କେବେ ଖାଇଛନ୍ତି କି କଖାରୁ ଅଣ୍ଡା ମୁସ୍କା? କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଗୁଣ୍ଡ ସହ ଏମିତି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡିବନି
ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’
ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ମାଲକାନଗିରିରେ ଅଜଣା ରୋଗର ଭୟ । ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।
ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’
ରାଜନୀତି କରିବ ତ ଏମିତି। ଦେଖୁନାହାନ୍ତି କେମିତି ସଂଧ୍ୟାରେ ଅଳିଆ ସବୁ ପକାଇଲେ ଆଉ ଏବେ ସକାଳୁ ସକାଳୁ ଆସି ଅଳିଆକୁ ଉଠାଉଛନ୍ତି। ରହ ରହ....ଏଇନା ସୁଲୋଚନା ମାଡାମ୍ ଆସିବେ, ଫାଇନ୍ କାଟିଦେବେ
ଥାନାରେ ପଶି ଉତ୍ତ୍ୟକ୍ତ ଲୋକ ପୋଲିସ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ତଳେ ପକାଇ ପୋଲିସ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ପୋଲିସ୍ର ରାତି ଅଧିଆ ଚଢଉକୁ ବିରୋଧ କରି ଲୋକଙ୍କ ଆକ୍ରୋଶ ବଢ଼ିଥିଲା।
ଏଣିକି ରିଅଲ୍ ଇଷ୍ଟେଟ୍ ସଂସ୍ଥା ଘର/ ଜମି କ୍ରେତାଙ୍କ ଠାରୁ ଜିଏସ୍ଟି, ସେସ୍ କି ଅନ୍ୟାନ୍ୟ ଟିକସ ନେଇ ପାରିବେନି। ସେମାନେ ଘର ମୂଲ୍ୟ ବାଦ୍ କିଛି ଟିକସ ନେଇପାରିବେନି।
ଜାତୀୟ ରାଜପଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଏକ ଡମ୍ପର ଚଢ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସ୍ୱାମୀ,ସ୍ତ୍ରୀ କାର୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା।
ବିମାନ ଯାତ୍ରା ସମୟରେ ପାଇଲଟ ୩ ଜରୁରୀ ଜିନିଷକୁ ନିଜ ପାଖରେ ରଖନ୍ତି। ଜଣେ ମହିଳା ପାଇଲଟ୍ ଏହି ଖୁଲାସା କରିଛନ୍ତି। ଆପଣ ବି ବିମାନ ଯାତ୍ରାରେ ଏହି ୩ ଜିନିଷକୁ ପାଖରେ ନେବା ଜରୁରୀ। ତେବେ ସେସବୁ କ’ଣ ଆସନ୍ତୁ ଜାଣିବା।
ଆପଣ ଜାଣିଛନ୍ତି କି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦ୍ୱାରା ଲେଖାଯାଇଥିବା ଏକ ଗୁପ୍ତ ଚିଠି ବିଷୟରେ? ୧୯୮୫ରେ ଏହି ଚିଠି ଲେଖାଯାଇଥିଲା। ଏହା ଏବେ ସିଡ୍ନୀରେ ଲୁଚାହୋଇ ରହିଛି। ଜାଣନ୍ତୁ ଏହାକୁ କେବେ ଖୋଲାଯିବ…
ଏକ ଏନଜିଓ ଛାଡପତ୍ର ହୋଇଥିବା ପୁରୁଷଙ୍କ ପାଇଁ 'ବିବାହ ବିଚ୍ଛେଦ ସମାରୋହ' ଆୟୋଜନ କରିବାକୁ ସ୍ଥିର କରିଥିଲା। କିନ୍ତୁ କିଛି ସଂଗଠନର ବିରୋଧ ପରେ ସେପ୍ଟେମ୍ବର ୧୧ ରବିବାର ଦିନ ଏହାକୁ ବାତିଲ କରିଦିଆଯାଇଛି।
ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର । ସ୍ଥଳଭାଗ ମୁହାଁ ଉଛୁଳା ଢେଉ ସହ ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗ । ସମୁଦ୍ରର ଏଭଳି ଉଗ୍ର ରୂପ, ଆଗରୁ କେବେ ଦେଖାଯାଇନଥିଲା । ଦୁଇ ଦିନ ହେଲାଣି ସାମୁଦ୍ରିକ ଜୁଆର କୂଳ ଖାଇବାରେ ଲାଗିଛି । ଫଳରେ କୋଣାର୍କ-ପୁରୀ ମରିନ୍ ଡ୍ରାଇଭ୍ ପ୍ରତି ଘନେଇଲାଣି ବିପଦ ।
କୋହିନୂର ଏକଦା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପା ଯାଇଥିବା ଭାରତର ଦୂର୍ମୂଲ୍ୟ ହୀରା ଯେଉଁ କାରଣ ପାଇଁ ବ୍ରିଟିଶ୍ ରାଜବଂଶ ହାତରେ ପଡୁ ନା କାହିଁକି ପୂର୍ବର ବହୁ ନିଷ୍ଫଳ ପ୍ରୟାସ ସତ୍ତ୍ୱେ, ସ୍ୱଦେଶ ଫେରାଇ ଆଣିବାକୁ ଏବେ କିନ୍ତୁ ଜାଗିଛି ଛୋଟ ଆଶା ।
ବାଲିବସ୍ତା ଓ ବହ୍ଲା ଦେଇ ରୋକିବାକୁ ପ୍ରୟାସ । ଜଗତସିଂହପୁର ଶିଆଳି ବେଳାଭୂମିରେ ଧୋଇଗଲା ଭ୍ୟୁ ଟାଓ୍ୱାର ଚଟାଣ ।
କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆଣିବା ଲାଗି ଚାଲିଛି ଉଦ୍ୟମ ।
ଏଥର ୨ ବର୍ଷ ପରେ ବିନା କୌଣସି କଟକଣାରେ ପୁରା ଧୁମାଧାମରେ ହେବ ଦୁର୍ଗାପୂଜା ।
ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।
କାଠ ଗଣ୍ଡିକୁ ବେକରେ ବୋହି ଚାଲିବା ଯେ କେତେ କଷ୍ଟକର ତାହା ଥରେ ଚିନ୍ତା କରନ୍ତୁ ।
ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।
ନୂଆପଡା ଜିଲ୍ଲା ପାଇଁ ଖୁସି ଆଣିଛି ଟସର ଚାଷ । କାରଣ ଏଇ ଚାଷ କରି ଅନେକ ପରିବାରର ବଦଳିଯାଇଛି ଭାଗ୍ୟ। ଟସର ପୂର୍ବରୁ ଏମାନେ ପର ଦୁଆରେ ମୂଲ ଲାଗୁଥିଲେ ।
ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି।
ସ୍ୱାଭିମାନୀ ଶୁକ୍ରମଣୀ। ଦୁଇ ପୁଅ ଦୂରରେ ରହୁଛନ୍ତି...ହେଲେ ୭୦ ବର୍ଷରେ ବି ସେ ହାର ମାନିନାହାନ୍ତି। ଖଲି ଟିପୁଛନ୍ତି ପୁଣି ହଳଦୀ ତିଆରି କରୁଛନ୍ତି। କି ଖରା କି ବର୍ଷା? ଦିନରାତି ପରିଶ୍ରମ କରି ଏମିତି ରାସ୍ତା କଡରେ ରୋଷେଇ କରି ଖାଉଛନ୍ତି ଶୁକ୍ରମଣୀ। । ସାହାଯ୍ୟ କଲେ ନେଉନାହାନ୍ତି...ବରଂ କହୁଛନ୍ତି....