• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Second Marriage,New Rules
ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ସରକାରଙ୍କ ବିନା ଅନୁମତିରେ କରିପାରିବେନି ଦ୍ୱିତୀୟ ବିବାହ?

ଏଣିକି ଦ୍ୱିତୀୟ ବିବାହ କରିବା ପୂର୍ବରୁ ସରକାରଙ୍କ ନେବାକୁ ପଡ଼ିବ ଅନୁମତି। ଯେଉଁ ବିଭାଗରେ କାମ କରୁଥିବେ ସେଇ ବିଭାଗକୁ ଲିଖିତ ଆକାରରେ ଜଣାଇବାକୁ ଜାରି ହେଲା ନିର୍ଦ୍ଦେଶ। ଯଦି ନିୟମ ନମାନିବେ ତେବେ ଏଇ ସବୁ ସୁବିଧାରୁ ବଞ୍ଚିବା ହେବା ସହ ହୋଇପାରେ କାର୍ଯ୍ୟାନୁଷ୍ଠାନ..

Reels Video
କାଲି ମୁଁ ଏ ଦୁନିଆରେ ହୁଏତ ନଥିବି, କିନ୍ତୁ..

ରାତିରେ 'ଏମିତି ଏ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ରିଲ୍‌ କଲେ। ପୁଣି ଜୀବନର ସ୍ପନ୍ଦନ ଗୀତରେ ଭିଡ଼ିଓ ବି କଲେ। କିନ୍ତୁ ସକାଳୁ ପୋଖରୀରୁ ମିଳିଲା ଶବ। ବାପଘର ଲୋକଙ୍କ ଅଭିଯୋଗ, ରିଲ୍‌କୁ ନେଇ ଶାଶୂଘରେ ଥିଲା ଅଶାନ୍ତି । ହେଲେ ଶାଶୂଘର ଲୋକେ କହିଲେ ରାତିରେ ଘରୁ ପଳାଇଥିଲେ, ସକାଳୁ ଶବ ମିଳିଲା।

Family's Lone BreadWinner
ଠେଲାରେ ବରା ସିଙ୍ଗଡ଼ା ବିକ୍ରି କରୁଥିଲେ, ହେଲେ ମ୍ୟାଟ୍ରିକ୍‌ରେ ରଖିଲେ ୫୩୨ ନଂ

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Familys Lone BreadWinner
ଠେଲାରେ ବରା ବିକ୍ରି କରୁଥିଲେ, ମାଟ୍ରିକ୍‌ରେ ରଖିଲେ ୫୩୨...

ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍‌ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍‌ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।

Hirakud Gate
ହୀରାକୁଦ ଛାଡ଼ିଲା ବନ୍ୟାପାଣି: 'ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରୁହ'

ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି।

Special story
ଗାଁକୁ ରାସ୍ତା ନାହିଁ କି ନଈ-ନାଳ ଉପରେ ପୋଲ ନାହିଁ : ରୋଗୀଙ୍କୁ ନଦୀ ପାର କରେଇବାକୁ ଦଉଡ଼ି ଭରସା

ଦୁର୍ଗମ ଅଞ୍ଚଳରେ ରହୁଥିବା ମଣିଷମାଙ୍କର କଣ ରାସ୍ତା କି ପୋଲ ଭଳି ମୌଳିକ ଭିତ୍ତିଭୂମି ସହ ବଞ୍ଚିବାର ଅଧିକାର ନାହିଁ?

BMC sealed
ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର

ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ।

Woman Swept Away In Salunki River
ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସି ଯାଇଥିଲେ, ୨ ଘଣ୍ଟା ପରେ...

ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Special story
ଉତ୍କଳ ହସ୍ପିଟାଲ CEO ନିଲମ୍ବିତ : ମହଙ୍ଗା ପଡିଲା ନିଯୁକ୍ତି କ୍ଷେତ୍ରରେ ଅଣ ଓଡ଼ିଆଙ୍କୁ ଅଗ୍ରାଧିକାର

ଉତ୍କଳ ହସ୍ପିଟାଲର ମ୍ୟାନେଜମେଣ୍ଟ ପକ୍ଷରୁ CEOଙ୍କୁ ସସପେଣ୍ଡ କରାଯାଇଛି ।

 tourists stranded in Nagabali
ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ

ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ବଢୁଛି ଆଶଙ୍କା।

  • Sunday, 17 July 2022
Special story
ଜନାର୍ଦ୍ଦନଙ୍କ ବାଡ଼ିରେ ସୁନାର ଫସଲ : ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ସପୁରୀ, ଲିଚୁ, ବାଦାମ

ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତି ଉଦ୍ୟାନ କୃଷି ସହିତ ମାଛଚାଷ କରି ସଫଳ ହେଉଛନ୍ତି ।

anand Mahindra on social media shares jugaad video of invisible staircase trending on internet
ଅଜବ ସିଡ଼ି ! କେବେ ବି ଦେଖିନଥିବେ...

ସିଡ଼ି ଅଛି ହେଲେ ଦୃଶ୍ୟମାନ ନୁହେଁ ! ଆଗରୁ କେବେ ଦେଖିନଥିବେ ଏହିପରି ଅଜବ ସିଡ଼ି..

Will quit politics if a single MLA loses polls
ସିନ୍ଦେଙ୍କ ଦମ୍ଭୋକ୍ତି: ଜଣେ ବିଧାୟ ହାରିଲେ ଛାଡ଼ି ଦେବେ ରାଜନୀତି?

ସିନ୍ଦେଙ୍କ ଦମ୍ଭୋକ୍ତି। କହିଲେ, ଦଳରୁ ଯଦି ଜଣେ ବିଧାୟକ ହାରିଯାଏ, ତାହାଲେ ଛାଡ଼ି ଦେବି ରାଜନୀତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ସେପଟେ ଦଳ କହିଲା...

WhatsApp delete feature
ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ଖବର, ଏଣିକି ଦୁଇଦିନ ପରେ...

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ଖବର, ଏଣିକି ଦୁଇଦିନ ପରେ ବି ଡିଲିଟ୍‌ କରିପାରିବେ ମେସେଜ୍‌...ଜାଣନ୍ତୁ ପୂରା ପ୍ରକ୍ରିୟା...

Villagers construct road
ପ୍ରଶାସନ ଗାଲରେ ଚାପୁଡା: ନିଜେ ଟଙ୍କା ଠୁଳ କଲେ, ଗାଁକୁ ପିଚୁ ରାସ୍ତା କଲେ...

ପ୍ରଶାସନ ଗାଲରେ ଶକ୍ତ ଚାପୁଡା। ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି...ଶେଷରେ ନିଜେ ନିଜେ ଟଙ୍କା ଠୁଳ କଲେ। ଗାଁକୁ ସୁନ୍ଦର ପିଚୁ ରାସ୍ତା କଲେ

Enews
ସିକ୍ୟୁରୁଟିଠାରୁ ବଞ୍ଚିବା ପାଇଁ ଦୌଡ଼ିଲେ କ୍ରିଷ୍ଣା...ଆଉ ତା’ପରେ...

ଜିତ୍‌ ଓ କ୍ରିଷ୍ଣାଙ୍କ ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ୍‌: ସିକ୍ୟୁରିଟିଠାରୁ ବଞ୍ଚିବା ପାଇଁ ଏମିତି ଦୌଡୁଛନ୍ତି ନାୟକ...ବୟସ ଏତେ କମ୍‌ କିନ୍ତୁ ଟିକିଏ ବି କାନ୍ଦୁନାହାନ୍ତି କ୍ରିଷ୍ଣା। ତରଙ୍ଗର ଅପ୍‌ କମିଙ୍ଗ ଫିଲ୍ମ “ହାଏ କୃଷ୍ଣ”ର କେମିତି ଚାଲିଛି ସୁଟିଂ? ଦେଖନ୍ତୁ ତାହାର କିଛି ଝଲକ୍‌....

Video of man riding pillion on bike without rider goes viral bike trending instagram reels viral
ଆଶ୍ଚର୍ଯ୍ୟ ! ଆପେ ଆପେ ଗଡ଼ୁଛି ବାଇକ୍‌, ବିନା ଟେନ୍‌ସନ୍‌ରେ ଫୋନ୍‌ରେ ଗପୁଛନ୍ତି ଚାଳକ...

ବାଇକ୍ ଚଲାଉଛନ୍ତି ମିଷ୍ଟର ଇଣ୍ଡିଆ ! ପଛରେ ବସିଛନ୍ତି ଚାଳକ...

Mock drill of BJD MLAs conducted ahead of Presidential Polls
ରାଷ୍ଟ୍ରପତି ନିର୍ବାଚନ: ବିଜେଡି ବିଧାୟକଙ୍କୁ ତାଲିମ, କେମିତି ଦେବେ ଭୋଟ୍‌ ?

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।

woman offering free education
୪୦ ବର୍ଷ ହେଲାଣି ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ୭୫ ବର୍ଷିୟା ବାସନ୍ତୀ...କେବେ ମାଗନ୍ତିନି ଟଙ୍କା

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ବାସନ୍ତୀ। ସ୍ୱାମୀ ଚାଲିଯିବା ପରେ ଅତି କଷ୍ଟରେ ପିଲାଙ୍କୁ ମଣିଷ କରିଛନ୍ତି । ହେଲେ ପାଠ ପଢାଉଥିବା ଗାଁ ପିଲାଙ୍କୁ ଟଙ୍କାଟିଏ ବି ମାଗିନାହାନ୍ତି। କୁହନ୍ତି, ଏମାନଙ୍କୁ ପଢାଇଲେ ମତେ ଶାନ୍ତି ମିଳେ...

Heavy Rains Trigger Landslide In Gajapati
ପାହାଡ଼ ଧସିଲା, ଗାଁରେ ପଶିଲା...ଲୋକେ ଛାନିଆ

ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି।

tribal girl student in Koraput works as daily wager
ପାଠ ପଢିବାକୁ ଷଷ୍ଠ ଶ୍ରେଣୀରୁ ମୂଲ ଲାଗୁଛନ୍ତି ଲନ୍ଦେଇ....ଦିନକୁ ରୋଜଗାର ହେଉଛି ୨୦୦

ପାଠ ପଢିବାକୁ ପ୍ରବଳ ଇଚ୍ଛା। ହେଲେ ପରିବାରରେ ଟଙ୍କାର ଘୋର ଅଭାବ। ହେଲେ ହାର୍‌ ମାନିନାହାନ୍ତି ଲନ୍ଦେଇ। ସକାଳୁ ମୂଲ ଲାଗିବାକୁ ଯାଉଛନ୍ତି, ଦିନକୁ ୨୦୦ ଟଙ୍କା ରୋଜଗାର ବି କରୁଛନ୍ତି...ସନ୍ଧ୍ୟାରେ ଘରେ ବସି ପଢୁଛନ୍ତି ପାଠ। ସିଟିରେ ରଖିଛନ୍ତି ୮୫ ପ୍ରତିଶତ ନମ୍ବର। ପଚାରିଲେ କୁହନ୍ତି, ବଡ ପିଲା ହେଲୁଣି। ଘରେ ଟଙ୍କା ମାଗିବାକୁ ଲାଜ ଲାଗୁଛି। ଦେଖନ୍ତୁ ଲିଲିଙ୍କ ସଂଘର୍ଷ ଓ ସଫଳତାର କାହାଣୀ...

jajpur Jagannath Temple In Danger!
ବିପଦରେ ଜଗନ୍ନାଥ ମନ୍ଦିର। ଲକ୍ଷ୍ମୀ ମନ୍ଦିରରେ ବିରାଟ ଫାଟ, କେତେବେଳେ ବି ଭୁଶୁଡ଼ି ପାରେ ରୋଷଘର

ଜଗନ୍ନାଥ ମନ୍ଦିର ପାଇଁ ବଡ଼ ବିପଦ। ଭାଙ୍ଗିଗଲାଣି ପାଚେରୀ, ଭୁଶୁଡ଼ିବା ଉପରେ ରୋଷଘର। ମନ୍ଦିରର ଅନେକ ସ୍ଥାନରେ ବି ଦେଖାଗଲାଣି ଫାଟ। ଭାରୀଯାନ ଯିବା ଫଳରେ ଥରୁଛି ମନ୍ଦିର। ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ

news fuse
ଏ ଲାଇନ୍‌ ଟିକା ପାଇଁ ନୁହେଁରେ ନାରଣ ବରଂ ଟଙ୍କା ପାଇଁ...

ଆଲୋ ଆଲୋ...ଇଏ ଟିକା ନେବାର ନୁହେଁ ଟଙ୍କା ନେବାର ଦୃଶ୍ୟ। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି...ଏତେ ସମୟ ଲାଇନ୍‌ରେ କିଏ ଛାଡିହେବ...ସେଇଥି ପାଇଁ ତ ହେଲମେଟ୍‌, ଇଟା ଆଉ ପଥର ଥୋଇ ଦେଲେ ଚାଷୀ। ଦେଖ୍‌ ଦେଖ୍‌ ନାରଣ ଭଲରେ ଦେଖ୍‌

Pregnant Lady Carried Across in a rope
ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

GST To Be Imposed On Puffed Rice
ଏଣିକି ମୁଢ଼ି ଉପରେ ବି ଲାଗିବ GST

ମୁଢ଼ି, ଖଇ କିଣିଲେ ବି ଆପଣ ଗଣିବେ ଜିଏସ୍‌ଟି...