• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Garbage Dump

Garbage
କୁଢ଼ କୁଢ଼ ଅଳି୍ଆ, ଯୋଗାଯୋଗ ବିଚ୍ଛିନ୍ନ

ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା ଗାଁରେ।

Garbage Dump
ଶ୍ରୀକ୍ଷେତ୍ରରେ ଅଳିଆ ପାହାଡ଼; ଜମି ରହିଛି ୫୦ ଫୁଟର ଆବର୍ଜନା

ପୁରୀ ବଳିଆ ପଣ୍ଡାରେ ଅଳିଆ ପାହାଡ । ପ୍ରାୟ ୮ ଏକର ଜମିରେ ଗଦା ହୋଇଛି ଆବର୍ଜନା । ବର୍ଷ ବର୍ଷ ଧରି ସହରର ଅଳିଆ ଆବର୍ଜନା ଏଠାରେ ପକାଯାଉଛି । ଆଉ ଏହା ଜମି ଜମି ଏକ ପାହାଡର ରୂପ ନେଇଛି । ଏଥିରୁ ବାହାରୁ ଥିବା ପ୍ରବଳ ଗନ୍ଧ ସହ ଧୂଆଁ ଯୋଗୁଁ ପ୍ରଭାବିତ ହେଉଛନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ । ଅନେକ ଆର୍ବଜନା ଧୂଆଁ ଯୋଗୁଁ ଅସୁସ୍ଥ ମଧ୍ୟ ହୋଇଥିବାର ସୂଚନା ରହିଛି ।

Puri’s Balia Panda area
ଶ୍ରୀକ୍ଷେତ୍ରରେ ଅଳିଆ ପାହାଡ଼; ଜମି ରହିଛି ୫୦ ଫୁଟର ଆବର୍ଜନା

ଅଳିଆ ଗଦାର ସ୍ଥାନାନ୍ତର ପାଇଁ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ ସ୍ଥାନୀୟ ଜଣେ ଆଇନଜୀବୀ । ଅନ୍ୟପକ୍ଷରେ ଖୁବଶୀଘ୍ର ଆବର୍ଜନାକୁ ପ୍ରୋସେସିଂ କରାଯାଇ ଏହାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ପୁରୀ ମ୍ୟୁନିସିପାଲିଟିର ଅଧିକାରୀ ।

Garbage dump in school
୪୫ ଲକ୍ଷ ଟଙ୍କାର ସ୍ମାର୍ଟସ୍କୁଲ, ହେଲେ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..