• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

DCP Pratik Singh
ସାଲିଆସାହିରେ ରେଡ୍ ନେଇ DCP ପ୍ରତୀକ ସିଂହ କହିଲେ..

ସାଲିଆସାହିରେ ରେଡ୍ ନେଇ DCP ପ୍ରତୀକ ସିଂହଙ୍କ ସୂଚନା । 

Worm-Infested Rice
ସ୍କୁଲ୍‌ରେ ମିଳୁଛି ମଧ୍ୟାନ୍ନ ଭୋଜନ; ହେଲେ ପିଲା ଘରୁ ଟିଫିନ୍‌ ନେଇ ଆସୁଛନ୍ତି

ଛି ଛି...ଇଏ ଚାଉଳ ସାରା ପୋକ ସାଲୁବାଲୁ। ଯୋଉ ବସ୍ତା ଦେଖିବ ସେଇ ବସ୍ତାରୁ ମେଂଚା ମେଂଚା ପୋକ ବାହରିବ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଥିଲା ଏମିତି ଖାଦ୍ୟ। କ୍ୟାମେରା ସାମ୍ନାରେ ଧରାପଡିବା ପରେ ଦେଖନ୍ତୁ ସ୍ଥିତି ହେଲା କଣ?

 Rayagada
ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ହଟହଟା : ଗାଡିକୁ ଛାଡିଲେ ନାହିଁ ଗାଁ ଲୋକେ

ଶୁଣାଣି ବେଳେ କତୁରୁ ନଦୀରୁ ବାଲି ଉଠାଣ ବନ୍ଦ ଦାବି କରିଥିଲେ ଗ୍ରାମବାସୀ

Samiti Member
ନେତା ହେବା ପରେ ବି ବଦଳି ନାହାନ୍ତି ? ବୁଲି ବୁଲି ମାଗଣାରେ ଲୋକଙ୍କ ସେବା କରୁଛନ୍ତି ରଙ୍ଗାଧର

ଏମିତି ନେତା ଥିଲେ ଲୋକଙ୍କ ଚିନ୍ତା କଣ? ରାତି ପାହିଲା ମାତ୍ରେ କାନ୍ଧରେ କଳା ବ୍ୟାଗ ଧରି ବାହାରି ପଡନ୍ତି ଲୋକଙ୍କ ଦୁଃଖ ଶୁଣିବାକୁ। ରୋଗୀଙ୍କ ଡ୍ରେସିଂ କରନ୍ତି ପୁଣି ସ୍ୱାସ୍ଥ୍ୟକର୍ମୀ ଥିବାରୁ ଇଂଜେକସନ୍‌ ବି ଦିଅନ୍ତି। କାହାଠୁ ରଖନ୍ତିନି ଟଙ୍କା...ପରିଣତ ବୟସରେ ବି ଲୋକଙ୍କ ସେବାରେ ଅଛନ୍ତି ରଙ୍ଗାଧର

Kotia Dispute
କୋଟିଆରେ ଆଦାନୀ ଗ୍ରୁପ୍‌ ! ପ୍ରକଳ୍ପ ତିଆରି ପାଇଁ ପୁଣି ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର

ଓଡ଼ିଶା ଟିମ୍ ଓ ସାଲୁର ପୋଲିସ ସିଆଇଙ୍କ ମଧ୍ୟରେ କଥା କଟାକଟି

Kudumi Community
କୁଡୁମୀ ଜାତିକୁ ପୁନଃ ଜନଜାତି ମାନ୍ୟତା ଦାବିରେ ରେଳରୋକ

ଅଧାରେ ଅଟକିଲା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍

Woman Lost Her Life
ଏ ସରକାରକୁ ଲଜ୍ଜା! ରାସ୍ତାଟିଏ କରିପାରିଲାନି, ଜୀବନ ନେଇଗଲା

ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଫଳରେ ଆମ୍ବୁଲାନ୍ସ ପାଖକୁ ପାଖାପାଖି ୧ କିଲୋମିଟର ଷ୍ଟ୍ରେଚରରେ ବୁହାହୋଇ ଆସିଲେ ରୋଗଗ୍ରସ୍ତ ମହିଳା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଜୀବନ ଗଲା।

Hostel Girls
କେତେ ସୁରକ୍ଷିତ 'ମହିଳା ହଷ୍ଟେଲ୍‌'?

ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେତେ ସୁରକ୍ଷିତ 'ମହିଳା ହଷ୍ଟେଲ୍‌'?

Hostel Girls
କେତେ ସୁରକ୍ଷିତ ହଷ୍ଟେଲ ଛାତ୍ରୀ ? ବାପା-ମାଆ କାହା ଭରସାରେ କଲେଜ ଛାଡ଼ିବେ ଝିଅକୁ

ସଚେତନ ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ।

Chandigarh University Hostel Bathroom Video Viral
ଛାତ୍ରୀମାନଙ୍କ ବାଥ୍‌ରୁମ୍ ଭିଡିଓ ଭାଇରାଲ ଘଟଣା, ହଷ୍ଟେଲ ଛାତ୍ରୀ-ବୟ ଫ୍ରେଣ୍ଡ ଗିରଫ

ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି । ପଂଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି ।

Bhubaneswar Traffic
କମିଶନରେଟ୍ ପୋଲିସକୁ ଘାରିଲାଣି ଚିନ୍ତା, ପୂଜାରେ କେମିତି ହେବ ଟ୍ରାଫିକ୍‌ କଣ୍ଟ୍ରୋଲ ?

ରାଜଧାନୀର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

  • Monday, 19 September 2022
Odia girl got 1st position
ଗୁଜରାଟ ସୁରତରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ

ବୀଜ ଗଣିତ ପ୍ରତିଯୋଗିତାରେ ୩ଜଣ ହେଲେ ପ୍ରଥମ। ଜାତୀୟ ସ୍ତର ପ୍ରତିଯୋଗିତାରେ ନେବେ ଭାଗ

  • Monday, 19 September 2022
Cuttack SCB Medical Staff Drinking Alcohol In Ticket Counter Video Goes Viral
SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟରରେ ମଦ ପିଇଲେ କର୍ମଚାରୀ, ଭିଡିଓ ଭାଇରାଲ୍‌

SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି।

Odisha govt raises DA by 3%
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଦଶହରା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। 

special story
ତମେ ସତ କହିଲ, ମୁଁ ତୁମକୁ ଭଲ ପାଏନି ?

ବାହାଘର ପରେ ସବୁ ଠିକ୍ ଠାକ୍ ଚାଲିଥିଲା। ଯିଏ ଯାହା କହୁ ପଛେ ମୋ ପାଇଁ ମୋ ସ୍ତ୍ରୀ ଭଲ। ଏମିତି ନ୍ୟାୟରେ ସଂସାର ଗଡ଼ି ଚାଲିଥିଲା। ହେଲେ ତଥାପି ଆଜି ଜୀବନ ଦୋ ଛକିରେ ଆମେ ଖୋଜୁଛୁ ଆଶାର ଆଲୋକ…

Police officer unique mantra to spread helmet awareness
ମନ୍ତ୍ର ପଢି ପିନ୍ଧେଇ ଦେଲେ ହେଲମେଟ୍; ହାତ ଯୋଡି ଦେଲେ ଏମିତି ଧମକ

ଦି’ଚକିଆ ଯାନ ଚାଳକଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ ହୋଇଥିଲେ ବି ଅନେକ ଏହାକୁ ମାନୁ ନଥିବା ଦେଖାଯାଏ। ଜଣେ ଏମିତି ଅମାନିଆକୁ ପୋଲିସ ଧରି ନିଆରା ମନ୍ତ୍ର ପଢି ତାଙ୍କୁ ହେଲ୍‌ମେଟ୍ ପିନ୍ଧେଇଦେବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍। ଦେଖନ୍ତୁ…

First flying bike xturismo launched in usa
ବଜାରକୁ ଆସିଗଲା ଉଡନ୍ତା ବାଇକ୍; ଜାଣନ୍ତୁ କେତେ ରହିଛି ଦାମ

ଏବେ ଆପଣଙ୍କ ସ୍ୱପ୍ନ ସତ ହେଇଛି। ବାଇକ୍‌ରେ ବସି ଆପଣ ଏବେ ଆକାଶରେ ଉଡିପାରିବେ। ଆପଣଙ୍କ ମନ ଜାଣି କମ୍ପାନୀ ବାହାର କରିଛି ଉଡନ୍ତା ବାଇକ୍। ଯଦି ଏହାକୁ କିଣିବାକୁ ଯୋଜନା କରୁଛନ୍ତି ତେବେ ଜାଣି ନିଅନ୍ତୁ ଏହାର ମୂଲ୍ୟ।

Suryakiran Show
ବାୟୁସେନାର ଚିତାକର୍ଷକ ସୋ: ଅସମ୍ଭବ ଭିଡ଼ରେ ଉଛୁଳିଲା ପୁରୀର ବ୍ଲୁ ଫ୍ଲାଗ୍ ବିଚ୍

ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର।

States to be penalised for delaying in dispatching PMAY benefits
ଏଣିକି ଧାର୍ଯ୍ୟ ସମୟରେ କାମ ନ ସରିଲେ ଜରିମାନା ଗଣିବେ ରାଜ୍ୟ ସରକାର

ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ।

Accident In Bhubaneswar
ଭୁବନେଶ୍ୱରରେ ମଦ୍ୟପ ଡ୍ରାଇଭରଙ୍କ ଆତଙ୍କ: ଜୋର୍‌ରେ ଗାଡ଼ି ଚଲାଇ ଆସିଲେ, ନେତାଙ୍କ ଘର ପାଚେରି ଭାଙ୍ଗିଲେ

ଗାଡ଼ିର ସ୍ପିଡ୍‌ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍‌ ପଶି ଯାଇଥିଲା। 

Cash Seized From Lodge: Bolangir SP In Action Mood
ଲଜ୍‌ରୁ ଟଙ୍କା ଜବତ ଘଟଣା: ଆକ୍ସନ୍‌ ମୋଡ୍‌ରେ ବଲାଙ୍ଗିର ଏସ୍‌ପି, SDPOଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଲଜ୍‌ରେ ଚଢ଼ାଉ କରିଥିବା ସ୍କ୍ୱାଡ୍‌ର ସବୁ ସଦସ୍ୟଙ୍କୁ ଏସ୍‌ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା।

children death
ଚିକିତ୍ସାରେ ଅବହେଳା ଅଭିଯୋଗ : ମେଡିକାଲରେ ୧୮ ଦିନରେ ୧୩ ଶିଶୁ ମୃତ

ବର୍ତ୍ତମାନ ମେଡିକାଲରେ ପହଞ୍ଚିଛନ୍ତି ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ।

Number Plate
ପହିଲାରୁ ଜୋରଦାର ହେବ ଚେକିଂ, ନମ୍ବର ପ୍ଲେଟ୍‌ ନଥିଲେ ପଠାଯିବ ଇ-ଚାଲାଣ

ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ କଟାଯିବ ।

Indian Army
ପୁଅ ସେନାରେ ଯାଇ ଜୀବନ ହାରିଲା, ହେଲେ ମିଳିଲାନି ପେନ୍‌ସନ୍‌ ! ପରିବାର ଏବେ ଦୁର୍ଦିନରେ..

ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି ।

IAF Suryakiran Airshow in Puri
ଲଢୁଆ ବିମାନର ଗର୍ଜନରେ ଥରିଲା ପୁରୀ

ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।