ବିଚିତ୍ର ଅନଲାଇନ୍‌ ମାର୍କେଟିଂ...ଗୋଟିଏ ମଗାଇଲେ ଆସୁଛି ଆଉଗୋଟେ...

ଏ ଅନଲାଇନ୍‌ ମାର୍କେଟିଂକୁ ସାବଧାନ। ଗୋଟିଏ ମଗାଇଲେ ଆସୁଛି ଆଉ ଗୋଟେ...ଗୋଲାପ ମଗାଇଲେ ଗେଣ୍ଡୁ...ବାସନ ମଗାଇଲେ ପହଞ୍ଚୁଛି ଖଟ..ଦେଖନ୍ତୁ ଏଇ ଭିଡ଼ିଓ

Special story
ବାବୁସାନ୍‌ଙ୍କ ପାଇଁ ଅପରାଜିତାଙ୍କ ଆଖିରେ ଲୁହ : ମିଡିଆ ମାଧ୍ୟମରେ ନିବେଦନ, ଫେରିଆ ପୁଅ

ପୁଅ ବାବୁସାନଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମାଆ ଅପରାଜିତା ।

Special story
ପାଇଖାନା ନିର୍ମାଣରେ ଘୋଟାଲା : ଶୌଚ ହେବା ପରିବର୍ତ୍ତେ ଜାଳ ରଖୁଛନ୍ତି ଲୋକେ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତରେ ପାଇଖାନା ଘୋଟାଲା ।

Villagers forced to Vacate Native Place
ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ; ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ

କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି । କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି।

Special story
ପାଠ ନଆସିବାରୁ ନିର୍ଧୁମ ମାଡ଼ : ଶିକ୍ଷକଙ୍କ ବେତ ପାହାରରେ ୧୪ ଛାତ୍ରଛାତ୍ରୀ ଆହତ

ଉତ୍ତର ଦେଇ ନପାରିବାରୁ ପିଲାଙ୍କୁ ନିର୍ଘାତ ମାଡ଼ ମାରିଲେ ଶିକ୍ଷକ ।

Rice Packets
ମଧ୍ୟାହ୍ନ ଭୋଜନ ମହାଘୋଟାଲା ପାର୍ଟ-୪; ୫୦ କେଜି ବସ୍ତାରେ ରହୁଛି ୪୭ କେଜି ଚାଉଳ

ମନ ଇଛା ବିନା ଓଜନରେ ଯୋଗାଣ ବିଭାଗ ଚାଉଳ ପକାଇ ଚାଲି ଯାଉଛି । ସ୍କୁଲରେ ଓଜନ କରିବା ପାଇଁ ବ୍ୟବସ୍ଥା ନଥିବାରୁ ସମସ୍ତେ ନାଚାର । ଜିଲ୍ଲାର କୋଇଡା ବ୍ଳକ୍‌ରେ ବି ଛାତ୍ରଛାତ୍ରୀଙ୍କ ମିଡ୍ ଡେ ମିଲ୍‌ରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି ।

Villagers suspect family members of practising black magic, ostracise it
ଗୁଣି ସନ୍ଦେହରେ ନିଆଁପାଣି ବାସନ୍ଦ, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଚେତାବନୀ

ଗୁଣି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି। ପାଞ୍ଚ ବର୍ଷ ପୂର୍ବେ ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

Teacher beats up class 4 student mercilessly in Boudh
ମାଡ଼ ମାରି ନୋଳା ଫଟେଇ ଦେଲେ ସାର୍‌

ଛାତ୍ରଟିର ପିଠି, ଜଙ୍ଘ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଛାତ୍ର ଜଣକ ଗୀତ ଲେଖି ନପାରିବାରୁ  ଶିକ୍ଷକ ରାଗରେ ମାଡ଼ ମାରିଥିବା ଅଭିଯୋଗ।

Special story
ଅନଲାଇନ ସପିଂରେ ଠକେଇ : ଅର୍ଡର କରିଥିଲେ ବନାରସୀ ଶାଢୀ, ଆସିଲା ଚିରାଫଟା କପଡା

କାଳ ହେଲା ଅନଲାଇନ୍‌ ଅର୍ଡର। ମଗାଇଥିଲେ ବନାରସି ଶାଢୀ, ହେଲେ ପ୍ୟାକେଟ୍‌ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।

special report
‘ତୃପ୍ତିଙ୍କ ବିରୋଧରେ ମୁଁ ଲିଗାଲ ଆକ୍ସନ ନେବି’

‘ମୋତେ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍‌ କଲେ ’

ସବୁ ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ...ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ

କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି....କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି। ଦେଖନ୍ତୁ ନିଜ ପୈତୃକ ଘର ଛାଡିବା ପରେ କେମିତି କାନ୍ଦୁଛନ୍ତି ଗାଁ ଲୋକେ...

Death trap lies on road to crematorium ground in Binika
ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ ଶବ କାନ୍ଧେଇ ଗଲେ ନିଜର ବି ଚାଲିଯାଇପାରେ ଜୀବନ...

ବାହାରୁ ବେଶ୍‌ ଚକ୍‌ଚକ୍‌, ହେଲେ ଭିତର ପୂରା ଫମ୍ପା। ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ...ଶବ କାନ୍ଧେଇ ଗଳା ବେଳେ ଟିକିଏ ଅନ୍ୟମନସ୍କ ହେଲେ ନିଜର ଚାଲିଯାଇପାରେ ପ୍ରାଣ। ୪ ମାସର କାମକୁ ୫ ବର୍ଷ ହେଲାଣି କରାଯାଉଛି। କିନ୍ତୁ କାମ ସରୁନି । ବର୍ଷାରେ ତିନ୍ତିତିନ୍ତି ଶବଦାହ କରୁଛନ୍ତି ଲୋକେ...ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, କେମିତି ଚାଲିଛି ଶବଦାହ

ENews- Meet singing sensation Sohani Mishra
ମୌସୁମ୍‌ ଦେଖି ମନ କହୁଛି.... ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା...

ଓଡ଼ିଆଠୁ ବେଙ୍ଗଲୀ...ସବୁ ଭାଷାରେ ଗାଆନ୍ତି ପୂରା ମସ୍ତ ଗୀତ। ମୌସୁମ ଦେଖି ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ଗୀତ ଗାଇଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର। ଶୁଣିନିଅନ୍ତୁ ଏଇ ସବୁ ସୁନ୍ଦର ସୁନ୍ଦର ଗୀତ

The Great Odisha Political Circus- Watch special episode on govt officials
ଆମେ ସରକାରୀ ଅଫିସର...ଜମାରୁ ମିଛ କହୁନୁ...

ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍‌ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?

Gautam Adani becomes world\'s 4th richest person toppling Bill Gates
ବିଶ୍ୱର ଶ୍ରେଷ୍ଠ ଧନୀ....ନମ୍ବର ୪ରେ ଆଦାନୀ...

ବଢୁଛି ଆଦାନୀଙ୍କ ସମ୍ପତ୍ତି। ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ରେକର୍ଡ କଲେ ଆଦାନୀ। ବିଶ୍ୱର ୪ ନମ୍ବର ଶ୍ରେଷ୍ଠ ଧନୀ ତାଲିକାରେ ଲେଖାଇଲେ ନିଜର ନା...ଦେଖନ୍ତୁ ଆମ୍ବାନୀଙ୍କ ସ୍ଥାନ କେଉଁଠି?

Apana Eka Nuhanty- Youth undergoing unbearable pain for abnormal muscle growth on tongue
ବଢିବାରେ ଲାଗିଛି ଜିଭର ମାଂସ...ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୁକ

ସମୟ ଗଡୁଛି, ଯନ୍ତ୍ରଣା ବଢୁଛି ଆଉ ରୋଗ ବି ମାଡୁଛି। ଜିଭରେ ଭୟଙ୍କର ଭାବରେ ବଢୁଛି ମାଂସ ପିଣ୍ଡୁଳା...ଖାଇପାରୁନାହାନ୍ତି କି ଭଲରେ କଥା ବି କହିପାରୁନାହାନ୍ତି। ବାପା କାମ କଲେ ଘର ଚଳିବ..ସେଇଠି ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ଆସିବ କେଉଁଠୁ? ସରକାର ମତେ ଭଲ କରିଦିଅନ୍ତୁ ବୋଲି ହାତ ଯୋଡି ବିନତି କରୁଛନ୍ତି ସୁକଦେବ

Temple Run game in reality- Indian road that has close resemblance to game scenario
ଏଇଠି ରିଲ୍‌ରେ ନୁହେଁ ବରଂ ରିୟଲ ଲାଇଫ୍‌ରେ ଖେଳିପାରିବେ ଟେଂପଲ ରନ୍‌ ଗେମ୍‌....

ଏଇଠି ରିଲ୍‌ରେ ନୁହେଁ ବରଂ ରିୟଲରେ ଖେଳିହେବ ଟେଂପଲ ରନ୍‌ ଗେମ୍‌। ଥରେ ଏଇ ରାସ୍ତାରେ ଯିଏ ଆସିଛି ସିଏ ଜାଣିଛି...ଟିକିଏ ଏପଟ ସେପଟ ହେଲେ ସିଧା ନାଳ ଭିତରେ। ଦେଖନ୍ତୁ ଏଇ ଭିଡ଼ିଓ

Journey from Rairangpur to Raisina Hill- A look at President-elect Draupadi Murmu\'s life
ପାଠ ପଢିବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମାସକୁ ମିଳୁଥିଲା ମାତ୍ର ୧୦ ଟଙ୍କା !

ବେଶ୍ ସଂଘର୍ଷମୟ ଥିଲା ଦ୍ରୌପଦୀଙ୍କ ପିଲାଦିନ। ପାଠ ପଢିବାକୁ ବାପା ଦେଉଥିଲେ ମାସକୁ ମାତ୍ର ୧୦ ଟଙ୍କା। ସେଇଥିରେ ପଢାଖର୍ଚ୍ଚ ସହ...ଭୁବନେଶ୍ୱରରେ ପାଠ ପଢୁଥିଲେ ବି ବୁଲିପାରୁନଥିଲେ ରାଜଧାନୀର ବଜାର...ସଚ୍ଚିବାଳୟରେ ଚାକିରି କଲେ କିନ୍ତୁ ଏଇ କାରଣ ପାଇଁ ଛାଡ଼ିଦେଲେ...ଜାଣନ୍ତୁ କେତେ ସଂଘର୍ଷମୟ ଥିଲା ଦ୍ରୌପଦୀ

Yojanara Na Hariloot-Rs 5 cr for road construction embezzled by govt officials in Kendrapara
ଇଏ କାଳେ ୫କୋଟିର ରାସ୍ତା? ସରକାରୀ ବାବୁ-ଠିକାଦାର ମିଶି ଖାଇଦେଲେ କୋଟି କୋଟି ଟଙ୍କା

ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ

Elderly woman suffering from leprosy ostracised by villagers - OTV special story
ରୋଗ ପାଇଁ...୨୦ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ

କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ କଷ୍ଟ...ଜଣେ ଯୁବକ କେତେବେଳେ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ଭୋକ ଉପାସରେ ଜଙ୍ଗଲେ ପଡ଼ିଛନ୍ତି କର୍ପୁର...ଦେଖନ୍ତୁ ୨୦ ବର୍ଷ ହେଲାଣି ଜଙ୍ଗଲରେ କେମିତି କଟୁଛି ଜୀବନ

News Fuse। No roof in Gajapati\'s Kashinagar school, students study under open sky
ଏଇ ସ୍କୁଲରେ ପଢିଲେ ସିଧା ପିଲାଏ ଦେଖିବେ ସୌରମଣ୍ଡଳ...

ମୋ ବୋଉଲୋ...ଏଇଟା ସ୍କୁଲଟି? ମାରିଦେଲୁରେ ନାରଣ ତୁ....ଆଲୋ ଆଲୋ ଏଇଠି ଆଜବେଷ୍ଟ ଗଲା କୁଆଡ଼େ? ନାଇଁରେ ଏଇଠି ବିଜ୍ଞାନ ପଢିଲେ ପିଲାଏ ପରା ସୌରମଣ୍ଡଳ ଲାଇଭ୍‌ ଦେଖିବେ।

Costly Fish
ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ ! ଜାଲରେ ପଡ଼ିଲା ୩୨ କିଲିଆ ତେଲିଆ ମାଛ

 ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।