• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

‘Rain of fish’ witnessed in Telangana
ଆଶ୍ଚର୍ଯ୍ୟ !! ଆକାଶରୁ ବର୍ଷା ସାଙ୍ଗରେ ବର୍ଷିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା...ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

Apana Eka Nuhanti
ସ୍କୁଲ କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ କଲେଜ୍‌ ଯାଇପାରିଲେନି ଛାତ୍ରୀ...

ସ୍କୁଲ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଭୁଲ। ବାପାଙ୍କ ନାଁ ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଭୁଲ କଲେ, କଲେଜ୍‌ରେ ନାଁ ଲେଖାଇ ପାରିଲେନି ଛାତ୍ରୀ। ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ କର୍ତ୍ତୃପକ୍ଷ ଏମିତି ଭୁଲ୍‌ କଲେ କେମିତି?

Bol Bom
କାଉଡ଼ିଆଙ୍କ ପାଇଁ ବଡ଼ ଖବର: ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା

ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ..

Caste stigma
ଅନ୍ଧ ବିଶ୍ୱାସରେ ବନ୍ଧା ମଣିଷ...ଶବ ସତ୍କାର ପାଇଁ ଆସିଲେନି ସାହି-ଭାଇ...ଶବ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ....

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବୁଡ଼ି ରହିଛି ମଣିଷ। ଘରେ ପଡ଼ିଥିଲା ଶବ...ପାଖ ମାଡ଼ୁନଥିଲେ ସାହି-ଭାଇ....ଖବର ପାଇବା ପରେ ଜଙ୍ଗଲରୁ କାଠ ସଂଗ୍ରହ କଲେ, ନିଜ କାନ୍ଧରେ ଶବ ନେଇ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ।

Jojana Ra Naa Hariloot
ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୧୭ ମାସ ହେଲା ହଡପ୍‌ ହେଉଛି ବୃଦ୍ଧାଙ୍କ ପେନସନ୍‌ ଟଙ୍କା

ଏ କେମିତିକା ବ୍ୟବସ୍ଥା? ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୧୭ ମାସ ହେଲାଣି ବୃଦ୍ଧାଙ୍କ ଭତ୍ତା ଟଙ୍କା ହଡପ୍‌ କରୁଛନ୍ତି ସରକାରୀ ବାବୁ। ଦେଖନ୍ତୁ କେମିତି ଚାଲିଛି ଟଙ୍କା ହଡପ୍‌...

Bridge Problem
ଏଠି ବର୍ଷା ୪ ମାସ ଘରୁ ବାହାରିବା ମନା.. ପିଲାମାନେ ବି ଯାଆନ୍ତିନି ସ୍କୁଲ

ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ ।

Anganwadi Didi puts life in harm’s way
ସାବାସ୍‌ ଦିଦି...କାଖରେ କୁନି ପିଲାଙ୍କୁ କାଖେଇ ଅଙ୍ଗନବାଡ଼ି ନେଉଛନ୍ତି ପାନମଣୀ...

ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

Elephant chases farmer
ବିଲକୁ ଯାଇଥିଲେ ଚାଷୀ ...ଖେଦି ଆସିଲା ଦନ୍ତା...ପଡ଼ିଉଠି ଦଉଡିଲେ ଚାଷୀ..

ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍‌ ଖେଦି ଆସିଲା ଦନ୍ତା...ବାସ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ...ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା। ହେଲେ...ଦେଖନ୍ତୁ ଏଇ ଭିଡ଼ିଓ

Sarala Spinning Mill
ଜରାଜୀର୍ଣ୍ଣ ଶାରଳା ସୂତାକଳ ! ମହାବାତ୍ୟା ପରଠୁ ବନ୍ଦ ପଡ଼ିଛି ୧୨ ଶହ ପରିବାରର ଭାତହାଣ୍ଡି

ଋଣଭାର ବଢିବା ପରେ ନିଲାମ ନୋଟିସ ମାରିଲା ବ୍ୟାଙ୍କ । କିଛି ଅଂଶ ବନ୍ଦ କରିବାକୁ ନୋଟିସ ମାରିଛି ବ୍ୟାଙ୍କ ।

Indian Post department starts doorstep
ଏଣିକି ଚିଠି ନୁହେଁ ବରଂ ପିଠଉ ବି ଡେଲିଭରି କରିବ ଡାକବିଭାଗ...

ଡାକବିଭାଗର ବଡ଼ ନିଷ୍ପତ୍ତି। ଏଣିକି ଚିଠି ସହିତ ହୋମଡେଲିଭରି କରିବ ପିଠଉ...ଜାଣନ୍ତୁ କେମିତି କରିବେ ଅର୍ଡର...

Diarrhoea outbreak leaves 4 dead, dozens ill in Rayagada
ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ.....

Truck Terminal
ଡ୍ରାଇଭରଙ୍କ ପାଇଁ ଖୁସି ଖବର ! ପ୍ରତି ଶହେ କିଲୋମିଟରରେ ହେବ ଟ୍ରକ୍‌ ଟର୍ମିନାଲ, ସରିଲାଣି ଜମି ଚିହ୍ନଟ

ଗୃହରେ ପ୍ରଶ୍ନୋତ୍ତରରେ କହିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅନଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଛି ।

News Fuse
ରଥଯାତ୍ରାରେ.. ଜଗା ସାମ୍ନାରେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ଉଠିଲା ପଡ଼ିଲା ମଞ୍ଚ…

ତୁମ ଚିନ୍ତା ଧାରାକୁ ଜୁହାର। ଦେଖୁନୁରେ ନାରଣ, କେମିତି ଜଗା ରଥରେ ବସିଛି ଆଉ ଏମାନେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ମଞ୍ଚ ଦୁଲୁକାଉଛନ୍ତି। ଆଉ ଆଜିକାଲି ଜମାନାରେ କିଏ ନିରୋଳା ଭଜନ ଶୁଣୁଛି ଯେ? ଧନ୍ୟରେ ନାରଣ...

Save Youth Life
ଗାଁର ଭେଣ୍ତିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ଗାଁଲୋକ ଓ ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା।

Viral Sisters
ସୋସିଆଲ ମିଡ଼ିଆରେ ପୁଣି ଚମକିଲେ ଭାଇରାଲ ଭଉଣୀ, ଏଥର ହେଲମେଟ୍‌କୁ ନେଇ ଦେଲେ ବଡ଼ ବାର୍ତ୍ତା

ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍‌ ଉପରେ ୨ ମିନିଟ୍‌ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି।

Kidney Transplant
ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।

Dipika Padukone
ଦେଖିବାକୁ ଅବିକଳ ଦୀପିକା ପାଦୁକୋନ, ରଣବୀର ଦେଖିଲେ ବି ଚିହ୍ନି ପାରିବେନି

ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍‌ସକଲ ରହିଛନ୍ତି ।

Special story
ନଳକୂପ ଯୋଗୁଁ ଗାଁରେ କୃତ୍ରିମ ବନ୍ୟା : ଖରା ଯାଇ ବର୍ଷା ଆସିଲାଣି, ଏବେ ସ୍ଥିତି ଆହୁରି ଦୟନୀୟ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି

Substandard Sattu, Sooji distributed by Anganwadi workers in Odisha’s Kendrapara
ପିଲାଙ୍କ ଖାଦ୍ୟରେ ପୋକ ସାଲୁ ବାଲୁ, ସୁଜି ଓ ଛତୁଆ ପ୍ୟାକେଟ୍ ଭିତରୁ ବାହାରିଲା ପୋକ

ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍‌ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି।

Villagers resort to begging to save life of a village youth in Dhenkanal
ଗାଁର ଅସହାୟ ପୁଅ ପାଇଁ ସରପଞ୍ଚଙ୍କ ଆଖିରେ ଲୁହ, ବୁଲି ବୁଲି ଭିକ ମାଗୁଛନ୍ତି ଗ୍ରାମବାସୀ

୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Water Logging At Cuttack Badambadi Bus Stand
ପଙ୍କ କାଦୁଅରେ ପଚପଚ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଇଏ କ’ଣ ବିଶ୍ୱ ସ୍ତରୀୟ ?

ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍‌ଷ୍ଟାଣ୍ଡ।

Asahara Aloka
ଘର ଖର୍ଚ୍ଚ କରିବା ପରେ ସ୍ତ୍ରୀ ହାତରେ ଟଙ୍କା ସ୍ୱାମୀ ଦେବେନି? ଏଇଥି ପାଇଁ ସମ୍ପର୍କରେ ଦେଖାଗଲା ଫାଟ?

ମୁଁ ଯେତେ ଟଙ୍କା ରୋଜଗାର କରେ ସ୍ତ୍ରୀକୁ କାହିଁକି କୈଫତ ଦେବି? ରାତି ସାରା ବାହାରେ ବୁଲିବେ କିନ୍ତୁ ମତେ କିଛି କହିବେନି। ଏତେ ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ସ୍ତ୍ରୀଙ୍କୁ କାହିଁକି ଦେଉନାହାନ୍ତି?

1 teacher for 210 students
ଶିକ୍ଷକ ନାହାନ୍ତି...ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା...ଡାକୁଛନ୍ତି ଅ, ଆ, ଇ, ଈ...

ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା। ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା। ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball। ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି...ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ। ଦେଖନ୍ତୁ କେମିତି ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା