• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Snake Rescued

ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ
Illegal Snake Dance in Wedding: ନିୟମକୁ ଖୋଲାଖୋଲି ଉଲ୍ଲଘଂନ, ରାସ୍ତା ଉପରେ ନାଗ ସାପକୁ ଧରି କଲେ ନାଗିନ୍ ଡ୍ୟାନ୍ସ

ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ଏଠି ନାଗ ସାପକୁ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଛନ୍ତି। ଘଟଣାକୁ ଲୋକେ ଦେଖୁଥିଲେ ବି କେହି ଆକଟ କରୁନଥିଲେ । ଘଣ୍ଟା ଘଣ୍ଟା ଧରି ଏପରି ଚାଲିବା ପରେ ଶେଷରେ ବନ ବିଭାଗ ଆସି ନାଗ ସାପକୁ ଉଦ୍ଧାର କରିଛି ।

Snake In Ice Cream
Snake in Ice cream: ଆଇସିକ୍ରିମ୍ ଭିତରୁ ବାହାରିଲା ବିଷଧର ସାପ, ଫଟୋ ଭାଇରାଲ

ଆଇସିକ୍ରିମ୍ ଭିତରୁ ବାହାରିଲା ବିଷଧର ସାପ । ଆଜ୍ଞା ହଁ ! କଥାଟା ପୁରାପୁରି ସତ । ଜଣେ ବ୍ୟକ୍ତି ଗୋଟିଏ ଆଇସିକ୍ରିମ୍ ଖାଇବାକୁ ଖୋଲିବାରୁ ଏହା ଭିତରେ ସାପ ଥିବା ଦେଖିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Snake Rescued
Snake Resued: ବିଅର କ୍ୟାନରେ ମୁଣ୍ଡ ପୂରେଇ ଛଟପଟ ହେଉଥିଲା ସାପ, ନୂଆ ଜୀବନ ଦେଲେ ନିହାରୀକା

ବଣବୁଦା ଭିତରେ ବିଅର କ୍ୟାନ୍ ଭିତରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲା ଗୋଟିଏ ସାପ । ମୁଣ୍ଡ ବାହାର କରିପାରୁନଥିଲା । ୫ ଫୁଟ ଲମ୍ବର ଏହି ଢମଣା ସାପ କିଛି ଦେଖିପାରୁନଥିଲା । କେବଳ ଛଟପଟ ହେଉଥିଲା । ନୂଆ ଜୀବନ ଦେଲେ ନିହାରୀକା ।

CPR To Snake
Video Viral: ସାପକୁ ପାଟିରେ ଲଗାଇ CPR ଦେଲେ ଯୁବକ

ସାପକୁ CPR ଦେବା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । 

Snake Rescued
ରବି ଟକିଜ୍ ଛକରେ ଚାଞ୍ଚଲ୍ୟ, ଚଳନ୍ତା କାରରୁ ଖସିଲା ନାଗ

ତେବେ ଟ୍ରାଫିକ କନେଷ୍ଟବଳ ଚାରିପଟୁ ଗାଡ଼ିକୁ ବନ୍ଦ କରିଦେବାରୁ ସାପଟି ସୁରକ୍ଷିତ ଭାବେ ନିକଟସ୍ଥ ଫୁଟପାଥକୁ ଚାଲିଯାଇଥିଲା ।

Snake in Car
କାର ଭିତରେ ଫସିଲା ବିରାଟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

snake slithering
ସ୍କୁଟି ଡିକିରେ ଲୁଚିଥିଲା ଅଜଗର, ଅଳ୍ପକେ ବର୍ତ୍ତିଲେ ଚାଳକ..ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହେଉଛି। ସ୍କୁଟି ଡିକି ଖୋଲିବା ପରେ ତେଲ ଟାଙ୍କି କ୍ୟାପ୍‌ରେ ଏକ ବିଷଧର ସାପ ଥିବା ଚାଳକ ଦେଖିବାକୁ ପାଇଥିଲେ।

Snake helpline
ଯବାନଙ୍କ ବାରାକ୍ ଭିତରେ ପଶିଗଲା ବିରାଟ ବଡ଼ ସାପ

ଏସ୍ଏସ୍ବି ଯବାନଙ୍କ ବାରାକ୍ ଭିତରୁ ଊଦ୍ଧାର ହେଲା ବିରାଟ ବଡ ସାପ। ପ୍ରାୟ ୬ ଫୁଟିଆ ଢମଣା ସାପଟି ବାଥରୁମର ହାତଧୁଆ ବେସିନ ଫାଙ୍କରେ ଲୁଚି ରହିଥିଲା।

Snake Resued
ୱାସିଂ ମେସିନ୍‌ ତଳେ ଲୁଚି ବସିଥିଲା ୬ ଫୁଟ୍‌ ଲମ୍ବା ରଣା ସାପ, ଦେଖନ୍ତୁ ଭିଡିଓ

ସାପଟିକୁ ଗାଁଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

Snake Rescued From Bird\'s Cage In Bhubaneswar
ଚଢେଇ ପାଇଁ ପଞ୍ଜୁରୀରେ ଫସିଲା ନାଗ

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ। ଦେଖନ୍ତୁ ପୁରା ଖବର ।

Snake Rescued From Bird's Cage
ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରିନଥିଲା।

snake
ଉଦ୍ଧାର ହେଲା ୧୦ ଫୁଟ୍ ର ଅଜଗର

ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମାଇଣ୍ଡ ଟ୍ରି ଅଫିସ ସମ୍ମୁଖ ରାସ୍ତାରୁ ୧୦ ଫୁଟ୍ ର ଅଜଗର ଉଦ୍ଧାର ହୋଇଛି । ରାସ୍ତା ଉପରେ ସାପଟିକୁ ଦେଖି ସ୍ଥାନୀୟଲୋକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

Snake Rescued
କୁନି ଛୁଆ ଆଗରେ ଅହିରାଜ ସାପ, ରେଲିଂ ଭାଙ୍ଗି ପୁଅକୁ ଉଦ୍ଧାର କଲେ ମାତା-ପିତା

ମୟୂରଭଞ୍ଜ: ସାପ ଭୟରେ ଘରର ରେଲିଂ ଭାଙ୍ଗିଲେ ଦମ୍ପତି । ଘର ଭିତରେ ସାପ ଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ନିଜର ଛୁଆକୁ ବଞ୍ଚାଇବା ଲାଗି ଗୋଇଠା, ବିଧା ମାରି ଝରକା ରେଲିଂ ଭାଙ୍ଗିଦେଲେ । ଆଉ ମାଆ ପୁଅ ଝରକା ବାଟେ…