• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: School Premises

Alcohol Consumption
ଏଇଟା ସ୍କୁଲ ନା ମଦ ଦୋକାନ ?

ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍‌ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍‌ଙ୍କୁ

Garbage dump in school
୪୫ ଲକ୍ଷ ଟଙ୍କାର ସ୍ମାର୍ଟସ୍କୁଲ, ହେଲେ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ

ଏଇଟା ସ୍କୁଲ ଗେଟ୍‌ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍‌ ହେଲା...କିନ୍ତୁ ଗେଟ୍‌ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..