କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ।
ଘରେ ଏମିତି ଯଦି ମୁରବୀ ଥିବେ କୋଉ ପୁଅ ଅବା ବାଟ ହୁଡ଼ିବ । ଦେଖନ୍ତୁ ଜଣେ ବାପାଙ୍କ ଅନୁଶାସନକୁ... ପୁଅର ସାର୍ଟକୁ ଧରି ବିଚ୍ ରାସ୍ତାରେ ଟାଣିଟାଣି ନେଉଛନ୍ତି । ନିଜ ଜନ୍ମକଲା ପୁଅ ଘର ଉଜାଡ଼ିବା ପୂର୍ବରୁ ସବୁ କିଛି ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ।
ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।
ଏଣିକି ଦ୍ୱିତୀୟ ବିବାହ କରିବା ପୂର୍ବରୁ ସରକାରଙ୍କ ନେବାକୁ ପଡ଼ିବ ଅନୁମତି। ଯେଉଁ ବିଭାଗରେ କାମ କରୁଥିବେ ସେଇ ବିଭାଗକୁ ଲିଖିତ ଆକାରରେ ଜଣାଇବାକୁ ଜାରି ହେଲା ନିର୍ଦ୍ଦେଶ। ଯଦି ନିୟମ ନମାନିବେ ତେବେ ଏଇ ସବୁ ସୁବିଧାରୁ ବଞ୍ଚିବା ହେବା ସହ ହୋଇପାରେ କାର୍ଯ୍ୟାନୁଷ୍ଠାନ..