• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Woman in Maharastra
ବାଘଠୁ ଜୀବନ ବଂଚାଇବା ପାଇଁ..୭୦ କିମି ପହଁରିଲେ ମହିଳା...

ଜୀବନ ବଞ୍ଚାଇବା ପାଇଁ....୭୦ କିମି ନଈ ପହଁରିଲେ ମହିଳା। କହିଲେ...କଦଳୀ ପାଟୁଙ୍ଗା ସହ ଭଗବାନ ହେଲେ ସାହା...

Rs 80,00,000 cash seized during raid at a lodge in Bolangir
ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ, କେଉଁଠୁ ଆସିଲା ଏତେ ଟଙ୍କା ?

ଚଢାଉ ବେଳେ ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।

Suryakiran Airshow by IAF to be held at Kuakhai River Bank in Bhubaneswar today
ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା

ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍‌ୱା ଦେଖିବେ। 

Orphaned Grandson
ନାତି ପାଠପଢ଼ି ବଡ଼ ମଣିଷ ହେବ; ଅହରହ ଖଟୁଛି ଜେଜେମାଆ

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?

Share Market
ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।

Muslim Devotee
ମୁସଲିମ୍‌ ଭକ୍ତଙ୍କ ମୁହଁରେ ଜଗନ୍ନାଥ ଭଜନ

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌।

IAF Suryakiran Air Show
କାଲି ଶୋ’ ଆଉ ଆଜି ଜୋରଦାର୍‌ ଅଭ୍ୟାସ

ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି।

Farmer's Children
ଚାଷୀଘର ପିଲା ଇଣ୍ଡିଆ ଟପ୍ପର..

ଇଚ୍ଛାଶକ୍ତି ଥିଲେ ବାହାନା ନୁହେଁ ବରଂ ବାଟ ଦେଖାଏ। ଆଉ ନିଷ୍ଠା ଥିଲେ କେମିତି ସଫଳତା ମିଳେ ତାହା ଶିଖନ୍ତୁ ଏଇ ପିଲାଙ୍କଠୁ..

Artha Tatwa Chid Fund Scam
ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Special story
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଣଦେଖା : ଉଦଘାଟନର ୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ହଷ୍ଟେଲ୍

ବାଃ ବାଃ !! ଉଦଘାଟନ ହେଲା ହଷ୍ଟେଲ। ହେଲେ ୮ ବର୍ଷ ପରେ ବି କାମରେ ଲାଗିଲାନି...ଆଦିବାସୀ ଛାତ୍ରୀଙ୍କୁ କାହିଁକି ଅଣଦେଖା କଲା ପ୍ରଶାସନ?

BMC seals 'Kishore Bhaina' Mutton Hotel
ସତ ନା ଲୋକ ଦେଖାଣିଆ ? ସିଲ୍‌ ପରେ କେମିତି ଖୋଲିଲା କିଶୋର ମଟନ୍‌ ହୋଟେଲ୍‌ ?

ବିଏମ୍‌ସି ପକ୍ଷରୁ କୁହାଯାଇଥିଲା କିଶୋର ହୋଟେଲ୍‌ରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। 

 Meet Arun Sahu
ଅରୁଣଙ୍କ ଲାଗି ଗାଁରୁ ଦାଦନ ଯାଉନାହାନ୍ତି ଯୁବକ...ଘରେ ବସି କରୁଛନ୍ତି ରୋଜଗାର

ସାବାସ ଅରୁଣ। ନିଜସ୍ୱ ଉଦ୍ୟମରେ ଗାଁରୁ ବନ୍ଦ କରିଦେଲେ ଦାଦନ ପ୍ରଥା। ଗାଁରେ ରହି ଯୁବକ ଓ ଯୁବତୀମାନେ ଭଲ ଦୁଇପଇସା ରୋଜଗାର କରୁଛନ୍ତି। ବିନା କୌଣସି ଟ୍ରେନିଂରେ କରିସ୍ମା କରିଦେଲେ ଏଇ ଯୁବକ ।

Elephant wriggles out of a house after eating tasty snacks
ଘରେ ପଶି ସୁସ୍ୱାଦୁ ଜଳଖିଆ ଖାଇ ବାହାରକୁ ଆସିଲା ହାତୀ

ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।

irregularities in construction of road
ବିକାଶ ଅଟକିଛି ଦେଢ କିମି ଦୂରରେ, ଚେଇଁ ଶୋଇଛି ପ୍ରଶାସନ

ବାଃ ବାଃରେ ପ୍ରଶାସନ। ସାଢେ ସାତ କିମି ରାସ୍ତା କଲେ, ଆଉ ଦେଢ କିମି ବେଳକୁ ହାତ ଟେକିଦେଲେ। ଘାଟି ରାସ୍ତା ତିଆରି ନହେବାରୁ ରାସ୍ତା ନିର୍ମାଣର ଫଳ ଶୂନ। ସରକାର କା ମାଲ୍‌ ଦରିଆ ମେ ଡାଲ୍‌ ନୀତି କରି ବସିପଡିଛି ପ୍ରଶାସନ। ହଇରାଣ ହେଉଛନ୍ତି ଗାଁ ଲୋକ

Air Show Will Be Held In Bhubaneswar Tomorrow
କାଲି ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ’, ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା...

ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି। 

BJD youth leader arrested
ଛି ଛି !! ଟ୍ରକ୍‌ ଚୋରି କରୁଥିଲେ ବିଜେଡି ନେତା...ଏବେ ବାନ୍ଧିଲା ପୋଲିସ

ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ ଚୋରି ଲିଙ୍କ୍‌। ଏମିତି ଚାଲିଛି ନବୀନଙ୍କ ସ୍ୱଚ୍ଛ ଶାସନ

Special story
ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ଚାରି ପ୍ରାଣୀ : ଖାଇବା ତ ଦୂର କଥା, ରହିବାକୁ ଘର ଖଣ୍ଡେ ବି ନାହିଁ

ଗଂଜାମ ଜଗନ୍ନାଥପ୍ରସାଦ କୁଡୁତାଇ ଗାଁର ଘଟଣା, ପିଲାଙ୍କ ପାଠପଢା ଓ ଘର ଖଣ୍ଡେ ପାଇଁ ନିବେଦନ

newsfuse
ଆହାର କେନ୍ଦ୍ରରେ ଆହାର ନାହିଁ। ନବୀନଙ୍କ ଉଦ୍ଦେଶ୍ୟରେ ଏମିତି ଗୀତ ଗାଇଲେ ଦୁଇ ଦୃଷ୍ଟିବାଧିତ

ଆହାର କେନ୍ଦ୍ର ଖୋଲିଲା ଗରିବଙ୍କ ପାଇଁ ହେଲେ ଖାଇବା ମିଳିଲା ନାହିଁ। ନବୀନ ବାବୁ ଖାଲି ବୁଲି ବୁଲି କହୁଛନ୍ତି ଆହାର କେନ୍ଦ୍ର ଖୋଲିଛି ମୁହିଁ, ହେଲେ ଆମେ ଦୁହେଁ ଦିବ୍ୟାଙ୍ଗ ଟିକିଏ ଖାଇବା ପାଇଲୁ ନାହିଁ। ଆହାର କେନ୍ଦ୍ର ସାମ୍ନାରେ ଖାଦ୍ୟ ନପାଇବାରୁ ଏମିତି ପ୍ରତିବାଦ କରୁଛନ୍ତି ଦୁଇ ଦୃଷ୍ଟିବାଧିତ। ସତରେ ଆହାରର ସତ ଏମାନେ ସରକାରକୁ ଦେଖାଇଛନ୍ତି।

 Kishore mutton hotel
ଭୁବନେଶ୍ୱର ପ୍ରସିଦ୍ଧ କିଶୋର ମଟନ୍‌ ହୋଟେଲ୍ ସିଲ୍

ଦୂରଦର୍ଶନ ପାଖ କିଶୋର୍ ହୋଟେଲ୍ ସିଲ୍ କରାଯାଇଛି ।

Elderly woman seeks govt help
୫ ବର୍ଷରେ ଚାଲିଗଲେ ବାପା-ମାଆ: ଶିବା ଦେଖିଥିବା ସ୍ୱପ୍ନ ପୂରଣ ହେବ କେମିତି?

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?

Youth Jumps Into Mahanadi River From Mundali Bridge In Cuttack
ବ୍ରିଜ୍‌ ଉପରେ ବାଇକ୍‌ ରଖି ମହାନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି ପରେ...

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ସକାଳୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି। 

Youth kills self
ସାଙ୍ଗଙ୍କ କମେଣ୍ଟ ସହିପାରିଲେନି; ଜୀବନ ହାରିଦେଲେ

ସହିପାରିଲେନି ସାଙ୍ଗଙ୍କ କମେଣ୍ଟ। ବିଷ ପିଇ ଜୀବନ ହାରିଦେଲେ ଆଶୁତୋଷ। ଭେଣ୍ଡିଆ ପୁଅ ସିନା ଚାଲିଗଲା, ହେଲେ ଜନ୍ମକଲା ପୁଅ ପାଇଁ ମୁଣ୍ଡ ବାଡେଇ ଛାତିପିଟି କାନ୍ଦୁଛି ମାଆ। କହୁଛି, ଧନରେ ତୁ ଫେରିଆ ଆ ମୋ କୋଳକୁ..

Lokseba Bhawan
IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଶୁଭା ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ହୋଇଛନ୍ତି।

Anubhav Varsha
ଅଯଥା ସମୟ ନନେବାକୁ ବର୍ଷାଙ୍କ ସତ୍ୟପାଠ ଦାଖଲ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ସତ୍ୟପାଠ ଦାଖଲ କଲେ ବର୍ଷା ।

Odisha Crime Branch IG on SIM box racket
ଓଡ଼ିଶା ଜଙ୍ଗଲରୁ ଚାଲିଥିଲା ସିମ୍‌ବକ୍ସ ନେଟ୍‌ୱର୍କ: KYC, ସିମ୍‌କାର୍ଡ ବ୍ଲକ୍‌ ମେସେଜ ପଠାଇ ଠକୁଥିଲେ

ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍‌ବକ୍ସ ବ୍ୟବହାର କରୁଥିଲେ। KYC ଓ ସିମ୍‌କାର୍ଡର ବ୍ଲକ୍‌ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ।