• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Beach erosion
ଭୟଙ୍କର ହେଲାଣି ପୁରୀ ସମୁଦ୍ର...ଗର୍ଜନ କରି ଗାଁ ଭିତରକୁ ମାଡ଼ି ଆସୁଛି..

ଉଗ୍ରରୂପ ଧାରଣ କଲାଣି ପୁରୀ ସମୁଦ୍ର। ଘୋ ଘୋ ଗର୍ଜନ କରି ମାଡ଼ି ଆସୁଛି କୂଳକୁ...ଜୁଆର ମାଡରେ ଭାସିଯାଉଛି ବାଲିବସ୍ତା....ଝାଉଁ ଜଙ୍ଗଲକୁ ନିଜ ଗର୍ଭକୁ ନେବା ଉପରେ ସମୁଦ୍ର...ସେପଟେ କେଉଟଜଙ୍ଗାରେ ଖୋଳି ହୋଇଗଲାଣି ମୁହାଣ। ଚିନ୍ତାରେ ଅଂଚଳବାସୀ...

scared of injection
ଇଂଜେକସନ୍‌ ଦେଖି ଭୋ ଭୋ କାନ୍ଦିଲେ ପୋଲିସ ବାବୁ, ଭାଇରାଲ ହେଲା ଭିଡ଼ିଓ...

ଇଂଜେକସନ୍‌ ନେବାକୁ ମେଡ଼ିକାଲରେ ପହଞ୍ଚିଲେ ପୋଲିସ ବାବୁ। ଡାକ୍ତର ଇଂଜେକସନ୍‌ ନେଇ ଆସିଲା ବେଳକୁ ଭୋ ଭୋ ହୋଇ କାନ୍ଦିଲେ ପୋଲିସ ବାବୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

Badambadi bus stand
କାଳେ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ….ଛି ଛି ଛି...

ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ..ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ..

Divyang Siblings
ପରିବାରର ବୋଝ...କଅଁଳ କାନ୍ଧରେ ବୋହୁଛି ଭାଇ-ଭଉଣୀଙ୍କ ଦାୟିତ୍ୱ...

ଯେଉଁ ବୟସରେ କାନ୍ଧରେ ବହିବସ୍ତାନୀ ବୋହିବା କଥା ସେଇ ବସୟରେ କାନ୍ଧରେ ବୋହୁଛନ୍ତି କାଠ । ହାତରେ କଲମ ଧରିବା ପରିବର୍ତ୍ତେ ଧରୁଛନ୍ତି ଖଡ଼ିକା। ମାଆ ଅନ୍ୟ କାହା ସାଙ୍ଗରେ ପଳାଇଲା, ବିଲାରେ କାମ କରୁ କରୁ ବାପା ଚାଲିଗଲେ। ଦିବ୍ୟାଙ୍ଗ ଭାଇ ଓ କୁନି ଭଉଣୀର ବୋଝ ଏବେ କୁନି ଝିଅ ସନ୍ତୋଷୀଙ୍କ ଉପରେ। ପ୍ରଶାସନିକ ସାହାଯ୍ୟ ମିଳିଲେ ଆଗକୁ ପାଠ ପଢିବେ ବୋଲି କହୁଛନ୍ତି ସନ୍ତୋଷୀ.

Konark Puri Marine Drive
ମାଡ଼ି ଆସୁଛି ସମୁଦ୍ର ! ବିପଦ ଶଙ୍କୁଳ ଅବସ୍ଥାରେ କୋଣାର୍କ-ପୁରୀ ବେଳାମାର୍ଗ

ଗର୍ଜନ କରି ମାଡ଼ି ଆସୁଛୁି ସମୁଦ୍ର ଜୁଆର । କୂଳ ଲାଙ୍ଘିବାକୁ ବସିଲାଣି ସମୁଦ୍ର । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ଆକର୍ଷଣ କୁହାଯାଉଥିବା କୋଣାର୍କ ପୁରୀ ବେଳାମାର୍ଗ ନଷ୍ଟ ହେବାକୁ ବସିଲାଣି ।

Kiit Land Scam
କିଟ୍ ନାଁରେ ପୁଣି ସରକାରୀ ଜମି ହଡପ ଅଭିଯୋଗ: ଜଳାଶୟ ପୋତି ନିର୍ମାଣ କରୁଛି କୋଠା

ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?

Cuttack Road
କଟକରେ ରାସ୍ତା ଅବସ୍ଥା ଶୋଚନୀୟ, ମେୟରଙ୍କ କରୁଛନ୍ତି ଚିରାଚରିତ ଯୁକ୍ତି

ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ ।

Building Collapsed
ଭୁଶୁଡିଲା ନିର୍ମାଣାଧୀନ ଛାତ, ଚାପି ହୋଇରହିଥିଲେ ଶ୍ରମିକ

ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

Women Driver
ଚୁଲି ମୁଣ୍ତରୁ ଟ୍ରକ୍‌ ଷ୍ଟେରିଂ, ଭାଇରାଲ ହେଲା ଭିଡ଼ିଓ..

ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ..

GST on Mudhi
'ବ୍ରିଟିଶ୍‌ ଲୁଣ ଉପରେ କର ଲଗାଇଲେ, ଆଉ ଏ ସରକାର ମୁଢ଼ି ଉପରେ'

ମୁଢି ଉପରେ ଲାଗିଲା ଜିଏସ୍‌ଟି । ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଚିନ୍ତାରେ ମୁଢି ବ୍ୟବସାୟୀ । ଲୋକେ କହୁଛନ୍ତି ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..

Doctor Arrested By Vigilance Video Goes Viral
ଭାଇରାଲ୍‌ ହେଉଛି ଲାଞ୍ଚୁଆ ଡାକ୍ତରଙ୍କ ରସିକିଆ ରିଲ୍ସ

ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

Dead mother Cobra with 14 live babies found from septic tank
ଛୁଆ ଆଗରେ ଭୋକରେ ଛଟପଟ ହୋଇ ମରିଗଲା ନାଗୁଣୀ

ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ।

Student given expired medicine at private hospital in Odisha
ଅସୁସ୍ଥ ହେବାରୁ ହସ୍ପିଟାଲ୍‌ ଗଲେ, ହେଲେ ଏକ୍ସପାଏରୀ ମେଡିସନ୍‌ ଖାଇ ପୁଣି ଭର୍ତ୍ତି ହେଲେ

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

Sugarcane Juicer
ୟୁଟ୍ୟୁବ୍‌ ଦେଖି ତିଆରି କଲେ ମେସିନ୍‌; ୩ ମାସ ଯାଏଁ ସତେଜ ରହୁଛି ଜୁସ୍‌

ଦେଶୀ ମେକାନିକ୍‌। ୟୁଟ୍ୟୁବ୍‌ ଦେଖି ଦେଖି ତିଆରି କଲେ ଆଖୁ ଜୁସ୍‌ ମେସିନ୍‌ । ଏଇ ମେସିନ୍‌ରେ ତିଆରି ହେଉଥିବା ଜୁସ୍‌ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରା ୧୨ ସପ୍ତାହ ପର୍ଯ୍ୟନ୍ତ ରହିବ ସତେଜ୍‌ । ଜାଣନ୍ତୁ ଏଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଥିବା ମେସିନ୍‌କୁ..

Women Driver
ଟ୍ରକ୍‌ ଚଲାଉଥିବା ମହିଳାଙ୍କ ଭିଡିଓ ଛାଡ଼ିଲେ ଆଇଏଏସ୍‌ ଅଫିସର୍

ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ...

Sugarcane Juicer
YouTube ଦେଖି ତିଆରି କଲେ ଜୁସ୍‌ ମେସିନ୍‌...୩ ମାସ ପର୍ଯ୍ୟନ୍ତ ଖରାପ ହେଉନି ଜୁସ୍‌

ୟୁଟ୍ୟୁବ୍‌ ଦେଖି ଜୁସ୍‌ ମେସିନ୍‌ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍‌ ମେସିନ୍‌ ନୁହେଁ ବରଂ ଆଖୁ ଜୁସ୍‌ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍‌ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍‌ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍‌ ଚର୍ଚ୍ଚା ଚାଲିଛି ।

Modern day Shravan Kumar
କଳିଯୁଗର ଶ୍ରବଣ କୁମାର : ବାପାମା’ଙ୍କୁ ଭାରରେ ବସାଇ ୧୦୫ କିମି କାଉଡ଼ି ଯାତ୍ରାରେ ପୁଅ

ପୁଅ ହେବ ତ ଏମିତି ! ଶ୍ରାବଣ ମାସରେ କାନ୍ଧରେ କଳସ ନୁହେଁ ବରଂ ବାପା-ମାଆଙ୍କୁ ଭାରରେ ବୋହି ୧୦୫ କିମି ଯାତ୍ରାରେ ବାହାରିଛନ୍ତି ପୁଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

GST on Mudhi
ମୁଢିରେ ଲାଗିଲ GST .ମୁଢି ବେପାରୀଙ୍କୁ ଭେଟିଲା ଓଟିଭି...

ମୁଢି ଉପରେ ଲାଗିଲା ଜିଏସ୍‌ଟି। ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା...ଚିନ୍ତାରେ ମୁଢି ବ୍ୟବସାୟୀ। ଲୋକେ କହୁଛନ୍ତି....ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..

News Fuse
ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ, ପୋଲିସଠୁ ତଣ୍ଟିଆ ଖାଇଲେ...

ମୋ ବୋଉଲୋ...ଇଏ ତଣ୍ଟିଆ ଯିଏ ଖାଇବ ତା’ ଷଣ୍ଢା ଥିବ ତ ଆଉ? ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ହେଲେ ଇଏ ଯୋଉ ତଣ୍ଟିଆ ଖାଇଲେ ସେଥିରେ ବେକ ରହିବ ତ?

6 Injured As Onion Laden Truck Overturns In Baripada
ମରଣଯନ୍ତା ପାଲଟିଛି ଘାଟି ରାସ୍ତା: ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

Odisha Govt To Open Ration ATM Soon
ଓଡ଼ିଶାରେ ଖୋଲିବ ରାସନ୍ ATM, ଟଙ୍କା ବଦଳରେ ବାହାରିବ ରାସନ୍‌

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ। 

Special story
ତଳକୁ ଖସୁନି କ୍ରାଇମ୍ ଗ୍ରାଫ୍ : ରାଜ୍ୟରେ ୨୦୨୦ ତୁଳନାରେ ୨୦୨୧ରେ ବଢ଼ିଛି ଅପରାଧ

ଗୃହ ବିଭାଗ ପକ୍ଷରୁ ଜାରି ଶ୍ୱେତପତ୍ର -୨୦୨୧ରେ ତଥ୍ୟ ପ୍ରକାଶ

IT Hub Odisha
ଏଥର ଓଡ଼ିଶା ପାଲଟିବ ତ IT ହବ୍ ? ନୂଆ IT ନୀତିିକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।

Special story
ଗାଁକୁ ଗଲାନି ଆମ୍ବୁଲାନ୍ସ : ଖଟିଆରେ ବୁହା ରୋଗୀ ଡାକ୍ତରଖାନାରେ ମୃତ ଘୋଷିତ

ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା, ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା