• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

To Stop Illegal Sex Determination In Odisha
ବେଆଇନ୍ ଲିଙ୍ଗ ନିରୂପଣ ରୋକିବା ପାଇଁ ନୂଆ ପଦକ୍ଷେପ: ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା

ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Football
ଦୈବୀ ଦୁର୍ବିପାକ ! ଫୁଟବଲ ମ୍ୟାଚ୍ ଦେଖୁଥିବା ବେଳେ ହଠାତ୍‌ ଚାଲିଗଲା ଜୀବନ

ମୟୂରଭଞ୍ଜ ଲକ୍ଷ୍ମୀପୋଷିରେ ବଜ୍ରପାତ । ଜଣେ ଦର୍ଶକ ମୃତ, ଅନ୍ୟ ଚାରିଜଣ ଆହତ ।

SBI's Big Plan To Develop Odisha In Export Sector
ଓଡ଼ିଶାର ବିକାଶ ପାଇଁ SBIର ବଡ଼ ଯୋଜନା

ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଲକ୍ଷ୍ୟ ରଖିଛି।

Tiger Terror
ଗାଁରେ ମହାବଳ ବାଘ ଆତଙ୍କ ! ଦୁଃଖ ବୁଝୁନି ବନ ବିଭାଗ

ଆନ୍ଧ୍ର ସୀମା ସେପଟେ ମହାବଳ ବାଘ ବୁଲୁଥିବା ଚର୍ଚ୍ଚା ।

highcourt
ଏଣିକି ନଥିପତ୍ର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ

ପେପରଲେସ୍ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟ । ଯୋଜନାର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

Puri RatnaBhandar
ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆମିକସ୍‌କ୍ୟୁରୀ ଦେଲେ ଏମିତି ସୂଚନା

ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା ।

Janasatabdi Train Derailed
ଷଣ୍ଢ ପାଇଁ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଲାଇନଚ୍ୟୁତର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଷଣ୍ଢ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

Byasanagar
ନାଁକୁ ମାତ୍ର ସହର ! ଏମିତି ଅବସ୍ଥା.. ଥରେ ବୁଲି ଆସିଲେ ଆଉ ଯିବାକୁ ମନ ହେବନି

ବ୍ୟାସନଗରରେ ଯିଏ ବୁଲିବ ସିଏ ହିଁ ଜାଣିପାରିବ ଏଠାରେ କେମିତି ହୋଇଛି ବିକାଶ । ନେତା ଓ ପ୍ରଶାସକ ସମସ୍ତେ ଏ ସମସ୍ୟା ସମ୍ପର୍କରେ ଜାଣିଛନ୍ତି ।

Road Construction
ବାବୁଙ୍କ ମନମୁଖୀ ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା, ଲୋକେ ବି ହନ୍ତସନ୍ତ..

ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।

Water Scarcity
ପାହାଡ଼ରୁ ଅନବରତ ଝରୂଛି ପାଣି, ତାକୁ ବାଉଁଶରେ ସଂଗ୍ରହ କରି ପିଉଛନ୍ତି ଲୋକେ

ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।

Second Chandrasekhar Rao Memorial Lecture
ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଅତୁଳନୀୟ

ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ‘ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ'କୁ ନେଇ ବକ୍ତୃତା ହୋଇଥିଲା।

New Twist In Cash Seized From Lodge In Bolangir
ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ୍‌

ଜବତ ଟଙ୍କାଠାରୁ ଆହୁରି ଅଧିକ ଅର୍ଥାତ୍ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍‌ପି ସ୍ପଷ୍ଟ କରିଛନ୍ତି।

Special story
ପଟ୍ଟା ପାଇବାରୁ ବଞ୍ଚିତ ଭୂମିହୀନ : ସର୍ଭେ ପରେ ବି ମିଳୁନି ଜମି ଅଧିକାର ପ୍ରମାଣପତ୍ର

ବିନିକା ସହରର ଚଣ୍ଡିପଡ଼ା, ବେତାପଡ଼ା, ମନୋହରିପଡ଼ା, ଜଗଦଲପୁର ଭଳି ବିଭିନ୍ନ ପଡ଼ାର ୨୦୪ ଜଣ ଜମିହୀନ ଏଲ.ଆର.ସି ପଟ୍ଟା ପାଇବାରୁ ବଞ୍ଚିତ

Dancing cop at traffic post
ନିଆରା ହୋମଗାର୍ଡ...ନାଚି ନାଚି କରୁଛନ୍ତି ଟ୍ରାଫିକ୍‌ କଂଟ୍ରୋଲ

ଏମିତି ଟ୍ରାଫିକ୍‌ ପୋଲିସ ଥିଲେ କି ବା ଟ୍ରାଫିକ ନିୟମ ନମାନିବ? ଦେଖୁନାହାନ୍ତି କେମିତି ନାଚି ନାଚି ଟ୍ରାଫିକ୍‌ କଂଟ୍ରୋଲ କରୁଛନ୍ତି ଏଇ ହୋମଗାର୍ଡ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

  • Saturday, 17 September 2022
Family Burden
ପରିବାର ବୋଝ ତଳେ ଲୁଚିଗଲା ଅସୁମାରୀ ସ୍ୱପ୍ନ; ସାନ ଭଉଣୀକୁ ମଣିଷ କରିବାକୁ ମୂଲ ଲାଗୁଛନ୍ତି ଲତା

ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।

E News
ପରିବା ମାର୍କେଟ୍‌ରେ ଅର୍ଚ୍ଚିତାଙ୍କୁ ଅଣ୍ଡାମାଡ...

ପରିବା କିଣିବା ପାଇଁ ଆସିଥିଲେ ଅର୍ଚ୍ଚିତା। ହଠାତ୍‌ ଗାଡିରେ ଆସିଲେ ଗୁଣ୍ଡା...ମନଇଚ୍ଛା ଅଣ୍ଡା ମାରିଲେ। ପାକିସ୍ତାନ ପଳାଇବା ଲାଗି ଅର୍ଚ୍ଚିତାଙ୍କୁ କହିଲେ। ଦେଖନ୍ତୁ କେମିତି ଚାଲିଛି ସୁଟିଂ

  • Saturday, 17 September 2022
  • ENews
farmer’s son clears NEET
ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି....ପୁଅ ହେବ ଡାକ୍ତର...

ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି। ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍‌ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ

 Lady Don Ranju’s House Demolition at Narayani Slum Of Bhubaneswar
ଚୁନା ହେଲା ଲେଡି ଡନ୍‌ ରଞ୍ଜୁ ଘର

ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍‌ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍‌ ରଞ୍ଜୁର ଘର ଭାଙ୍ଗିଛି। 

Marching sea
ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଶିଆଳୀ ବେଳାଭୂମି !

ଗର୍ଜନ କରି ମାଡି ଆସୁଛି ସମୁଦ୍ର। ଖୋଳି ହୋଇ ଗଲାଣି ୱାଚ୍‌ ଟାୱାର..କେତେବେଳେ ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିବା ମୁସ୍କିଲ। ଜୁଆର ଏତେ ମାତ୍ରାରେ ହେଉଛି ଯେ ପଥର କି ବାଲିବସ୍ତା କିଛି ମାନୁନି

Suryakiran aerobatic team of IAF
ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ସୂର୍ଯ୍ୟକିରଣ ଏୟାର ସୋ’ ର ରିହର୍ସଲ୍

ଆଜି ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ ର ରିହର୍ସଲ୍ । ଆକାଶ ମାର୍ଗରୁ ସୂର୍ଯ୍ୟକିରଣର ଝଲକ ଦେଖିଲେ ଦର୍ଶକ । ଭିନ୍ନ ଭିନ୍ନ କଳାକୌଶଳ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କଲେ ସୂର୍ଯ୍ୟକିରଣ ଟିମ୍‌

Newsfuse
ଛତା ଦେଖାରେ ନାରଣ, ନହେଲେ ଓଦା ହୋଇଯିବେ କେନ୍ଦ୍ରମନ୍ତ୍ରୀ

ଆଲୋ ଆଲୋ ଇଏ ପୋଡାମୁହାଁ ମେଘଟା କୋଉଠି ଥିଲା କେଜାଣି? ଦେଖୁନୁ ଠିକ୍‌ ମନ୍ତ୍ରୀ ଓହ୍ଲେଇଲା ବେଳେ କାଚି ଦେଇଗଲା। ରହରହ...ନାରଣ ଛତାଟା ଆଣେ, ନହେଲେ ମନ୍ତ୍ରୀ ଓଦା ହୋଇଯିବେ ଯେ...

  • Saturday, 17 September 2022
Rairakhol farmer’s Son
ଚାଷୀ ବାପାର ଡାକ୍ତର ପୁଅ

ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି । ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍‌ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ ।

Fast food stalls raided in Cuttack
ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ: ‘ସସ୍‌ ବୋତଲର ବ୍ରାଣ୍ଡ୍ ଗୋଟିଏ, ହେଲେ ଭିତରେ ଅଲଗା ସସ୍‌’

ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ।

Orientation Programme For Mahila Shishu Help Desk
ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ

ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। 

 Girl shoulders family burden
ସାନ ଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଲ ଲାଗୁଛି ବଡ ଭଉଣୀ...

ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର। ଦେକନ୍ତୁ ଲତାଙ୍କ ସଂଘର୍ଷର କାହାଣୀ