• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Enews

Ollywood Film
୨୦୨୩ର ସବୁଠୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ

ଦେଖନ୍ତୁ ୨୦୨୩ରେ ରାଜ୍ୟର ସବୁଠୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ।

Tu Mo Subhadra Mun To Jaga
ଚଳିତ ସପ୍ତାହରେ ରିଲିଜ ହେବ ‘ତୁ ମୋ ସୁଭଦ୍ରା ମୁଁ ତ ଜଗା’

ଭାଇ ଭଉଣୀ ସମ୍ପର୍କ ଅତି ପବିତ୍ର। ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତତ୍ପର। ଭାଇ ଭଉଣୀର ନିଆରା ସମ୍ପର୍କକୁ ନେଇ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁ ମୋ ସୁଭଦ୍ରା ମୁଁ ତ ଜଗା’ ।

Tarang Titli
‘ତିତଲି’ ସୁଟିଂ ସେଟରେ ସେଲିବ୍ରେସନ

‘ତିତଲି’ ସୁଟିଂ ସେଟରେ ସେଲିବ୍ରେସନ । ସେଲିବ୍ରେସନକୁ ନେଇ କ’ଣ କହିଲେ ନାୟିକା ‘ତିତଲି’।

Akshay Kumar shows off his ‘biker avatar’ while shooting for his upcoming film ‘Sky Force’
ଓପନ ଗ୍ରାଉଣ୍ଡରେ ଖିଲାଡି କୁମାରଙ୍କ ଜଲୱା

ଉତ୍ତର ପ୍ରଦେଶରେ ଏକ ଓପନ ଗ୍ରାଉଣ୍ଡରେ ବାଇକ୍ ଚଳାଉଥିବା ନଜର ଆସିଛନ୍ତି ଅକ୍ଷୟ କୁମାର । ଶହ ଶହ ଫ୍ୟାନ୍ସ ତାଙ୍କୁ ଟିକିଏ ପାଖରୁ ଦେଖିବାକୁ ଭିଡ଼ ଜମାଇଛନ୍ତି...

ENEWS
ଆମେ ବାଲେଶ୍ୱରିଆ..ପୁରା ଧୁମ୍ ମଚେଇଦେବୁ

ପରଦାର ଚୁଲବୁଲି ନାୟିକା ଚିକି ରିୟଲ ଲାଇଫରେ କେମିତି ?

E NEWS
ତିତଲିଙ୍କ ମାଆ ଚରିତ୍ରରେ କିଏ ?

ତିତଲିଙ୍କ ମାଆ ଚରିତ୍ରରେ କିଏ ? କେମିତି ପାଇଲେ ମେଗା ଧାରାବାହିକ ତିତଲିର ଅଫର୍..?

ENews
ଜୀବନରେ ପ୍ରେମ ଆସିଲେ ତାର ସ୍ୱାଦ କିଛି ନିଆରା

ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ। ଘଟଣାକୁ ୪ ବର୍ଷ ପୂରିଲାଣି..ସେଦିନ ଭୟଙ୍କର ଦୃଶ୍ୟ କଥା ମନେ ପଡିଲେ ଆଜି ବି ଥରିଯାଏ ଛାତି

E News
ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ

ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ, ଯେମିତି ଇନ୍ଦ୍ରଧନୁ ରଙ୍ଗବୋଳେ ଧୀରେ ଧୀରେ.. ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ… ଆସି ପୁଣି ଘର କଲୁ, ଛାତି ତଳେ ଧୀରେ ଧୀରେ…

E News
ଏ ଦୁହିଁଙ୍କ ପ୍ରେମରେ ପଡିଛି ଇନ୍ଦ୍ରଧନୁର ରଙ୍ଗ

ସତରେ ପ୍ରେମ ଧିରେ ଧିରେ ହିଁ ହୁଏ। ଏ ପ୍ରେମକୁ ନେଇ କିଏ କେତେ ସ୍ୱପ୍ନ ଦେଖେ । ହେଲେ ଏ ପ୍ରେମରେ ଯେବେ ଇନ୍ଦ୍ରଧନୁର ରଙ୍ଗ ଲାଗେ ସେତେବେଳେ ସବୁ କିଛି ଲାଗେ ରଙ୍ଗୀନ୍ ରଙ୍ଗୀନ୍ ।

E News
ମତେ ଯେତେ ଝୁମୁକା ଦେଲେ ବି ଆହୁରି ଦରକାର

ନାୟିକା ତନୁଶ୍ରୀ ଭାରି ଚୁଲୁବୁଲୀ… ଆଜି ସେ ଝୁମୁକା କିଣୁଛନ୍ତି…

enews
ଗୁରୁଙ୍କ ବିରୋଧରେ ଯାଇ କାହିଁକି କେସ୍ ଲଢୁଛନ୍ତି ଅର୍ଚ୍ଚିତା

କୋର୍ଟ ଭିତରେ ଗୁରୁ-ଶିଷ୍ୟଙ୍କ ଜୋରଦାର ଲଢେଇ। ଆଦିତ୍ୟ ବନାମ ସବାନା...କାହାର କେତେ ଦମ୍‌? ଦେଖନ୍ତୁ ଏହି ଭିଡିଓ

E News
ପରିବା ମାର୍କେଟ୍‌ରେ ଅର୍ଚ୍ଚିତାଙ୍କୁ ଅଣ୍ଡାମାଡ...

ପରିବା କିଣିବା ପାଇଁ ଆସିଥିଲେ ଅର୍ଚ୍ଚିତା। ହଠାତ୍‌ ଗାଡିରେ ଆସିଲେ ଗୁଣ୍ଡା...ମନଇଚ୍ଛା ଅଣ୍ଡା ମାରିଲେ। ପାକିସ୍ତାନ ପଳାଇବା ଲାଗି ଅର୍ଚ୍ଚିତାଙ୍କୁ କହିଲେ। ଦେଖନ୍ତୁ କେମିତି ଚାଲିଛି ସୁଟିଂ

ENews
ଆଇନଜୀବୀ ହେଲେ ଅର୍ଚ୍ଚିତା...ଶବାନା ବେଗମ୍‌ ଭୂମିକାରେ ଦୁଲକେଇଲେ ସୁଟିଂ ସେଟ୍‌

କେମିତି ଚାଲିଛି ମହିଷାସୁର ଫିଲ୍ମର ସୁଟିଂ ସେଟ୍‌? ଆଲୋ ମୋର କଣ୍ଢେଇ ପରେ ପୁଣି ଆଇନଜୀବୀ ବେଶରେ ଅର୍ଚ୍ଚିତା । ଶବାନା ବେଗମ୍‌ ଭୂମିକାରେ ସୁଟିଂ ସେଟ୍‌କୁ ଦୁଲକାଇଦେଲେ ଅର୍ଚ୍ଚିତା

ENews
ନିରୀହ ଚାହାଣି...ହେଲେ ଆଖିରେ ହାଣି ଦେଉଛନ୍ତି ଅଙ୍କିତା...

ନିରୀହ ଚାହାଣି ଚାହୁଁଛନ୍ତି ହେଲେ ଆଖିରେ ଫ୍ୟାନଙ୍କୁ ହାଣି ଦେଉଛନ୍ତି। କୁନି ଓଠରେ ଜବରଦସ୍ତ ସ୍ମାଇଲ କରୁଛନ୍ତି ଆର୍ଲିନ ଅଙ୍କିତା। ପ୍ରେମର ରଙ୍ଗରେ ରଙ୍ଗୀନ ନାୟିକା। ବିଛା ଗ୍ୟାଙ୍ଗରେ କରୁଛନ୍ତି ଜବରଦସ୍ତ ଆକ୍ଟିଂ

ENews
ମୁଁ ଗଲା ପରେ ମୋ ଆଚିଭ୍ ଲୋକ କରନ୍ତୁ...

ଭଗବାନ ବଡ଼ ଲୋକ। ତାଙ୍କୁ ମୋର ଗୁହାରି, ମୁଁ ବଂଚି ଥିଲା ବେଳେ ମୋତେ କେବେ ହେଲେ ନ ମିଳୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ୱାର୍ଡ। ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

ENEWS
ଆଶ୍ଚର୍ଯ୍ୟ !! ସିନେମାରେ ହିରୋଙ୍କ ସହ ଆକ୍ଟିଂ କରିବେ ବିଛା

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ସିନେମାରେ ହିରୋଙ୍କ ସହ ଆକ୍ଟିଂ କରିବେ ବିଛା...କିନ୍ତୁ ଯଦି କାମୁଡି ଦିଏ...ଦେଖନ୍ତୁ କେମିତି ଚାଲିଛି ସୁଟିଂ ସେଟ୍‌....

Enews
ସହରରେ ମାତିଲେଣି ବିଛା ଗ୍ୟାଙ୍ଗ…ଆଉ ସର୍ଦ୍ଦାର ହେଉଛନ୍ତି..

ପାର୍ଟି ଆମ ସାର୍ଟ ତଳ ହାର୍ଟ ପୂରା ନିଆରା। ଥରେ ମନ ଦେଇକି ଦେଖ? ଏବେ ସହରରେ ସବୁ ଆଡେ ମାତିଛନ୍ତି ବିଛା ଗ୍ୟାଙ୍ଗ...ଦେଖନ୍ତୁ ଏମାନେ କଣ କରୁଛନ୍ତି ଅଧ ରାତିରେ?

Enews
ଯେମିତି ନଣନ୍ଦକୁ ସେମିତି ଭାଉଜ

ଯେମିତି ନଣନ୍ଦକୁ ସେମିତି ଭାଉଜ। ପୂରା ଘରକୁ ଉଠାଉଛନ୍ତି ପକାଉଛନ୍ତି । ଅଫ୍ ସ୍କ୍ରିନ୍ କେମିଷ୍ଟ୍ରିତ ଜମୁଛି ହେଲେ ଅନ୍ ସ୍କ୍ରିନ୍ କେମିଷ୍ଟ୍ରି ଦେଖନ୍ତୁ କେମିତି

E News
ସେ ମତେ ବଡ଼ ଭଉଣୀ ଭାବୁଛି କିନ୍ତୁ ମୁଁ ତାକୁ ଘରର ଚାକରାଣୀ ଭାବେ...

ସେ ମତେ ନିଜ ବଡ଼ ଭଉଣୀ ବୋଲି ଭାବୁଛି କିନ୍ତୁ ମୁଁ ତାକୁ ଘରର ଚାକରାଣୀ ବୋଲି ଭାବେ। ଜସ୍ମିନ ଜସ୍ମିନ...ମେହେକା ମେହେକା...ତତେ ପାଇଛି ପୂରା ହୋଇଛି ମୋ ଦୁୟା...ଦେଖନ୍ତୁ ଏଇ ଅଭିନେତ୍ରୀଙ୍କ କେମେଷ୍ଟ୍ରି

ENews
ଗୋରା ଚାନ୍ଦ ପରି ଚେହେରା...ଆଉ ଆଖି ଯେତେବଳେ କଥା ହୁଏ...ବାସ୍‌....

ତୋର ସର୍ମିଲି ସର୍ମିଲି ଆଖି...ଇସାରାରେ ଯେବେ ଦିଏ ଡାକି...ବାସ୍‌ ଲୁକ୍‌ ଦେଖିଲେ ଆପଣ ବି ଘଂଟାଏ ଯାଏଁ ହେବେ ହୋଲ୍ଡ। ଦେଖନ୍ତୁ କେମିତି ସ୍ମାଇଲ ଦେଇ ହାଏ କହୁଛନ୍ତି ତାରିଣୀ

E News
ଚୁଲବୁଲି ନାୟିକା ସୁମନ୍ ଙ୍କ ସହ ଦେଖନ୍ତୁ କିଛି ମାଜା ମଜା କଥା…

ଏଇ ଚୁଲବୁଲି ନାୟିକା ଜଣକ ଭାରି ମିଠା ମିଠା କଥା କହୁଛନ୍ତି। ସେ ଏବେ ଯେଉଁ ସିରିଏଲ୍ ରେ ମୁଖ୍ୟ ନାୟିକା ଅଛନ୍ତି ଆପଣ ସେ ସିରିଏଲ୍ ଦେଖୁଛନ୍ତି କି? ସିରିଏଲ୍ ରେ ସିଏ ଯେମିତି ସତସତିକା ସିଏ ଜମା ନୁହେଁ ସେମିତି। ଭୁଲ୍ ନ ଥାଇ କିଏ କହିଲେ ଛାଡ଼ିବେନି ଜମା।

ENews
ଫିଗର ଏମିତି...ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ...ନିଜ ସ୍ତ୍ରୀଙ୍କୁ ଛାଡ଼ି ଶିଲାଙ୍କ ପ୍ରେମରେ ପାଗଳ ପ୍ରକାଶ

ଫିଗର ଯେମିତି, ଲୁକ୍‌ ବି ସେମିତି। ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ। ସେଇଥି ପାଇଁ ତ ଶିଲାଙ୍କ ପ୍ରେମରେ ପାଗଳ ହୋଇ ନିଜ ସ୍ତ୍ରୀ ଛାଡ଼ିବାକୁ ବସିଲେଣି ପ୍ରକାଶ

ENews
ଗୌରୀଙ୍କ ଲୋରୀ ଶୁଣିଶୁଣି ଶୋଇ ପଡ଼ିଲେ ଶ୍ୱଶୁର...ଦେଖନ୍ତୁ ସୁଟିଂ ସେଟ୍‌ର ସତ..

ଗୌରୀଙ୍କ ଶ୍ୱଶୁରଙ୍କୁ ସମସ୍ତେ ଭାବୁଛନ୍ତି ପାଗଳ। ହେଲେ ଗୌରୀ ଜାଣିଛନ୍ତି ସେ ଭଲ ଲୋକ...ସେଇଥି ପାଇଁ ତାଙ୍କ ସାମ୍ନାରେ ଗାଉଛନ୍ତି ଲୋରୀ। ଆଉ ସେଇ ଲୋରୀ ଶୁଣିଶୁଣି ଶୋଉଛନ୍ତି ଶ୍ୱଶୁର। ଦେଖନ୍ତୁ କାନ୍ଦ ସିନ୍‌ ପାଇଁ କେମିତି ଚାଲିଛି କସରତ?

E News on viral little boy Santanu
ଶାନ୍ତନୁଙ୍କ ନାଁ ପୂର୍ବରୁ କାହିଁକି ଲାଗିଲା ଭାଇରାଲ ବୟ?

ଶାନ୍ତନୁ କେତେ ଦୁଷ୍ଟ? ନାଁ ପଛରେ କାହିଁକି ଆଡ୍‌ ହେଲା ଭାଇରାଲ ବୟ? ଶୁଣନ୍ତୁ ଏନେଇ କଣ କହୁଛନ୍ତି କୁନି ଗୀତିକାର ଶାନ୍ତନୁ...

ENews
ଆଜି କାହିଁ ହୃଦୟସ ତୋ ପାଇଁ ହୁଏ ଅଥୟ

ସୁଟିଂ ସେଟରେ ଖୁବ ମଜାମସ୍ତି। ବାହାଘର ହେଲା। ଆଉ ଦଶ କୋଡିଏ ଥର ବାହାଘର ହବ। ଯେତେବେଳେ ମୁଁ ତାଙ୍କୁ ଦେଖିଲି...